April 20, 2024

Odia Express

News For Public

ପାଇଲ୍ସ ଯେତେ ବି ଭୟାନକ ହେଇଥାଉ , ୩ ଦିନରେ ଜଡରୁ ଶେଷ କରିଦେବ ଏହି ଘରୋଇ ପ୍ରକିୟା – ଆଜି ହିଁ ଏହାର ପ୍ରୟୋଗ କରିଦେଖିନିଅନ୍ତୁ…

1 min read

ପାଇଲ୍ସ ଆଜି କାଲିର ସମୟରେ ଏକ ସାଧାରଣ ସମସ୍ୟା ହୋଇସାରିଛି , ଅପମିଶ୍ରଣ ଖାଦ୍ୟ ପଦାର୍ଥର ସେବନ କରିବା ଦ୍ୱାରା ପେଟରେ ନାନା ପ୍ରକାରର ବିକାର ଉତ୍ପନ୍ନ ହୋଇଥାଏ , ଯାହା ବହୁତ ସାରା ରୋଗ ଆମ ଶରୀରକୁ ଘେରେଇ ନେଇଥାଏ , ଯେଉଁଥିରେ ଏହା ଏକ ସାଧାରଣ ରୋଗ ହୋଇଛି ପାଇଲ୍ସ । ପାଇଲ୍ସ ହେଲେ ରୋଗୀ ଅତ୍ୟାଧିକ ଯନ୍ତ୍ରଣା ଓ କଷ୍ଟର ଅନୁଭବ କରେ , ପାଇଲ୍ସ ମୁଖ୍ୟତଃ ଏକ ଅନ୍ତନିର୍ହିତ ଅସୁବିଧା ଅଟେ ଯାହା ଆପଣଙ୍କୁ ରକ୍ତ ଆସିନଥାଏ , ଓ ବାହାର ମାଂସରେ ଅସହନୀୟ କଷ୍ଟ ଓ ଯନ୍ତ୍ରଣା ଆସିବାର ସମସ୍ୟା ଦେଖାଯାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଲେଖର ମାଧ୍ୟମରେ ଏକ ତରିକା କହିବୁ ଯାହା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୁର ହୋଇଯିବ ।

 

ଏହି ପାଇଲ୍ସକୁ ଦୂର କରିବାକୁ ହେଲେ ଆପଣଙ୍କୁ ମୁଖ୍ୟତଃ ଗାଇର କ୍ଷୀର କିମ୍ବା ଦହିର ଆବଶ୍ୟକତା ପଡିପାରେ , ତେବେ ଆସନ୍ତୁ ଏହାକୁ ପ୍ରୟୋଗ କରିବାର ବିଧି ସଂମ୍ପର୍କିତ ଖବର ଉପରେ ।

 

ଏହି ପ୍ରକିୟାକୁ ବନାଈବାକୁ ହେଲେ ସର୍ବପ୍ରଥମେ ଏକ ନଡିଆକୁ ଜଟାରୁ ଅଲଗା କରି ଭଲ ଭାବରେ ଜଳାଇଦିଅନ୍ତୁ , ଏହାର ଜଳିଯାଈଥିବା ଭଷ୍ମକୁ ଏକ ସିସିରେ ଭରିନିଅନ୍ତୁ , ସକାଳୁ ଶୌଚରୁ ଆସିବାପରେ ଏହି ପ୍ରକିୟାକୁ ପ୍ରୟୋଗ କରିଏବ୍ , ସର୍ବପ୍ରଥମେ ଏକ ଗିନାରେ ଦହି ନେବାର ଅଛି  ଓ ସେଥିରେ ୫-୬ ଗ୍ରାମ ନଡିଆର ଭସ୍ମ ପକାଇ ଭଲ ଭାବରେ ମିଶାଇବାର ଅଛି , ତାହାପରେ ଏହାକୁ ସେବନ୍ କରିବାର ଅଛି , ଏହାପରେ ଆପଣଙ୍କୁ କିଛି ବି ଖାଇବାର ନାହିଁ , ଏହାର ସ୍ୱାଦ ଆପଣଙ୍କୁ ଭଲ ନ ଲାଗିପାରେ , କିନ୍ତୁ ନିଜ ସମସ୍ୟାକୁ ଜଡରୁ ଶେଷ କରିବାପାଇଁ ଏହି ପ୍ରୟୋଗ ବହୁତ ସୁବିଧାଜନକ ଅଟେ , ଏହି ପ୍ରୟୋଗ କୁ ଦିନରେ ତିନି ସମୟ କରିବାକୁ ହେବ , ସକାଳ , ଦ୍ୱୀପହର ଓ ରାତିରେ ଶୋଇବା ପୂର୍ବରୁ ଯେବେ ଭୋକ ଲାଗିଲେ କେବଳ ଦହିର ସେବନ କରନ୍ତୁ

Leave a Reply

Your email address will not be published. Required fields are marked *