April 16, 2024

Odia Express

News For Public

ନେହା କକ୍କର୍ ଛୋଟ ଡ୍ରେସ୍ ବାଲା ଫଟୋ ପୋଷ୍ଟ କଲେ – ଲୋକେ କହିଲେ ଏତେ ସୁନ୍ଦର ଦିଶୁଚ ଯେ ମନ ହୋଉଛି …

ବଲିଉଡ୍ ଦୁନିଆଁରେ ଯୁବା ଗାୟିକା ନେହା କକ୍କର ବହୁତ ସାରା ଲୋକଙ୍କର ଫେବରାଇଟ୍ ସିଙ୍ଗର୍ ଅଟନ୍ତି । ନେହା ବହୁତ କମ୍ ସମୟରେ ଇଣ୍ତଷ୍ଟ୍ରିରେ ଢେରସାରା ନାଁ କମାଇଛନ୍ତି । ନେହା ଆଜି ଯେଉଁ ଗୀତ ଗାଉଛନ୍ତି ତାହା ହିଟ୍ ହୋଇଯାଏ । ତାଙ୍କର ସବୁ ଗୀତ ଶ୍ରୋତାଙ୍କ ମୁହଁରେ ଥାଏ । ସେ କାମ ବି ଏତେ ଅଧିକା କରନ୍ତି ସବୁ ଦ୍ୱିତୀୟ ଓ ତୃତୀୟ ଫିଲ୍ମରେ ତାଙ୍କ ଗାଇଥିବା ଗୀତ ଆସିଯାଏ , ତାପରେ ସୋସିଆଲ୍ ମିଡିଆରେ ତାଙ୍କର କଥା ଆସିଲେ ବହୁତ ଚର୍ଚ୍ଚା ହୁଏ , ନେହା ଗୀତ ଗାଇବା ଛଡା ନିଜର କ୍ୟୁଟ୍ ଫଟୋ ଗୁଡିକ ଇଣ୍ଟରନେଟ୍ ରେ ଭାଇରାଲ୍ ହେଉଛି, ସେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତି , ତାଙ୍କ ଫ୍ୟାନ୍ସଙ୍କୁ ନେହାଙ୍କ ସହ ଯୋଡିହୋଇଥିବା ବ୍ୟକ୍ତିଗତ ତଥ୍ୟ ସବୁ ଅପଡେଟ୍ସ ମିଳିଯାଏ , ନେହା ତାଙ୍କ ଜୀବନରେ ଘଟୁଥିବା ସବୁ ଘଟଣାକୁ ସୋସିଆଲ୍ ମିଡିଆରେ ନିଜ ପ୍ରସଂଶକକୁ ଶେୟାର୍ କରନ୍ତି ।

 

ନେହା ଏବେ ଦୁଇଟି ଗୀତ ଗାଇଥିଲେ ଓ ତାହା ସେଥିରେ ସରି ସଙ୍ଗ୍ ଓ ସାକିନାକା ଗୀତ ମଧ୍ୟଥିଲା । ଏହା ଦୁହେଁ ହିଟ୍ ହେଲା ,ଓ ଗୀତକୁ ଶ୍ରୋତା ପସନ୍ଦ କରିଥିବାରୁ ସେ ଧନ୍ୟବାଦ ବି କହିଥିଲେ , କିଛି ଦିନ ପୂର୍ବରୁ ସେ ହିମାଂଶୁ କୋହଲିଙ୍କ ସହ ବ୍ରେକ୍ ଅଫ୍ ହୋଇଥିଲା,  ଯାହାକି ସେ ସୋସିଆଲ୍ ମିଡିଆର ମାଧ୍ୟମରେ ନିଜର ଦୁଃଖ ଭରା କଥା ସେୟାର୍ କରିଥିଲେ,  ତାଙ୍କର ଏହି ପୋଷ୍ଟ ବହୁତ ଭାଇରାଲ୍ ବି ହୋଇଥିଲା , ସେ ଏବେ ସୋସିଆଲ୍ ମିଡିଆରେ ଏକ ସ୍କର୍ଟ ପିନ୍ଧା ଫଟୋ ସେୟାର୍ କରିଛନ୍ତି , ଯେଉଁଥିରେ ସେ ବହୁତ କ୍ୟୁଟ୍ ଲାଗୁଛନ୍ତି , ତାଙ୍କର ଏହି କ୍ୟୁଟ୍ ନେସ୍ ପାଇଁ ସେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି । ସେ ଏହି ଫଟୋରେ ଗୋଲାପି କଲର ବାଲା ବ୍ଲାକ୍ ସ୍କର୍ଟ ପିନ୍ଧିଥିଲେ,  ଏହି ଫଟୋ ସେ ଲଣ୍ତନରେ ଉଠାଇଥିଲେ ।

 

ଏହି ଫଟୋକୁ ସେୟାର୍ କରି ଜଣେ ନେହା ଲେଖିଥିଲେ କି ମୋର ଦୁଇଟି ଲାଟେଷ୍ଟ ଗୀତ ସରି ଗୀତ ଓ ସାକି ସାକି କୁ ପସନ୍ଦ କରିଥିବା ପାଇଁ ବହୁତ ବହୁତ ଧନ୍ୟବାଦ , ମୋତେ ଆପଣଙ୍କ ସମସ୍ତଙ୍କ ଭଲ ପାଇବା ଅଛି, ମୁଁ ସମସ୍ତଙ୍କୁ ହୃଦୟ ଭରା ଭଲ ପାଇବା ଦେଉଛି ।

 

ନେହାଙ୍କ ଏହି ଫଟୋ ତାଙ୍କର ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି , ଏବେ ପର୍ଯ୍ୟନ୍ତ ତାହା ୧୨ ଲକ୍ଷରୁ ଅଧିକା ଲାଇକ୍ ମିଳିସାରିଛି, କମେଣ୍ଟର କଥା କହିଲେ ନେହାଙ୍କ ପ୍ରଶଂସା ବହୁତ ହେଉଛି , ଜଣେ ୟୁଜର୍ ଲେଖିଥିଲେ କି ବହୁତ ହିଁ ସୁନ୍ଦର ଲାଗୁଛନ୍ତି , ଓ ଆଉଜଣେ ୟୁଜର୍ ଲେଖିଲେ କି ଓଃ ଭଗବାନ ! ଆପଣ ଏତେ କ୍ୟୁଟ୍ କିପରି ହୋଇପାରିଲ ? ଏହା ଛଦା ବହୁତ ଲୋକେ ଏପରି ଭଲ ଭଲ କମେଣ୍ଟ ବି କରିଛନିତ୍ , ଅଧିକାଂଶ ଫ୍ୟାନ୍ସଙ୍କ କହିବା କଥା କି ନେହା ବହୁତ କ୍ୟୁଟ୍ ଲାଗୁଛ ,ଓ ତାହା ତୁମେ ପାଇବାକୁ ଯୋଗ୍ୟ , ଜଣେ ୟୁଜର୍ ଲେଖିଥିଲେ କି ତୁମେ ଏତେ କ୍ୟୁଟ୍ ଲାଗୁଛ କି ତୁମର ଦୁଇଟି ଗାଲକୁ ଟାଣିଦେବି  ।

 

 

Leave a Reply

Your email address will not be published. Required fields are marked *