March 25, 2024

Odia Express

News For Public

ଅମିତାଭ ନିଜ ଝିଅ ଶ୍ଵେତାଙ୍କ ବିବାହ ବହୁତ କମ ବୟସରେ କରିଦେଇଥିଲେ , ଏବେ ଜଣାପଡିଲା ଏହାର ମୁଖ କାରଣ – ଜାଣିଲେ ଆପଣ ମଧ୍ୟ କହିବେ..

ବଡ ପରଦାରେ ସେହନଶାହର ଅଭିନୟ କରିଥିବା କଳାକାର ଅମିତଚ ବଚ୍ଚନ ପ୍ରକୃତ ଜୀବନରେ ମଧ୍ୟ ବଲିଉଡ଼ର ରାଜା ଅଟନ୍ତି । ଆଜି ଅମିତାଭ ଙ୍କର ବୟସ ୭୬ବର୍ଷ ହୋଇସାରିଛି କିନ୍ତୁ ଏହାସତ୍ବେ ସେ ଫିଲ୍ମରେ ବଡ ମହତ୍ଵପୂର୍ଣ୍ଣ ଭୂମିକା କରିବା ଦୃଷ୍ଟିଗୋଚର ହେଉଛି । ଏହା ତାଙ୍କର ଅଭିନୟ ପ୍ରତିଭା ଅଟେ ଯେଉଁ କାରଣରୁ ସେ ସମସ୍ତଙ୍କର ପ୍ରିୟ କଳାକାର ଅଟନ୍ତି ଅମିତାଭ ଙ୍କ ଯୋଗୁ ତାଙ୍କ ପରିବାର ମଧ୍ୟ ପ୍ରାୟତଃ ଚର୍ଚାର କାରଣ ହୋଇଥାଏ । ଅମିତାଭ ଙ୍କର ପ୍ରତିଭା ଓ ମର୍ଯ୍ୟଦା ଏତେ ଅଧିକ ଯେ ତାଙ୍କ ସମ୍ମୁଖରେ ତାଙ୍କ ପୁତ୍ର ଅଭିଷେକଙ୍କର କ୍ୟାରୀଅର ମଧ୍ୟ ଫିକା ପଡିଯାଏ । ଆଜି ଅମିତାଭ ନିଜର ପୁରା ଠାରୁ ଅଧିକ ଫିଲ୍ମରେ କାମ କରୁଛନ୍ତି । ତାଙ୍କ ଝିଅ ଶ୍ଵେତା ନନ୍ଦା ବଚ୍ଚନ ଫିଲ୍ମ ଜଗତରୁ ସବୁବେଳେ ଦୂରେ ରୁହନ୍ତି । ସେ ମିଡିଆ ଆଗରେ ବହୁତ କମ ଦୃଷ୍ଟିଗୋଚର ହୁଅନ୍ତି ।

 

ସାଧାରଣତଃ ଯେଉନମାନଙ୍କ ପରିବାରର ଲୋକ ଫିଲ୍ମ ସହିତ ଜଡିତ ଥାନ୍ତି ତାଙ୍କ ସନ୍ତାନ ମଧ୍ୟ ଏହି ଚମକ ଦ୍ଵାରା ପ୍ରଭାବିତ ହୋଇଥାନ୍ତି ଓ ଏହି ଲାଇନରେ କ୍ୟାରୀଅର କରନ୍ତି । ପୁଣି ଯେବେ ଆପଣଙ୍କ ପିତା ଅମିତାଭ ବଚ୍ଚନଙ୍କ ଭଳି ମହାନୟକ ଅଟନ୍ତି ତେବେ ଫିଲ୍ମରେ ବଡ ଭୂମିକା ମିଳିବ କିଛି କଷ୍ଟ କାମ ନୁହେଁ । କିନ୍ତୁ ଏହା ସତ୍ବେ ଶ୍ଵେତା ଅଭିନେତ୍ରୀ ହେବ ବିଷୟ କେବେ ଭାବି ନାହାନ୍ତି । ଯଦିଓ ଅମିତାଭ ଏକ ସାଧାରଣ ଭାରତୀୟ ପରିବାର ଭଳି ଶ୍ଵେତାଙ୍କ ବିବାହ ବହୁତ କମ ବୟସରେ କରିଦେଇଥିଲେ । ଟିକେ ଭାବନ୍ତୁ ବଲିଉଡ଼ ଏକ ଏଭଳି ସ୍ଥାନ ଯେଉଁଠାରେ ପ୍ରାୟ ଫିଲ୍ମ ଅଭିନେତା ଓ ତାଙ୍କ ପରିବାର ଲୋକ ଅନେକ ବିଳମ୍ବରେ ବିବାହ କରନ୍ତି । ତାହେଲେ ଅମିତାଭଙ୍କ ପାଖରେ ତ ନାମ, ଟଙ୍କା ଧନ ଓ ଇଣ୍ଡଷ୍ଟ୍ରିରେ ଇଜ୍ଜତ ସବୁକିଛି ଥିଲା । ସେ ଚାହିଁଥିଲେ କେବେ କି ନିଜ ଝିଅର ବିବାହ କରିପାରିଥାନ୍ତେ । ଅମିତାଭ ଙ୍କ ଝିଅ ସହ ବିବାହ ନିମନ୍ତେ ଲୋକଙ୍କର ଲାଇନ ଲାଗିଥିଲା । କିନ୍ତୁ ଏହା ସତ୍ବେ ଅମିତାଭ ନିଜ ଝିଅର ବିବାହ କମ ବୟସରେ କରିଦେଲେ ।

 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ଵେତା ଯେବେ କେବଳ ୨୩ବର୍ଷର ଥିଲେ ସେତେବେଳକୁ ସେ ଗୋଟିଏ ସନ୍ତାନର ମାଆ ହେଇସାରିଥିଲେ । ଶ୍ଵେତା ଜଣେ ବଡ ବ୍ୟବସାୟୀ ନିଖିଲ ନନ୍ଦାଙ୍କୁ ବିବାହ କରିଛନ୍ତି । ଏମିତିରେ କଣ ଆପଣ କେବେ ଚିନ୍ତାକରିଛନ୍ତି କି ଏଭଳି କି ବିପଦ ମାଡିପଡିଲା ଯେ ଅମିତାଭ ନିଜ ଝିଅର ବିବାହ ଏତେ କମ ବୟସରେ ତୁଟେଇ ଦେଲେ । ଯେବେ ଶ୍ଵେତାଙ୍କ ବିବାହ ହେଲା ତ କମ ବୟସ କାରଣରୁ ସେ ତାଙ୍କୁ ଅଧିକ କିଛି ବୁଝିପାରିନଥିଲେ । ପ୍ରକୃତରେ ଏହି ପୁରା ଘଟଣାରେ ଗୋଟିଏ ଖବର ଏହା ଉଡିଥିଲା ଯେ ଶ୍ଵେତାଙ୍କ ବିବାହ ପୂର୍ବରୁ ନିଖିଲ ଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଶ୍ଵେତା ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ ଓ ଏହି କାରଣରୁ ଅମିତାଭ ତାଙ୍କର ବିବାହ ଶୀଘ୍ର କରେଇଦେଲେ । କିନ୍ତୁ ଏହି କଥାରେ କେତେ ସତ୍ୟତା ଅଛି କିଛି କୁହାଯାଇପାରିବ ନାହିଁ। ଯଦି ଏଭଳି କିଛି ହୋଇଥିଲା ତେବେ ମଧ୍ୟ କେହି ଲୋକଙ୍କୁ ଜଣେଇବା କାହିଁକି? ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ଅଟେ ।

 

ଶ୍ଵେତାଙ୍କ ଶୀଘ୍ର ବିବାହ କରିବାର କାରଣ ଯାହା ବି ହେଉ କିନ୍ତୁ ବର୍ତ୍ତମାନ ସେ ନିଜ ସ୍ଵାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି । ଜଣେଇଦେଉଛୁ ଯେ ଶ୍ଵେତା ବିବାହର ଦଶବର୍ଷ ପରେ କାମ କରିବାର ନିର୍ଣ୍ଣୟ ନେଇଥିଲେ । ସେ ସାମ୍ବାଦିକ ହିସାବରେ କାମ କରୁଥିଲେ । ସେ ନିଜର ଗୋଟିଏ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଏବେ ଶ୍ଵେତା ହୁଏତ ଫିଲ୍ମ ରେ ଆସିନାହାନ୍ତି କିନ୍ତୁ ତାଙ୍କ ଝିଅ ନବ୍ୟା ନବେଲି ନନ୍ଦା ଭବିଷ୍ୟରେ ଫିଲ୍ମରେ ନିଶ୍ଚିତ ଆସିପାରନ୍ତି ।

Leave a Reply

Your email address will not be published. Required fields are marked *