April 25, 2024

Odia Express

News For Public

ଏହି ସୁନ୍ଦରୀ ଝିଅଙ୍କ ପ୍ରେମରେ ସଚିନ୍ ତେନ୍ଦୁଲକରଙ୍କ ପୁଅ ପାଗଳ , ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେନି..

ସଚିନ୍ ତେନ୍ଦୁଲକର କାହାର ପରିଚୟର ଦରକାର ପଡେନି । ଛୋଟରୁ ବୟସରୁ କ୍ରିକେଟ୍ ଖେଳିକରି ସଚିନ ଭାରତର ନାଁ ଉଜ୍ଜଳ କଲେ । ହଜାର ସଂଖ୍ୟକ ମ୍ୟାଚ ଖେଳିଛନ୍ତି , ଓ ସେଥିରୁ ବହୁତ ସାରା ରେକର୍ଡ ବନାଇଛନ୍ତି , ଯାହାକୁ କେହି ବି ଭାଙ୍ଗି ପାରିନାହାନ୍ତି , ଲୋକେ ତାଙ୍କୁ କ୍ରିକେଟର ଭଗବାନ ବୋଲି ଭାବିଥାନ୍ତି । ଆପଣଙ୍କୁ ଜଣେଇଦେବୁ କି ସଚିନଙ୍କ ପୁଅ ଆଜି କ୍ରିକେଟ ଦୁନିଆଁରେ ନିଜ ବାପାଙ୍କ ଭଳି ସେହି ସ୍ଥାନ ନେବାକୁ ଯାଉଛି , ଏବେ ସଚିନଙ୍କ ପୁଅ ଅର୍ଜୁନଙ୍କ କିଛି କଥା ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଛି ।

 

କହିଦେବୁ କି ସଚିନ ନିଜ କ୍ୟାରିୟରର ଆରମ୍ଭ ୧୬ ବର୍ଷ ବୟସରୁ ଆରମ୍ଭ କରିଥିଲେ , କିନ୍ତୁ ତାଙ୍କ ପୁଅ ନିଜ ବାପାଙ୍କ ରାସ୍ତାରେ କ୍ରିକେଟରେ ନିଜ ପରିଚୟ ପାଇ ବାକୁ ଚାହୁଁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ଖେଳ ନୁହେଁ ବରଂ ତାଙ୍କ ପ୍ରେମ ସଂମ୍ପର୍କ ବିଷୟରେ କହିବୁ । କହିଦେବୁ କି ଇଂଲଣ୍ତରେ ଜଣେ ମହିଳା କ୍ରିକେଟୟର ଯାହାଙ୍କ ନାଁ ଡେନିୟମ ବ୍ୟାସ ଅଟେ , ସେ ଏବେ ଅର୍ଜୁନଙ୍କ ଭଲ ବନ୍ଧୁ ହୋଇସାରିଛନ୍ତି , ଆପଣଙ୍କୁ କହିଦେବୁ କି କିଛି ବର୍ଷ ପୂର୍ବରୁ ସେ ବିରାଟଙ୍କୁ ବାହା ହେବାପାଇଁ ପୋଜ୍ ଦେଇଥିଲେ , ଏବେ ସେ ଅର୍ଜୁନଙ୍କ ସହ ଦେଖାଯାଉଛନ୍ତି ।

 

ଇଂଲଣ୍ତର ଏହି ସୁନ୍ଦରୀ ମହିଳା କ୍ରିକେଟିୟର ଓ ନିଜ ଓ ଅର୍ଜୁନଙ୍କ ମଧ୍ୟରେ ଏବେ ସଂମ୍ପର୍କ ଘନିଷ୍ଠ ହୋଇଯାଇଛି , କହିଦେବୁ କି ଏହି ମହିଳା କ୍ରିକେଟିୟର ପଡିଆରେ କିଛି କରିନଥିଲେ କିନ୍ତୁ ୨୦୧୪ ରେ ସେ ବିରାଟଙ୍କୁ ବିବାହ କରିବାପାଈଁ ପ୍ରପୋଜ କରିଥିଲେ , ତେବେ ସୋସିଆଲ୍ ମିଡିଆରେ ଏକ ଚର୍ଚ୍ଚା ହୋଇଥିଲା , ଓ ବିରାଟଙ୍କୁ ଟ୍ୱିଟରରେ  ବାହା ହେବାପାଇଁ ପ୍ରପୋଜ କରିଥିଲେ , ଏମିତିରେ ଅର୍ଜୁନ ଓ ଡେନିୟେଲ୍ ଙ୍କ ଘନିଷ୍ଠତା ଦେଖିକରି ଯିଏକି କହିବ ଏହା ପ୍ରେମ ସଂମ୍ପର୍କ ନୁହେଁ ତ ?

 

ଆପଣଙ୍କୁ କହିଦେବୁ କି କିଛି ସମୟ ପୁର୍ବରୁ ଡେନିଏଲ ଅର୍ଜୁନଙ୍କ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ କି ନିଜ ବନ୍ଧୁ ଲର୍ଡସର ପଡିଆରେ ଖେଳୁଥିଲେ , ଯାହାକୁ ଦେଖି ଭଲ ଲାଗୁଛି, ଓ ସେ ବଢିଆ ଖେଳୁଛି ମିନି ସଚିନ୍ , ଆପଣଙ୍କୁ କହିଦେବୁ କି ଦୁହେଁ ଭଲ ବନ୍ଧୁ ଅଟନ୍ତି , ଓ କହିଦେବୁ କି ଡେନିଏଲ ଅର୍ଜୁନଙ୍କ ଠାରୁ ବୟସରେ ବହୁତ ବଡ ବି ଅଟନ୍ତି , ଓ ଏମାନେ ଏକ ମ୍ୟାଚରେ ସାକ୍ଷାତ କରିଥିଲେ , ଅର୍ଜୁନ୍ ଇଂଲଣ୍ତରେ ବହୁତ ବର୍ଷ ହେଲା କ୍ରିକେଟର ପ୍ରାକ୍ଟିସ କରୁଛନ୍ତି , ଡାନିଏଲଙ୍କ ବୟସ ଆଜି ୨୬ ବର୍ଷ ହୋଇସାରିଛି , ଓ ଅର୍ଜୁନ ବି ୧୮ ବର୍ଷର ଅଟନ୍ତି ।

Leave a Reply

Your email address will not be published. Required fields are marked *