March 25, 2024

Odia Express

News For Public

୧୦୧ ବର୍ଷ ବୟସରେ ଏହି ମହିଳା ଦେଲେ ଏକ ଶିଶୁ କୁ ଜନ୍ମ , ପ୍ରକୃତିର ଏହି ଚମତ୍କାର ଦେଖି ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ – ଜାଣନ୍ତୁ କଣ ଥିଲା ପୁରା ଘଟଣା

ଏହି ଦୁନିଆଁ ଭିତରେ ପ୍ରଚୁର ବିଚିତ୍ର ଜିନିଷ ଭରପୁର ଥାଏ । କେବେ କେଉଁଠି ଏହା ଦେଖିବାକୁ ଓ ଶୁଣିବାକୁ ମିଳିଯାଏ କେହି ଜାଣି ନଥାନ୍ତି, ମା ହେବାର ବୟସ ଆନୁମାନିକ ସ୍ତ୍ରୀ ମାନଙ୍କ ମଧ୍ୟରେ ୪୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଏବେ ଏକ ମହିଳା ୧୦୧ ବର୍ଷ ବୟସରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆସନ୍ତୁ ଆପଣ କହୁଅଛୁ କି ପ୍ରକୃତରେ ଏହି ମହିଳା ଜଣକ କିଏ ? ଏବଂ କେମିତି ୧୦୧ ବର୍ଷ ବୟସରେ ଏକ ଶିଶୁକୁ ଜନ୍ମ ଦେଲେ । ଏହି ବାକ୍ୟ ସତରେ ଆଶ୍ଚର୍ଯ୍ୟ କରି ଦେଉଛି କାରଣ ଡାକ୍ତର ମାନନ୍ତି କି ଏକ ବିଶେଷ ବୟସ ପରେ ମହିଳା ମାନଙ୍କ ମଧ୍ୟରେ ପ୍ରଜଜନର କ୍ଷମତା ଅଭାବ ହୋଇଯାଇଥାଏ ।

 

କେମିତି ହେଲା ଏହି ପ୍ରକୃତିର ଚମତ୍କାର !

କୁହାଯାଏ କି ଇଟାଲୀର ଏକ ମେଡିକାଲ୍ ରେ ଏହି ମହିଳା ଜଣକ ଏତେ ବୟସ ପରେ ମଧ୍ୟ ଏକ ଶିଶୁ କୁ ଜନ୍ମ ଦେଲେ ।

ଏହି ମହିଳାଙ୍କର ଆଗରୁ ୧୬ ଜଣ ଛୁଆ ଅଛନ୍ତି । ଏବଂ ଏବେ ଯେଉଁ ଛୁଆକୁ ସେ ଜନ୍ମ ଦେଇଛନ୍ତି ତାହା ତାଙ୍କର ୧୭ ତମ ଶିଶୁ ଅଟେ । ମହିଳାଙ୍କର ୧୭ ତମ ଶିଶୁ କୌଣସି ଚମତ୍କାରର ଠାରୁ କମ୍ ନୁହେଁ ।କାରଣ ଏତେ ବୟସ ପରେ ସାଧାରଣତଃ କୌଣସି ମହିଳା ଗର୍ଭବତୀ ହୋଇପାରନ୍ତି ନାହିଁ , ଏହି ମହିଳା ଯେଉଁ ଶିଶୁ କୁ ଜନ୍ମ ଦେଇଛନ୍ତି ତାହାର ଓଜନ ନଅ ପାଉଣ୍ତ ଅଟେ । ଏବଂ ସେ ପୂରା ସୁସ୍ଥ ଅଟେ । ଡାକ୍ତର କହୁଛନ୍ତି ଏହା କେଉଁ ପ୍ରକୃତିର ଚମତ୍କାର ଠାରୁ କମ୍ ନୁହେଁ , ଏବଂ ଆମେ ମଧ୍ୟ ଆଶ୍ଚର୍ଯ୍ୟ କି ୧୦୧ ବର୍ଷର ଦୁର୍ବଳ ବୟସରେ ଯେତେବେଳେ ଶରୀର ଜରାଜିର୍ଣ୍ଣ ହେଇଯାଏ , ତେବେ ଏହି ମହିଳା ଜଣକ କେମିତି ଏକ ଶିଶୁକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏମିତି ହୋଇଅଛି , ଓ ଏହା ସ୍ୱପ୍ନ ନୁହେଁ ବାସ୍ତବରେ ସତ୍ୟ ଅଟେ ।

 

ସୂଚନା ମୂତାବକ ଯେଉଁ ମହିଳା ଏହି ଶିଶୁ ଟିକୁ ୧୦୧ ବର୍ଷ ବୟସରେ ଜନ୍ମ ଦେଇଛନ୍ତି , ଯେତେବେଳେ ସେ ୪୯ ବର୍ଷର ଥିଲେ ସେ ଏକ ବିଶେଷପ୍ରକାର କ୍ୟାନସର ରୋଗ ଯୋଗୁଁ ସେହି ମହିଳାଙ୍କର ଅଧା ଶରୀର କାମ କରିବା ବନ୍ଦ କରିଦେଇଥିଲା । ଯାହା ପରେ ମହିଳା ନିଜକୁ ବହୁତ ନିରିହ ଓ ବେକାର ମାନିବାକୁ ଲାଗିଲେ । ଏହାପରେ ୧୦୧ ବର୍ଷ ପରେ ବୟସରେ ଏହି ମହିଳା ଜଣକ ନିଜ ଅଣ୍ତାଶୟରେ ଭ୍ରୁଣ ପ୍ରତ୍ୟାରୋପଣ କରିଥିଲେ । ଏବଂ ବହୁ ସୁନ୍ଦର ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଇଉରୋପ୍ ରେ ଏହାକୁ ପୂର୍ଣ୍ଣ ରୂପରେ ଅବୈଧ ବୋଲି ମାନା ଯାଏ । ଏବଂ ଏଠାରେ ଥିବା ଡାକ୍ତରଙ୍କର ବିରୋଧରେ ରିପୋର୍ଟ ଦର୍ଜ କରି ଦିଆଯାଇସାରିଛି

Leave a Reply

Your email address will not be published. Required fields are marked *