March 25, 2024

Odia Express

News For Public

ଯଦି ଆପଣଙ୍କ ପାଖରେ ଏହି ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ଅଛି , ତେବେ ଏହି ଖବରକୁ ପଢିଲେ ଆପଣ ଖୁସି ହୋଇଯିବେ , ଥରେ ନିଶ୍ଚିତ ପଢିନିଅନ୍ତୁ…

ଆଜି କାଲିର ସମୟରେ ସମସ୍ତଙ୍କ ମନ ଧନୀ ହେବାର ଇଚ୍ଛା ହୋଇଥାଏ , କାରଣ ସବୁ ବ୍ୟକ୍ତି ଏପରି ଚାହିଁଥାଏ କି ତାର ପରିବାର ଖୁସିରେ ରହୁ , ଏଥିପାଇଁ ସେ ପଇସାର ଆବଶ୍ୟକତା କରିଥାଏ , ଓ ଏହି କଥା ସତ ଅଟେ କି ପଇସା କମାଇବାପାଇଁ ସେ ଦିନ ରାତି କଠିନ ପରିଶ୍ରମ ବି କରିଥାଏ , କିନ୍ତୁ ବହୁତଥର ଏହା ପରେ ମଧ୍ୟ ତାର ପରିଶ୍ରମ ଅନୁସାରେ ଧନ ମିଳିପାରେ ନାହିଁ , ଯାହାର କାରଣରୁ ଲୋକେ ଚିନ୍ତାରେ ରୁହନ୍ତି , ଓ ଧନର ପ୍ରାପ୍ତି ନ ହେବା କାରଣରୁ ଲୋକେ ନିଜ ସ୍ୱପ୍ନକୁ ଅଧୁରା ରହିଯାଆନ୍ତି  ।ସେମିତି ଆପଣଙ୍କୁ କହିବାକୁ ଗଲେ ଆଜିର ଜମାନାରେ ପଇସା କମାଇବାକୁ ଗଲେ ନାନା ପ୍ରକାରର ଉପାୟ କରିଥାନ୍ତି , ବହୁତଥର ପଇସାର ଭୁଲ୍ ବାଟରେ ଯାଇ କରି ବାଟ ବଣା ବି ହୋଇଥାନ୍ତି , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ଆପଣଙ୍କ ସ୍ୱପ୍ନକୁ ପୁରା କରିପାରିବ ,

 

ଏଥିପାଇଁ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ ନାହିଁ , ଆଜି ଆମେ କିଛି ବିଶେଷ ମୁଦ୍ରା ବିଷୟରେ କହିବାକୁ ଯାଉଛୁ , ଯଦି ଆପଣଙ୍କ ପାଖରେ ସେହି ପଇସା ଅଛି , ତେବେ ଆପଣ ବହୁତ ସାରା ପଇସା କମାଇପାରିବେ । ହଁ ଆଜ୍ଞା ଆପଣଙ୍କୁ କହିଦେବୁ କି ଆପଣଙ୍କ ପାଖରେ ଯଦି ମା ବୈଷ୍ଣୋଦେବୀଙ୍କ କିଛି ମୁଦ୍ରା ଅଛି ତେବେ ସେହି ମୁଦ୍ରାରେ ୨୦୦୨ ମସିହା ମୁଦ୍ରିତ ହୋଇଛି , ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି , ହଁ ଆଜ୍ଞା ଆମେ ଏଥିପାଇଁ କହୁଛୁ କାରଣ ମାତାରାଣୀଙ୍କ ଏହି ମୁଦ୍ରା ବହୁତ ଅଧିକା ଦାମ୍ ଅଟେ , ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଭାରତ ସରକାର ୨୦୦୨ ରେ ଏହି ପଇସାକୁ ଲୋକଙ୍କ ମଧ୍ୟରେ ଜାରି କରିଥିଲେ , ଓ ଏହି ମୁଦ୍ରାର ପଛରେ ମା ବୈଷ୍ଣୌଦେବୀଙ୍କ ଫଟୋ ଲଗାଇଥିଲେ ।

 

ଆପଣ ଧ୍ୟାନ ଦେଇଥିବେ କି ମା ବୈଷ୍ଣୌଦେବୀଙ୍କ ଫଟୋ ଥିବାରୁ ଏହି ମୁଦ୍ରା ଲୋକଙ୍କ ମଧ୍ୟରେ ଅଧିକା ଶୁଭ ବୋଲି ଜଣାଯାଉଥିଲା , ଶୁଭ ହେବା କାରଣରୁ ଲୋକେ ଆଜିର ସମୟରେ ସବୁ ବ୍ୟକ୍ତି ନିଜ ପାଖରେ ଏହି ପଇସା ରଖିବାର ଇଚ୍ଛା ପ୍ରକାଶ କରୁଥିଲେ , ଏହି ପଇସା ପାଇବାର ଇଚ୍ଛା କାରଣରୁ ଆଜିର ସମୟରେ ଲୋକେ ଏହି ମୁଦ୍ରାର ଖୋଲା ଭାବରେ ଦାମ୍ ଦେବାକୁ ପ୍ରସ୍ତୁତ ଅଛନ୍ତି , ଏବେ କଥା ହେବା କି ଯଦି ଆପଣଙ୍କ ମନ ହେଉଥିବ କି ମାତାରାଣୀଙ୍କ ଛବି ଥିବା ଏହି ପଇସାର ଦାମ୍ କେତେ ହୋଇଥିବ , ତେବେ ଆପଣଙ୍କୁ କହିଦେବୁ କି ଏହାର ଦାମ୍ ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ ।

 

ଯଦି ଆପଣଙ୍କ ପାଖରେ ଏହି ମୁଦ୍ରା ଅଛି ତେବେ ତାହା ଆପଣ ଅନ୍ ଲାଇନ୍ ୱେବସାଇଟ୍ ମାଧ୍ୟମରେ ଯାଇ ବିକ୍ରି କରିପାରିବେ , ଆପଣଙ୍କୁ କହିଦେବୁ କି ଆଜିର ସମୟର ପୂର୍ବରୁ ଏହି ମୁଦ୍ରା ୭୦ ଲକ୍ଷ ରେ ଗୋଟେ ବ୍ୟକ୍ତି ବିକ୍ରି କରିଥିଲା ଯାହା ଶୁଣିକରି ଆପଣଙ୍କୁ କେବେ ବି ବିଶ୍ୱାସ ହେବ ନାହିଁ , କିନ୍ତୁ ଏହା ସତ ଅଟେ ,  ଆପଣ ଚାହିଁଲେ ଏଥିରୁ ଲକ୍ଷାଧିକ ଟଙ୍କା କମାଇପାରିବେ , ଯଦି ଆପଣଙ୍କ ପାଖରେ ଏହି ମୁଦ୍ରା ଅଛି , ତେବେ ଆପଣଙ୍କ ଭାଗ୍ୟ ଖୋଲିଯିବ ।

Leave a Reply

Your email address will not be published. Required fields are marked *