March 19, 2024

Odia Express

News For Public

ଶକ୍ତି କାପୁରଙ୍କୁ ମିଳିଗଲା ତାଙ୍କ ପସନ୍ଦର ଜ୍ୱାଇଁ – ଏହି ବ୍ୟକ୍ତି ସହ ବିବାହ କରିପାରନ୍ତି ଶ୍ରଦ୍ଧା କାପୁର ଜଲ୍ଦି ଦେଖି ନିୟନ୍ତୁ

1 min read

ବଲିଉଡ୍ ରେ ଆସିବା ଦିନରୁ ବହୁ ଖବର ସାମନାକୁ ଆସିଥାଏ , ଆଜି କାଲିର ଷ୍ଟାର୍ କିଡ୍ସ ଆସିବା ଦିନରୁ ଖବରରେ ରହୁଛନ୍ତି , ସେ ଯାହା କାରଣ ଥାଉ ନା କାହିଁକି ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି , ଆଜି ଆମେ ବଲିଉଡ୍ ର ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପିତା ଇଣ୍ତଷ୍ଟ୍ରିର ବଡ ଅଭିନେତା ବା ଖଳ ନାୟକ ଥିଲେ , ସେ ବି ଆଜି ତାଙ୍କ ବାପାଙ୍କ ଠାରୁ କିଛି କମ୍ ନୁହନ୍ତି , ତାଙ୍କର ଡେବ୍ୟୁ ଫିଲ୍ମରେ ସେ ହଇଚଇ ସୃଷ୍ଟି କରିଥିଲେ । ହଁ ଆଜ୍ଞା ଆମେ କଥା ହେଉଛୁ ଶ୍ରଦ୍ଧା କାପୁରଙ୍କ ବିଷୟରେ ଯିଏକି ବହୁତ କମ୍ ସମୟରେ ବଲିଉଡ୍ ରେ ବଡ ନାଁ କମେଇଛନ୍ତି , ଏହି କଥା ଆପଣ ସମସ୍ତେ ଜାଣିଛନ୍ତି କି ଶ୍ରଦ୍ଧା କାପୁର ନିଜ ଫିଲ୍ମ କ୍ୟାରିୟର୍ ଆଶିକି-୨ ରୁ ଆରମ୍ଭ କରିଥିଲେ , ଓ ସେହି ଫିଲ୍ମ ବହୁତ ସୁପରହିଟ୍ ହୋଇଥିଲା , ଏହି ସମୟରେ ବହୁତ କମ୍ ବଲିଉଡ୍ ଅଭିନେତା ବା ଅଭିନେତ୍ରୀ ଏହି ସଫଳତା ପାଇପାରନ୍ତି , ସେ ବଲିଉଡ୍ ରେ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି , ଏହା ସହ କହିଦେବୁ କି ତାଙ୍କ ବାପା ବଲିଉଡ୍ ର ଲୋକପ୍ରିୟ ଖଳନାୟକ ଜଣା ଯାଆନ୍ତି , ଓ ସେ ନିଜ ପିତାଙ୍କ ପରି ବଲିଉଡ୍ ରେ ନାଁ କରିବାକୁ ଚାହଁନ୍ତି

ଆମେ କହିପାରିବା କି ନାଁ ବି କମେଇ ସାରିଛନ୍ତି , ଆଜିର ସମୟରେ ଶ୍ରଦ୍ଧା କାପୁର କେଉଁ ପରିଚୟର ଆବଶ୍ୟକତା ନାହିଁ , କାରଣ ସେ ଏବେ ବଲିଉଡ୍ ର ଟପ୍ ଅଭିନେତ୍ରୀ ଭାବେ ଜଣା ଯାଆନ୍ତି , ଏହି କଥା ସତ ଯେ ଏହି ସ୍ଥାନ ପାଇବାପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା , ଓ ତା ସହ ଅଭିନୟ କରିବା ବି ଜରୁରୀ ହୋଇଥାଏ ।

ଏହି କଥା ସତ କି ଶ୍ରଦ୍ଧା କାପୁର ସୁନ୍ଦର ଅଭିନେତ୍ରୀ ସହ ବହୁତ ନିଖୁଣ ଅଭିନେତ୍ରୀ ବି ଅଟନ୍ତି , ଓ ସେ ଅଭିନୟ ସହ ଭଲ ଗୀତ ବି ଗାଇଥାନ୍ତି , ସେମିତି ଆମେ ଆପଣଙ୍କୁ କହିଦେବୁ କି ଅନ୍ୟ ଅଭିନେତ୍ରୀଙ୍କ ଭଳି ଶ୍ରଦ୍ଧା କାପୁର ନିଜ ପରସନାଲ୍ ଲାଇଫ୍ କୁ ନେଇ ବହୁତ ଚର୍ଚ୍ଚାରେ ଆସିଛନ୍ତି , ହଁ ଆଜ୍ଞା ଆମେ କହିଦେବୁ କି ଫରହାନ ଓ ଶ୍ରଦ୍ଧାଙ୍କ ସଂମ୍ପର୍କକୁ ନେଇ ସେ ବହୁତ ଚର୍ଚ୍ଚାରେ ଆସିଥିଲେ କିନ୍ତୁ ବେଶୀ ଦିନ ଏହି ସଂମ୍ପର୍କ ରହିପାରିଲା ନାହିଁ , ଫରହାନଙ୍କ ଠାରୁ ଅଲଗା ରହିବାପରେ ଶ୍ରଦ୍ଧା ଏକେଲା ଥିଲା , ଆଜି ସେ ଆଉ ଜଣଙ୍କୁ ଡେଟ୍ କରୁଛନ୍ତି ।

କୁହାଯାଉଛି କି ସେ କେଉଁ ଅଭିନେତା ନୁହନ୍ତି ବରଂ ଫଟୋଗ୍ରାଫର୍ ଅଟନ୍ତି ତାଙ୍କ ନାଁ ରୋହନ୍ ଶ୍ରେଷ୍ଠ ଅଟେ , ସେମିତି କହିଦେବୁ କି ରୋହନ୍ ଓ ଶ୍ରଦ୍ଧା ଛୁଆ ବେଳରୁ ଭଲ ବନ୍ଧୁ ଅଟନ୍ତି , ଖବରରୁ ଜଣାଯାଏ ଯେ ଦୁହେଁ ବହୁତ ସମୟ ଉଭୟଙ୍କ ମଧ୍ୟରେ ଅତିବାହିତ କରୁଛନ୍ତି , ଏବେ ଶ୍ରଦ୍ଧା ନିଜ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ଏକ ଫଟୋ ସେୟାର୍ କରିଥିଲେ , ଏହି ଫଟୋରେ ରୋହନ୍ ନିଜ ରିୟଲ୍ ଲାଇଫ୍ ପାର୍ଟନର୍ ସହ କମେଣ୍ଟ ବି କରିଛନ୍ତି , ରୋହନ୍ ଙ୍କ ବାପା ବଲିଉଡ୍ ର ଜଣାଶୁଣା ଫଟୋଗ୍ରାଫର୍ ଅଟନ୍ତି

Leave a Reply

Your email address will not be published. Required fields are marked *