March 19, 2024

Odia Express

News For Public

ମୋହାବତେଁ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ବର୍ତମାନ ଏଭଳି ଦେଖାଯାଉଛନ୍ତି, ଦେଖିବାପରେ ଚିହ୍ନିପାରିବା ମୁସକିଲ୍ ହୋଇପାରେ..

ବଲିଉଡ୍ ଦୁନିଆଁ ବହୁତ ଚମକ ଧମକ ଦୁନିଆଁରେ ଭରପୁର ଅଟେ , ଏଠାରେ କେବେ କିଏ କଳାକାର ହୋଇଯାଏ ତାହା କେହି ବି ଜାଣିପାରନ୍ତି ନାହିଁ , ଆପଣଙ୍କୁ ମନେ ଥିବ କିଛି ଏମିତି କଳାକାର ଯିଏକି ଗୋଟେ ଜମାନାରେ ରାତାରାତି ନାଁ କମାଇ ସାରିଛନ୍ତି , କିନ୍ତୁ ଏବେ ସେ କେଉଁଠି ଅଛନ୍ତି , କଣ କରୁଛନ୍ତି କାହାକୁ ବି ଜଣାନାହିଁ , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯିଏ କି ବହୁତ ଲୋକପ୍ରିୟ ଅଭିନେତ୍ରୀ ତାଙ୍କ ଜମାନାରେ ଥିଲେ , ବୋଧେ ସେ ଏବେ କେଉଁଠି ଅଛନ୍ତି କିଏ ବି ଜାଣିନାହାନ୍ତି । ସେମିତି କି ଆମେ ସମସ୍ତେ ଜାଣିଛେ କି ଫିଲ୍ମରେ କାମ କରିବାପାଇଁ ବଲିଉଡ୍ ଅଭିନେତ୍ରୀମାନେ ନିଜର ଫିଟନେସ୍ ଉପରେ ଅଧିକା ଧ୍ୟାନ ଦେଇଥାନ୍ତି , ଓ ପରଫେକ୍ଟ ଅଭିନେତ୍ରୀ ହେବାପାଇଁ ତାଙ୍କର ଓଜନ ଓ ଫିଗରକୁ ମେଣ୍ଟେଣ୍ଟ କରିଥାନ୍ତି

 

କିନ୍ତୁ ବହୁତଥର ଏପରି ଦେଖାଯାଏ କି ଯେଉଁ ଅଭିନେତ୍ରୀମାନେ ଫିଲ୍ମର ଦୁନିଆଁରୁ ଦୁରେଇଯାଆନ୍ତି , ସେ ବହୁତଥର ନିଜର ଫିଟନେସ୍ କୁ ଧ୍ୟାନ ଦେବାରେ ବନ୍ଦ କରିଦିଅନ୍ତୁ , ଆଜି ଆମେ ଆପଣଙ୍କୁ ସେହି ପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯିଏ କିଛି ଏପରି ହିଁ ଅଟନ୍ତି , କହିଦେବୁ କି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରୁଛୁ ସିଏ ହେଲେ ବଲିଉଡ୍ ର ଲୋକପ୍ରିୟତା ହାସିଲ୍ କରିଥିବା ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନୀ ଯିଏକି ଅଭିନେତ୍ରୀ ହିସାବରେ ବହୁତ ଫିଟ୍ ଓ ସୁନ୍ଦର ଥିଲେ , କିନ୍ତୁ ଏବେ ବହୁତ ବଦଳିସାରିଛନ୍ତି , କହିଦେବୁ କି ପ୍ରୀତି ଝାଙ୍ଗିଆଣୀ ଓ ଗୋବିନ୍ଦ ଝାଙ୍ଗିଆଣି ଏବଂ ମନିଆ ଝାଙ୍ଗିଆଣୀଙ୍କ ଝିଅ ଅଟନ୍ତି ।

 

କହିଦେବୁ କି ସାହାରୁଖ ଖାଁଙ୍କ ଫିଲ୍ମ ମୋହାବତେଁରେ ସେ ନଜର ଆସିସାରିଛନିତ୍ , ବଲିଉଡ୍ ରେ ପ୍ରୀତି ପ୍ରଥମ ଫିଲ୍ମ ମୋହାବତେଁ ୨୦୦୦ ରେ ରିଲିଜ୍ ହୋଇଥିଲା , ଓ ଯାହା ବହୁତ ହିଟ୍ ହିଁ ହୋଇଥିଲା , ଏହି ଫିଲ୍ମ ରେ ଅମିତାଭ ବଚ୍ଚନ, ସାହାରୁଖ ଖାନ୍ , ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବି ଥିଲେ , ଏହି ଫିଲ୍ମ ବହୁତ ହିଟ୍ ହୋଇଥିଲା , ଓ ପ୍ରୀତି ବଲିଉଡ୍ ରେ ନିଜ କ୍ୟାରିୟର ଏହି ଫିଲ୍ମରୁ ଆରମ୍ଭ କରିଥିଲେ,  ଏହାପରେ ପ୍ରୀତି ଝାଙ୍ଗିଆଣି କମେଡି ଫିଲ୍ମ ଆୱାରା ପାଗଲ୍ ଦିୱାନାରେ ଅଭିନୟ କରିଥିଲେ ।

 

ପ୍ରୀତି ଝାଙ୍ଗିଆଣି ୧୯୯୬ ରେ ଅଲତାଫ ରାଜାଙ୍କ ପ୍ରଥମ ଆଲବମ୍ “ତୁମ ତୋ ଠେହେରେ ପରଦେଶୀ”ରେ ଗୀତ ଶରାବୀରେ ନଜର ଆସିଥିଲେ , ପ୍ରୀତି ଝାଙ୍ଗିଆଣୀ ଥମଡୁ ଓ ମଜହବିଲୁ ୧୯୯୯ ରେ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି , ତାପରେ ସେ ଚାନ୍ଦ କେ ପାର୍ ଚଲୋ ୨୦୦୬ ବର୍ଷ , ସୁଖ୍ ୨୦୦୫ ବର୍ଷ , ଚାହତ୍ ଏକ୍ ନଶା ୨୦୦୫ ବର୍ଷ , ଚେହେରା ୨୦୦୫ ବର୍ଷ , ଏଲଓସି କାରଗିଲ୍ ୨୦୦୩ ବର୍ଷ ଅନର୍ଥ ୨୦୦୨ ବର୍ଷ ୱାହ୍ ତେରା କ୍ୟା କେହେନା ୨୦୦୨ ବର୍ଷ ଆୱାରା ପାଗଲ ଦିୱାନା ୨୦୦୨ ବର୍ଷ ଓ ମୋହାବତେଁ ୨୦୦୦ ବର୍ଷରେ ଫିଲ୍ମରେ କାମ କରିଥିଲେ ।

 

ଏବେ ପ୍ରୀତି ଫିଲ୍ମ ଜଗତରୁ ଦୂରେଇ ରହି ଗୃହସ୍ଥ ଜୀବନକୁ ଆପଣାଇନେଇଛନ୍ତି , ୨୩ ମାର୍ଚ୍ଚ ୨୦୦୮ କୁ ସେ ମଡେଲ୍ ପ୍ରବୀଣ ଡବାସଙ୍କ ସହ୍ ବାହାହୋଇଯାଇଥିଲେ , ପରେ ୧୧ ଅପ୍ରେଲ୍ ୨୦୧୧ କୁ ପ୍ରୀତି ପୁଅ ଜେବେସ୍ ଙ୍କ୍ ଜନ୍ମ ଦେଲେ , ଏହାପରେ ନିଜ ପରିବାର କାର୍ଯ୍ୟରେ ବ୍ୟସ୍ତ ରହିଗଲେ , ସେ ନିଜ ସବୁ ସମୟ ପୁଅ ଓ ପରିବାର ପଛରେ ଦେଉଛନ୍ତି , ଆଜି ଆମେ ଆପଣଙ୍କୁ ପ୍ରିତିଙ୍କ କିଛି ଫଟୋ ଦେଖାଉଛୁ , ଯାହାକୁ ଦେଖି ଆପଣ ଜାଣିପାରିବେ କି ପ୍ରୀତିଙ୍କ ଚେହେରା ଓ ଫିଗର୍ କେତେ ପରିମାଣରେ ବଦଳିଯାଈଛି ।

Leave a Reply

Your email address will not be published. Required fields are marked *