March 28, 2024

Odia Express

News For Public

ଆପଣଙ୍କ ପର୍ସ ହିଁ ଆପଣଙ୍କୁ ବନାଇବ ଧନବାନ , ଭୁଲରେ ରଖନ୍ତୁ ନାହିଁ ଏହି ୫ ଟି ଜିନିଷ ନହେଲେ କାଙ୍ଗାଳ ହେଇଯିବେ ଆପଣ …

ସବୁ ମଣିଷର ଏକ ସ୍ୱପ୍ନ ରହିଥାଏ କି ତାର ମନିପର୍ସରେ ସବୁବେଳେ ପଇସାରେ ଭରିରହିଥାଉ , ତାର ପର୍ସ କେବେ ପଇସାରୁ ଖାଲି ନଥାଉ , ଏହା ସବୁ ଲୋକଙ୍କ ଇଚ୍ଛା ଥାଏ , ଏଥିପାଇଁ ମଣିଷ ଦିନ ରାତି ପରିଶ୍ରମ କରି ପଇସା କମାଇବାର ବାଟ ଖୋଜିଥାଏ,  କିନ୍ତୁ ବହୁତଥର ଏମିତି ଦେଖାଯାଇଛି କି ଯେତିକି ପଇସା ଆସେ ତାହା କିଛି ନା କିଛି କାମରେ ଖର୍ଚ୍ଚ ହୋଇଯାଏ , ଓ ସେହି ବ୍ୟକ୍ତିର ପର୍ସ ଖାଲି ରହିଯାଏ, ଯଦି ଏତେ ପରିଶ୍ରମ କରି ଖାଲି ପର୍ସ ରୁହେ ତେବେ ଏହା ପଛରେ ବହୁତ କିଛି କାରଣ ହୋଇପାରିଥାଏ , ଯାହା ଦ୍ୱାରା ଆପଣଙ୍କୁ ମାନସିକ ଚିନ୍ତା ବି ଆସିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏମିତି କିଛି ବେକାର ଜିନିଷ ପର୍ସରେ ନରଖିଲେ ଏଥିରେ ଆପଣଙ୍କ ଦାରିଦ୍ରତା ଦୂରିଭୁତ ହୋଇପାରିବ , ଓ ନିଜ ଶରୀର ସୁସ୍ଥ୍ୟ ବି ରହିବ , ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଏପରି ଜିନିଷଗୁଡିକ ବିଷୟରେ କହିବୁ ଯାହାକୁ ଭୁଲ୍ ରେ ବି ନିଜ ମନିପର୍ସରେ ରଖନ୍ତୁ ନାହିଁ , ଏହାକୁ ରଖିଲେ ଆପଣଙ୍କୁ ଦାରିଦ୍ରତାର ସାମ୍ନାକରିବାକୁ ପଡିପାରେ ।

 

୧) ଫଟା ପୁରୁଣା ନୋଟ୍ : ବହୁତ ଲୋକଙ୍କର ଏହା ଅଭ୍ୟାସ ଥାଏ କି ସେମାନେ ନିଜ ମନିପର୍ସରେ ପୁରୁଣାନୋଟ୍ କୁ ସାଇତି ରଖିଥାନ୍ତି , ସେହି ନୋଟ୍ କୁ ପର୍ସରୁ ବାହାର କରିବା ପରିବର୍ତ୍ତେ ସେମାନେ କେଉଁ ଜିନିଷକୁ ବ୍ୟବହାର କରିବାପାଇଁ ଭାବନ୍ତି , ଓ ସେହି ନୋଟ୍ କୁ ସମ୍ଭାଳିକରି ରଖିଥାନ୍ତି , କିନ୍ତୁ ଏହି ଅଭ୍ୟାସ ସକାଶେ ଆପଣଙ୍କୁ ଦାରିଦ୍ରତାର ସାମ୍ନା କରିବାକୁ ପଡିପାରେ , ଯଦି ଏପରି ହୁଏ ।

 

୨) ଧାରୁଆ ଜିନିଷ : ଯଦି ଆପଣଙ୍କ ପର୍ସରେ କେଉଁ ଧାରୁଆ ଜିନିଷ ଅଛି ଯେପରି ବ୍ଲେଡ୍ କିମ୍ବା ଛୁରି ତେବେ ଏହା ନକରାତ୍ମକ ଉର୍ଜା ସଂଚାର ହୋଇଥାଏ , ଏମିତି ଜିନିଷ ନିଜ ପର୍ସରେ ରଖିଲେ ଯେତେ ସତର୍କ ରହିବେ ସେତେ ଭଲ ରହିବ , ଏହା ଛଡା ଏହା ବି ବିପଦପୂର୍ଣ୍ଣ ହୋଇଥାଏ ।

 

୩) ଦେବୀ ଦେବତାଙ୍କ ଫଟୋ : ବହୁତ ଲୋକଙ୍କର ଏପରି ଅଭ୍ୟାସ ହୋଇଥାଏ କି ସେମାନେ ନିଜ ପର୍ସରେ କେଉଁ ଦେବା ଦେବୀଙ୍କର ଫଟୋ ରଖିନିଅନ୍ତି , ଯାହା ଦ୍ୱାରା ତାଙ୍କର ସବୁବେଳେ ମଙ୍ଗଳ ହେଉ , ଏହି ଅଭ୍ୟାସ କାରଣରୁ ତାଙ୍କର ଧନର ହାନି ହେବାର ଆଶଙ୍କା ବଢିଯାଏ , ଯଦି ଆପଣ ଆପଣ ଦେବୀ ଦେବତାଙ୍କ ଫଟୋ ରଖିବା ବଦଳରେ ତାଙ୍କର ଯନ୍ତ୍ର ରଖିବେ ତେବେ ଏହା ଫଳ ଦାୟକ ହେବ ।

୪) ପୁରୁଣା ବିଲ୍ : ଯଦି ଆପଣଙ୍କ ପର୍ସରେ ପୁରୁଣା ବିଲ୍ ସମ୍ଭାଳିକରି ରଖିଛନ୍ତି ତେବେ ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ, ଏହାର କାରଣରୁ ଧନର ଅଭାବ ସାମ୍ନା କରିବାକୁ ପଡିପାରେ ,

 

୫) ମୃତ ବ୍ୟକ୍ତିର ଫଟୋ : ଶାସ୍ତ୍ରନୁସାରେ ଏପରି କୁହାଯାଇଛି କି ମୃତ ବ୍ୟକ୍ତିର ଫଟୋ ରଖିବା ଅଶୁଭ ହୋଇଥାଏ , ଏଥିପାଇଁ ପର୍ସରେ କେଉଁ ମୃତ ବ୍ୟକ୍ତିର ଫଟୋ ରଖିବେ ନାହିଁ , ଓ ତାହାକୁ ତୁରନ୍ତ ପର୍ସରୁ ବାହାର କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *