March 29, 2024

Odia Express

News For Public

ଡାଏବେଟିସ ଓ ପାଇଲସ କୁ ସମ୍ପୂର୍ଣ ଭଲ କରିଦେବା ଏହି ପତ୍ର ,ଆପଣକୁ କଣ ଆପଣଙ୍କ ପିଲାକୁ ମଧ୍ୟ ଆଉ ହେବନାହିଁ ଏ ରୋଗ – ଏବେ ହିଁ ଦେଖି ନିୟନ୍ତୁ

1 min read

ଯେମିତି ଆମେ ସମସ୍ତେ ଜାଣିଛେ ପ୍ରକୁତି ର ଆମକୁ ବିଭିର୍ନ ଜଡିବୁଟି ମିଳେ |ଏଥିରୁ ଆମେ ଅନେକ ପ୍ରକାର ରୋଗର ଔଷଧ ବାହାର କରିପାରିବ |ଓ ପ୍ରକୁତି ଔଷଧ କେବେ ବି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଇନଥାଏ |କିନ୍ତୁ କିଛି ସଠିକ ତଥ୍ୟ ନ ଜାଣିବାରୁ ଆମେ ଏହାକୁ ଠିକ ଭାବେ ବ୍ୟବହା କରି ପାରୁନେ |ଆଜି ଆମେ ଆପଣଙ୍କୁ ଵିଭର୍ଣ୍ଣ ପ୍ରକାର ପ୍ରକୁତିକ ଉପଚାର ବିଷୟରେ କହିବା ପାଇଁ ଯାଉଛୁ |ଏହି ଉପାୟ ଅବଲମ୍ବନ କରି ଆପଣ ଆପଣଙ୍କ ଜୀବନରେ ଏକ ନିରାମୟ ଜୀବନ ବଂଚି ପାରିବେ |ଚାଲନ୍ତୁ ଜାଣିବା ଏହି ଉପଚାର ବିଷୟରେ

 

ଡାଏବେଟିସ ଓ ପାଇଲସ ଯଦି କାହାକୁ ହୁଏ ତେବେ ଏହା ତା ଶରୀରର ଅନ୍ୟ ଅଙ୍ଗ କୁ ମଧ୍ୟ ପ୍ରଭାବିତ କରିଥାଏ |ଯେଉଁଥିରେ ଏକ ମହତ୍ୱ ପୁର୍ଣ ଅଙ୍ଗ ଅଟେ ଆପଣଙ୍କ ବୃକକ |ଏହି ରୋଗ ଆପଣଙ୍କ ବୃକକ କୁ ଅଧିକ ପ୍ରଭାବିତ କରିଥାଏ | ଏହାର ଉପଚାର ପାଇଁ ଆପଣାକୁ କେଉଁ ଜାଗାକୁ ଯିବାକୁ ପଡିବ ନାହିଁ |ଯଦି ଆପଣ ଏହାର ଉପଚାର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଜ ଘରେ ଏହାକୁ ଭଲ କରି ପାରିବେ |ଏଠି ପାଇଁ ଆପଣଙ୍କୁ କୌଣସି ଦାମୀ ଔଷଧ ନେବାକୁ ପଡିବ ନାହିଁ |ଆପଣ ଏହାର ଉପଚାର ପ୍ରକୁତିକ ଉପାୟରେ କରିପାରିବେ |

 

ଡାଏବେଟିସ ରୁ ବଂଚିବା ପାଇଁ ହେଲେ ସବୁଦିନ ସକାଳୁ ଆପଣଙ୍କୁ ୨-୨ଟି କୋମଳ ଆମ୍ବପତ୍ର ଚୋବେଇବା ପାଇଁ ପଡିବ |କିନ୍ତୁ ଏହାକୁ ଆପଣଙ୍କୁ ସବୁଦିନ ଚୋବେଇବା ପାଇଁ ପଡିବ ଏହା ଦ୍ୱାରା ଧୀରେ ଧୀରେ ଆପଣଙ୍କ ଡାଇବେଟିସ କମିବାକୁ ଲାଗିବ ଏହା ସହିତ ପାଇଲସ ରୋଗ ମଧ୍ୟ ଦୂର ହେବ

ଆମ୍ବ ପତ୍ର ଆପଣଙ୍କ ଡାଇବେଟିସ ର ରୋଗ କୁ କମେଇଥାଏ |କାରଣ ଏହାର ପତ୍ର ରେ ବହୁତ ମାତ୍ର ରେ ଫାଇବର ପ୍ରୋଟିନ ତଥା ଭିଟାମିନ ମିଳିଥାଏ |ଏହି ଗୁଣ ଆପଣଙ୍କ କୋଲେଷ୍ଟ୍ରଲ ମାତ୍ର କୁ ଆଶ୍ଚର୍ଯ୍ୟଜନକ ଭାବେ କମେଇଥାଏ |ଯଦି ଆପଣ ଏହାର ବ୍ୟବହାର ନିୟମିତ କରନ୍ତି ତେବେ ଆପଣଙ୍କ କିଡ୍ନୀ ,ଲିଭର କୁ ଏହା ବହୁତ ଲାଭବାନ ହେଇଥାଏ | କାରଣ ଡାଇବେଟିସ ହେବାରୁ କିଡ୍ନୀ ଫେଲ ହେବା ସାଧାରଣ କଥା ହେଇ ଗଲାଣି

ବନ୍ଧୁଗାଁ ଯଦି ଆପଣଙ୍କୁ ଆମର ଏହି ଲେଖା ଭଲ ଲାଗିଲା ତେବେ କମେନ୍ଟ ଓ ସେୟାର ନିଶ୍ଚୟ କରିବେ |ଏହା ସହ ସବୁଦିନ ଏହି ଭଳି ନୂଆ ନୂଆ କଥା ଜାଣିବା ପାଇଁ ଆମ କୁ ଲାଇକ କରନ୍ତୁ ନିଶ୍ଚୟ ଓ ଆମେ ଆପଣଙ୍କ ପାଇଁ ସବୁବେଳେ କିଛି ନୂଆ ନୂଆ ତଥ୍ୟ ଦେବୁ

Leave a Reply

Your email address will not be published. Required fields are marked *