April 12, 2024

Odia Express

News For Public

ଦୋକାନର ବିକ୍ରି ବଢାଇବାପାଇଁ ୫ ଟି ସହଜ ଉପାୟ ଆଜି ହିଁ ଆପଣାଇ ନିଅନ୍ତୁ – କିଛି ଦିନ ମଧ୍ୟରେ ଆପଣ ନିଶ୍ଚୟ ଖୁସି ହେବେ ..

ଆଜି ଭାରତ ର ସବୁ ଗଳି କନ୍ଧିରେ ଆପଣଙ୍କୁ ବହୁତ ସାରା ଦୋକାନ ଦେଖିବାକୁ ମିଳିଯିବ , ଏତେ ଅଧିକା ଦୋକାନ ହେବା କାରଣରୁ ବହୁତ ପ୍ରତିଯୋଗିତା ବଢିଯାଇଥାଏ , ଓ ଦୋକାନରେ ଗ୍ରାହକଙ୍କ ଭିଡ ବି ହୁଏ ନାହିଁ , କିଛି ମାମଲାରେ ଗ୍ରାହକ ଦୋକାନକୁ ଆସିଥାନ୍ତି , କିନ୍ତୁ କିଛି ଜିନିଷ ନ ନେଇ ସେ ବୁଲି କରି ଚାଲିଯାଆନ୍ତି । ଏହି ସମସ୍ୟା ପାଇଁ ଆପଣଙ୍କ ଗ୍ରହ ଦୋଷ ରହିଥାଏ । ସବୁ ଦୋକାନୀ ଚାହିଁଥାଏ କି ତାହାର ଦୋକାନରେ ଗ୍ରାହକଙ୍କ ଭିଡ ଲାଗିରହୁ , ଓ ତା ପକେଟ୍ ରେ ସବୁବେଳେ ପଇସା ଭରି ରହୁ , କିନ୍ତୁ ଯଦି ଆପଣଙ୍କ ସ୍ୱପ୍ନ ସ୍ୱପ୍ନରେ ଅଛି ତେବେ ଆସନ୍ତୁ ଏହି ସ୍ୱପ୍ନକୁ ସତ କରି ଦେଖାଇବା , ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହାକୁ କରିଲେ ଆପଣଙ୍କ ଦୋକାନରେ ବିକ୍ରି ବଢିଯିବ ,

 

୧) ସବୁ ଶନିବାର ଦୋକାନ ଖୋଲିବା ପରେ ଭଗବାନଙ୍କ ମୂର୍ତ୍ତି କିମ୍ବା ପ୍ରତିମାକୁ ଆଗ ଲୁଣ କିମ୍ବା ବିସ୍କୁଟ୍ ଅର୍ପଣ କରନ୍ତୁ , ଏହାପରେ ସେହି ରାତିରେ ବିସ୍କୁଟକୁ କୁକୁରକୁ ଖୁଆଇ ଦିଅନ୍ତୁ ,, ଏମିତି ଆପଣଙ୍କୁ ଲଗାତାର ସବୁ ଶନିବାର ପର୍ଯ୍ୟନ୍ତ କରିବାର ଅଛି , ତାପରେ ଦେଖିବେ ଆପଣଙ୍କ ଦୋକାନରେ ବିକ୍ରି ବଢିବାକୁ ଲାଗିବ ।

 

୨) ସବୁ ଦିନ ସକାଳ ସୂର୍ଯ୍ୟଦୋୟ ପୂର୍ବରୁ ଉଠି ସ୍ନାନ କରନ୍ତୁ , ଓ ତୁଳସୀ ଗଛ ମୂଳେ ଦୁଇଟି ଅଗରବତୀ ଦିଅନ୍ତୁ , ଓ ଗୋଟେ ଢାଳ ଜଳ ଅର୍ପଣ କରନ୍ତୁ , ଏହାପରେ ତୁଳସୀର ୩ ଟି ପତ୍ରକୁ ନିଜ ଦୋକାନରେ ନେଇଯାଆନ୍ତୁ , ଓ ତାକୁ ପଇସା ରଖୁଥିବା ବାକ୍ସ କିମ୍ବା ସିନ୍ଦୁକରେ ରଖିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ଦୋକାନରେ ପଇସା ବାକ୍ସ କେବେ ଖାଲି ରହିବ ନାହିଁ ।

 

୩) ଆପଣ ନିଜ ଦୋକାନରେ ଲେମୁ ଓ ଲଙ୍କାର ମାଳା ନିଶ୍ଚିତ ଲଗାଉ ଥିବେ , କିନ୍ତୁ ବହୁତଥର ଦୋକାନୀ ସେହି ବାସି ମାଳାକୁ ରାସ୍ତାରେ ପକାଇଦିଅନ୍ତି । ଯାହାକି ଆପଣଙ୍କ ଦୋକାନର ବେପାର ଉପରେ ପ୍ରଭାବ ପକାଇଥାଏ , ଓ ଭଲ ବେପାର ହେବାର ଆଶା ରହେ ନାହିଁ , ଆପଣଙ୍କୁ ଏହି ବାସି ଲେମ୍ବୁ ଓ ଲଙ୍କାର ମାଳାକୁ କେଉଁ ନଦୀ କିମ୍ବା ପୋଖରୀରେ ଯାଇ ପ୍ରବାହିତ କରିଦେବାର ଅଛି , ଏମିତି କଲେ ଦୋକାନରେ ଥିବେ ନକରାତ୍ମକ ଶକ୍ତି ଗୁଡିକ ପୂନଃ ଆଉ ଆସିନଥାନ୍ତି ।

 

୪) ସବୁ ଶୁକ୍ରବାରକୁ ସଂନ୍ଧ୍ୟାରେ ମା ଲକ୍ଷ୍ମୀଙ୍କର ପୁଜା କରନ୍ତୁ , ଓ ଏକ ଗୋଟେ ଗୁଆ ମା ଲକ୍ଷ୍ମୀଙ୍କର ଚରଣରେ ଅର୍ପଣ କରିଦିଅନ୍ତୁ । ଏମିତି ଆପଣଙ୍କୁ ୭ ଟି ଶୁକ୍ରବାର ଯାଏଁ କରିବାର ଅଛି , ୭ ଟି ଶୁକ୍ରବାର ପୂର୍ଣ୍ଣ ହୋଇଯିବାପରେ ସାତଟି ଗୁଆକୁ ନେଇ ଏକ ଲାଲ୍ କପଡାରେ ବାନ୍ଧିଦିଅନ୍ତୁ , ଓ ଦୋକାନର ଦକ୍ଷିଣ କିମ୍ବା ପୂର୍ବ ଦିଗରେ ବାନ୍ଧିଦିଅନ୍ତୁ , ତାପରେ ଦେଖନ୍ତୁ ଆପଣଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ଲାଗିବ ।

୫) ସପ୍ତାହର ଗୋଟେ ଥର ନିଜ ଦୋକାନର ଯେଉଁ କୌଣସି ସାମଗ୍ରୀ କିମ୍ବା ପଇସା ଦାନ କରନ୍ତୁ , ଆପଣ ଯେତିକି ଦାନ କରିବେ । ସେତିକି ମା ଲକ୍ଷ୍ମୀ ଆପଣଙ୍କୁ ଲାଭରେ ଅଧିକା ଦେବେ

Leave a Reply

Your email address will not be published. Required fields are marked *