March 28, 2024

Odia Express

News For Public

ଚନ୍ଦ୍ର ପରି ଚମକିଉଠିବ ଆପଣଙ୍କ ଚେହେରା, ଖାଲି ସବୁଦିନ ଶୋଇବା ପୂର୍ବରୁ ଏହି ଛୋଟ କାମ କରିବାକୁ ହେବ ..

ଆଜିର ଜମାନାରେ ସମସ୍ତେ ସୁନ୍ଦର ଦେଖାଯିବାକୁ ପସନ୍ଦ କରନ୍ତି । ସେ ଜମାନା ଚାଲିଯାଈଛି ଯେଉଁ ଯୁଗରେ କେବଳ ଗୋରା ଲୋକଙ୍କୁ ସୁନ୍ଦର କୁହାଯାଉଥିଲା , ଆଜିର ଜମାନାରେ ଆପଣଙ୍କ ସ୍କ୍ରିନ୍ ର କଲର୍ ଯେପରି ହେଉ , ଗହମିଆ କଲର ସ୍କ୍ରିନ୍ ଲୋକ ବି ସୁନ୍ଦ୍ରର ଓ ଆକର୍ଷକ ଦେଖାଯାଇପାରିଏ , ତାହା ସହ ସମ୍ଭବ ଅଛି କି ଆପଣଙ୍କ ସ୍କ୍ରିନ୍ ସଫା ହେବା ପରେ ଏତେ ଅଧିକା ଆକର୍ଷଣୀୟ ଦେଖାଯାଇପାରିବେ ନାହିଁ,  ଆପଣଙ୍କ ସ୍କ୍ରିନ୍ ର କ୍ୱାଲିଟି ଓ ନରମ ଆପଣଙ୍କ ସମୁଦାୟ ଲୁକ୍ ଓ ଚମକ ଆଣିବାରେ କାମ କରିଥାଏ , ଆପଣଙ୍କ ସ୍କ୍ରିନ୍ କେତେ ଚମକ ଅଛି ଓ କେତେ ନରମ ଅଛି ତାହା ଅଧିକା ଦରକାରିତା ହୋଇଥାଏ ।

 

ଆପଣ ନିଜ ସ୍କ୍ରିନ୍ ରେ ଚମକ ଆଣିବାକୁ ହେଲେ ବହୁତ ପ୍ରକାରର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି , ଏହି ବଜାରର ପ୍ରଡକ୍ଟ ଏତେ ମହଙ୍ଗା ହୋଇଥାଏ ,ଯାହା ଅଧିକା ସମୟ ବ୍ୟବହାର କଲେ ଆପଣଙ୍କୁ ବହୁତ ପ୍ରକାରର ସାଇଡ୍ ଇଫେକ୍ଟ ହୋଇପାରେ , ଏହି ପ୍ରଡକ୍ଟରେ ବହୁତ ହାନିକାରକ କେମିକାଲ୍ସ ହୋଇଥାଏ,  ଯାହା ସ୍କ୍ରିନ୍ କୁ କିଛି ସମୟ ଭଲ ବନାଇଥାଏ , କିନ୍ତୁ ପରେ ଏହା ଭୟାନକ ପରିଣାମ ଦେଖିବାକୁ ମିଳିଥାଏ , ଆଜି ଆମେ ଏମିତି ଏକ ଘରୋଇ ଉପାୟ କହିବାକୁ ଯାଉଛୁ , ଏହି କଥାକୁ ଧ୍ୟାନ ରଖିକରି ଆଜି ଆମେ ଆପଣଙ୍କୁ କିଛି ବହୁତ ଖାସ୍ ଉପାୟ କହିବାକୁ ଚାହିଁବୁ , ଏହି ପ୍ରକିୟାକୁ ଆପଣାଇଲା ପରେ ଆପଣଙ୍କ ଚେହେରାରେ ଏକ ଅଲଗା ପ୍ରକାରର ଚମକ ଆସିବ ।

 

ଦିନ ସାରା କର୍ମ ବ୍ୟସ୍ତ ଭିତରେ ଆପଣଙ୍କ ଚେହେରା ଓ ବଡିର ଅନ୍ୟ ପାର୍ଟ ସ୍କ୍ରିନ୍ ରେ ଧୁଳିମାଟି କୋଣ ଜମା ହୋଇଯିବାପରେ ଆପଣଙ୍କ ସ୍କ୍ରିନ୍ ଟୋନ୍ କମିବାକୁ ଲାଗେ , ବରଂ ଏହା ଆପଣଙ୍କ ଚେହେରାକୁ ନଷ୍ଟକରିବାକୁ ଲାଗେ,  ଆମର ସ୍କ୍ରିନ୍ ରେ ବହୁତ ପ୍ରକାରର ଛୋଟ ଛୋଟ ଛିଦ୍ର ହୋଇଥାଏ, ଯାହା ଆପଣଙ୍କ ନିଶ୍ୱାସ ନେବାପାଇଁ କାମ କରିଥାଏ , ଓ ସୁସ୍ଥ୍ୟ ରଖିଥାଏ , ଧୁଳିମାଟି କୋଣ ପଶିଯିବାପରେ ଏହି ଛିଦ୍ର ବନ୍ଦ ହୋଇଯାଏ , ଓ ସ୍କ୍ରିନ୍ ବେକାର ହୋଇଯାଏ , ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଏହି ଉପାୟ କରନ୍ତୁ , ସବୁଦିନ ରାତିରେ ଶୋଇବାକୁ ଗଲାବେଳେ ଏକ ଗିନାରେ କିଛି କଞ୍ଚା କ୍ଷୀର ନିଅନ୍ତୁ , ଏବେ ଏକ କପାସର ଖଣ୍ତ ନିଅନ୍ତୁ, ଓ ଏହାକୁ ଏହି କ୍ଷୀରରେ ପକାଇ ଚେହେରାର ସେହି ଜାଗାରେ ମସାଜ୍ କରନ୍ତୁ , ଏହି ମସାଜ୍ ହାଲକା ହାତରେ ସର୍କଲ ମୋସନ୍ ରେ ପ୍ରାୟ ୫ ମିନିଟ୍ ଯାଏଁ କରିବାର ଅଛି, ଏହାପରେ ୧୦ରୁ ୧୫ ମିନିଟ୍ ଏହିପରି ଚେହେରାରେ ଲଗାଇବାକୁ ପଡିବ , ଏବେ ଚେହେରାକୁ ପାଣିରେ ଧୋଇଦିଅନ୍ତୁ , ଏହି ଉପାୟ ଦ୍ୱାରା ଆପଣଙ୍କ ଚେହେରା ଭଲ ଭାବେ ସଫା ହୋଇଯିବ ।

 

ଏବେ ତାପର ଦିନ ଯେବେ ଆପଣଙ୍କ ସକାଳ ଉଠିଲେ ଆପଣଙ୍କ ସ୍କ୍ରିନ୍ ଉପରେ ଦୁଇ ଚାମଚ ଗୋଲାପଜଳ, ଅଧା ଚାମଚ ହଳଦୀ, ଏକ ଚାମଚ ମଲାଇ, ଏକ ଚାମଚ ଚନ୍ଦନ ପାଉଡର , ଅଧା ଚାମଚ ଲେମ୍ବୁରରସ ମିଶ୍ରଣ କରନ୍ତୁ , ଏହି ଫେସ୍ ପ୍ୟାକ୍ ଆପଣଙ୍କ ଚେହେରାରେ ପ୍ରାୟ ୧୫ ମିନିଟ୍ ଲଗାଇକରି ରଖନ୍ତୁ , ଏହାପରେ ପାଣିରେ ଚେହେରାକୁ ଭଲ ଭାବେ ଧୋଇଦିଅନ୍ତୁ , ଏହି ଉପାୟ ସପ୍ତାହରେ କମ୍ ସେ କମ୍ ତିନିଥର ବ୍ୟବହାର କରନ୍ତୁ , କିଛି ଦିନରେ ଆପଣଙ୍କ ସ୍କ୍ରିନ୍ ରେ ଚମକ ଆଣିଦେବ , ଆପଣ ଯେବେ ଘରୁ ବାହାରକୁ ଯିବେ ତେବେ ଲୋକେ ଆପଣଙ୍କୁ ବୁଲି ଚାହିଁବେ , ଆପଣଙ୍କ ନରମ ସ୍କ୍ରିନ୍ ର ରହସ୍ୟ ବିଷୟରେ ପଚାରିବେ ।

Leave a Reply

Your email address will not be published. Required fields are marked *