March 17, 2024

Odia Express

News For Public

ଏମାନେ ହେଲେ ସାଉଥ୍ ର ୧୦ ଜଣ ଧନୀ ଅଭିନେତ୍ରୀମାନେ , ନମ୍ବର ୫ ଙ୍କ ସଂମ୍ପତ୍ତି ଅଟେ ଏତେ କି ଆପଣ ଚକିତ ହୋଇଯିବେ – ସିନେମା ବ୍ୟତୀତ ଏଭଳି ପଇସା କମେଇଥାନ୍ତି

ବଲିଉଡ୍ ଜଗତ ପରି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜଣଙ୍କ ପରେ ଜଣେ ସୁନ୍ଦର ଅଭିନେତ୍ରୀମାନେ ଅଛନ୍ତି , ଆଜି ସେମାନେ ଲକ୍ଷାଧିକା ହୃଦୟରେ ରାଜ୍ କରିଛନ୍ତି , କହିଦେବୁ କି ଏହି ଅଭିନେତ୍ରୀମାନେ ଫିଲ୍ମ ବଲିଉଡ୍ ଫିଲ୍ମ ଜଗତରେ ଅଭିନେତ୍ରୀଙ୍କ ପରି ହୋଇଥାନ୍ତି , ଆଜି ସାଉଥ୍ ର ଅଭିନେତ୍ରୀମାନେ କୋଟିଏ ସଂମ୍ପତ୍ତିର ମାଲିକାଣୀ ହୋଇଛନ୍ତି , ଆଜି ଆମେ ଆପଣଙ୍କୁ ସାଉଥ୍ ର କିଛି ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯିଏକି ଆଜି କୋଟିଏ ଉପରେ ସଂମ୍ପତ୍ତିର ମାଲିକାଣୀ ହୋଇଛନ୍ତି ।

୧) ତୃଷା କୃଷ୍ଣନ : ଆପଣଙ୍କୁ କହିଦେବୁ କି ଅଭିନେତ୍ରୀ ତୃଷା କୃଷ୍ଣନ ଗତ ୨୦ ବର୍ଷ ହେଲା ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ କରୁଛନ୍ତି , ତାଙ୍କ ପାଖରେ ପ୍ରାୟ ୪ ମିଲିୟନ୍ ଡଲାର୍ ମାନେ ୨୮ କୋଟି ପାଖାପାଖି ସଂମ୍ପତ୍ତି ଅଛି ।

୨) କାଜଲ୍ ଅଗ୍ରୱାଲ୍ : ସାଉଥ୍ ଫିଲ୍ମରେ ଜଣାଶୁଣା ଅଭିନେତ୍ରୀ କାଜୋଲ୍ ଅଗ୍ରୱାଲ୍ ବହୁତ ବର୍ଷ ହେଲା ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ କରୁଛନ୍ତି , ସେ ଏବେ ପର୍ଯ୍ୟନ୍ତ ୫ ମିଲିୟନ୍ ଡଲାର୍ ମାନେ ୩୫ କୋଟି ଟଙ୍କାର ସଂମ୍ପତ୍ତି ରଖିଛନ୍ତି ।

୩) ତାପସୀ ପନ୍ନୁ : ତାମିଲ୍, ତେଲେଗୁ, କନ୍ନଡ ଓ ବଲିଉଡ୍ ରେ କାମ କରିଥିବା ଅଭିନେତ୍ରୀ ତାପସୀ ପନ୍ନୁ ଭାରତୀୟ ସିନେମାରେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି , କହିଦେବୁ କି ତାଙ୍କ ପାଖରେ ୬ ମିଲିୟନ୍ ଡଲାର୍ ମାନେ ୪୨ କୋଟିର ସଂମ୍ପତ୍ତି ଅଛି ।

୪) ସ୍ମୃତି ହାସନ : ସାଉଥ୍ ସୁପରଷ୍ଟାର୍ ଅଭିନେତା କମଳ ହାସନଙ୍କ ଝିଅ ଗତ ୯ ବର୍ଷ ହେଲା ଫିଲ୍ମ ଇଣ୍ତଷ୍ଟ୍ରିରେ କାମ କରୁଛନ୍ତି , ୩୩ ବର୍ଷୀୟ ଅଭିନେତ୍ରୀ ସ୍ମୃତି ହାସନଙ୍କ ପାଖରେ ୬ ମିଲିୟନ୍ ମାନେ ୪୨ କୋଟି ଟଙ୍କାର ସଂମ୍ପତ୍ତି ଅଛି ।

୫) ଅନୁଷ୍କା ସେଟ୍ଟି : ସାଉଥ୍ ଫିଲ୍ମରେ ସବୁଠାରୁ ଧନୀକ ଅଭିନେତ୍ରୀ ଭାବେ ଜଣାଶୁଣା ଅନୁଷ୍କା ସେଟ୍ଟି ଓ ତାଙ୍କର ସଂମ୍ପତ୍ତି ଆଶ୍ଚର୍ଯ୍ୟଜନକ ଅଟେ , ସେ ଏବେ ପର୍ଯ୍ୟନ୍ତ ୧୪ ବର୍ଷର ଫିଲ୍ମ କ୍ୟାରିୟର୍ରେ ୨୨ ମିଲିୟନ୍ ଡଲାର୍ ମାନେ ୧୪୨ କୋଟି ସଂମ୍ପତ୍ତିର ମାଲିକାଣି ଅଟନ୍ତି ।

୬) ଆମି ଜ୍ୟାକ୍ସନ୍ : କିଛି ସମୟ ପୂର୍ବରୁ ସାଉଥ୍ ସୁପର ଷ୍ଟାର୍ ରଜନୀକାନ୍ତଙ୍କ ସହ ଓ ଅକ୍ଷୟ କୁମାରଙ୍କ ସହ ରୋବୋଟ୍ ୨,୦ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଆମି ଜ୍ୟାକ୍ସନ୍ ବଲିଉଡ୍ ରେ ବି କାମ କରିଛନ୍ତି , କହିଦେବୁ କି ସେ ଏବେ ପର୍ଯ୍ୟନ୍ତ ୩ ମିଲିୟନ୍ ଡଲାର୍ ମାନେ ୨୧ କୋଟି ଟଙ୍କାର ସଂମ୍ପତ୍ତିର ମାଲିକାଣୀ ହୋଇଛନ୍ତି ।

୭) ସମଥା : ସାଉଥ୍ ଫିଲ୍ମ ଜଗତର ସୁନ୍ଦର ଅଭିନେତ୍ରୀ ସମଥା ବହୁତ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ଗତ ୯ ବର୍ଷରେ ସେ ସାଉଥ୍ ଫିଲ୍ମ ଜଗତରେ କାମ କରିଆସୁଛନ୍ତି , କହିଦେବୁ କି ସେ ଏବେ ପର୍ଯ୍ୟନ୍ତ ୧୧ ମିଲିୟନ୍ ଡଲାର୍ ମାନେ ୭୮ କୋଟି ଟଙ୍କାର ସଂମ୍ପତ୍ତିର ମାଲିକାଣୀ ଅଛନ୍ତି ।

୮) ରକୁଲ୍ ପ୍ରୀତ୍ ସିଂ : ଏବେ ଫିଲ୍ମ ଦେ ଦେ ପ୍ୟାର୍ ଦେ ରେ ନଜର ଆସିଥିବା ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂ ୨୦୦୯ ରେ କନ୍ନଡ ଫିଲ୍ମ ଗିଲ୍ଲୀରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ , କହିଦେବୁ କି ରକୁଲ୍ ପ୍ରୀତ୍ ସିଂ ବଲିଉଡ୍ ରେ ବି କାମ କରିସାରିଛନ୍ତି , ଏବେ ତାଙ୍କର ସମୁଦାୟ ସଂମ୍ପତ୍ତି ୫ ମିଲିୟନ୍ ଡଲାର୍ ମାନେ ୩୫ କୋଟି ଅଛି ।

୯) ନୟନତାରା : ସାଉଥ୍ ର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ୩୪ ବର୍ଷୀୟ ଅଭିନେତ୍ରୀ ନୟନତାରା ସାଉଥ୍ ଫିଲ୍ମ ଜଗତରେ ୧୬ ବର୍ଷ ହେଲା କାମ କରିଆସୁଛନ୍ତି , କହିଦେବୁ କି ସେ ଏବେ ପର୍ଯ୍ୟନ୍ତ ୧୦,୫ ମିଲିୟନ୍ ଡଲାର୍ ମାନେ ୭୪ କୋଟି ଟଙ୍କା କମାଇଛନ୍ତି ।

୧୦) ତମନ୍ନା ଭାଟ୍ଟିଆ : ବଲିଉଡ୍ ରେ ବହୁତ ସାରା ଫିଲ୍ମରେ କାମ କରିଥିବା ଲୋକପ୍ରୀୟ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଗତ ୧୪ ବର୍ଷ ହେଲା ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ କରୁଛନ୍ତି , ସେ ଏବେ ପର୍ଯ୍ୟନ୍ତ ୧୫ ମିଲିୟନ୍ ଡଲାର୍ ମାନେ ୧୦୬ କୋଟି ସଂମ୍ପତ୍ତିର ମାଲିକାଣୀ ହୋଇଛନ୍ତି ।

 

Leave a Reply

Your email address will not be published. Required fields are marked *