୬ ବର୍ଷ ହେଲା ଯୁବରାଜଙ୍କ ଭଉଣୀସହ ପ୍ରେମ କରିବାପରେ ରୋହିତ୍ ଶର୍ମା କଲେ ବିବାହ , ଏମିତି ଆରମ୍ଭ ହୋଇଥିଲା ଲଭ୍ ଷ୍ଟୋରି

ଏହି ସମୟରେ ଭାରତ ଏସିଆ କପ୍ ଖେଳୁଅଛି ,ଯେଉଁଠି ଭାରତୀୟ ଟିମ୍ କୁ ମିଶାଇ ୬ ଜଣ ଟିମ୍ ଖେଳୁଛନ୍ତି , ଯେଉଁଥିରେ ଭାରତ, ଶ୍ରୀଲଙ୍କା, ପାକିସ୍ଥାନ, ବାଙ୍ଗଲାଦେଶ, ହଂକଂ, ଓ ଆଫଗାନିସ୍ଥାନ ଭାଗ ନେଇଛନ୍ତି । ଏହି ସମୟରେ ସୁପର ୪ ପାଇଁ ମୁକାବଲା ଚାଲୁଅଛି , ଓ ଯେଉଁଥିରେ ଭାରତ ପ୍ରଥମ ମୁକାବଲା ବାଙ୍ଗଳାଦେଶ ସହ ହୋଇଥିଲା , ଏଥିରେ ଭାରତୀୟ ଟିମ୍ ଜିତି ଥିଲା , କିନ୍ତୁ ଆଜି ଆମେ ରୋହିତ ଶର୍ମା ସ୍ତ୍ରୀ ରିତିକାଙ୍କ ବିଷୟରେ କିଛି କହିବାକୁ ଯାଉଛୁ

ଆପଣଙ୍କୁ କହିଦେବୁ କି ରିତିକା ୨୦୧୪ ର ବିଶ୍ୱକପ୍ ସମୟରେ ଅଧିକାଂଶ ସମୟରେ ଟିମ୍ ଇଣ୍ତିଆକୁ ଉତ୍ସାହିତ କରିବାକୁ ପହଞ୍ଚନ୍ତି । ରିତିକା ରୋହିତ ଶର୍ମାଙ୍କ ସହ ୨୦୦୯ ରୁ ଡେଟ୍ କରୁଥିଲେ । କିନ୍ତୁ ସେ ଦୁହେଁ ଦୁହିଁଙ୍କୁ ବାହାରେ ବୁଲିବାପାଇଁ ପସନ୍ଦ କରୁନଥିଲେ , ରୋହିତ ଶର୍ମା ବୋରି ବଲି ସ୍ପୋର୍ଟସ୍ କ୍ଲବ୍ ପଡିଆରେ ୨୮ ଅପ୍ରେଲ୍ ୨୦୧୫ କୁ ପ୍ରପୋଜ କରିଥିଲେ , ରୋହିତ ଏହି ମଇଦାନ ରେ ୧୧ ବର୍ଷ ବୟସରେ ନିଜ ପ୍ରଥମ କ୍ରିକେଟ୍ ଖେଳିଥିଲେ । ଓ ତାପରେ ରିତିକା ବାହାଘର ପାଇଁ ରାଜି ହୋଇଯାଇଥିଲେ ।

ବହୁତ କମ୍ ଲୋକ ଜାଣିଛନ୍ତି କି ରିତିକାଙ୍କ ବାହାଘର ପୂର୍ବରୁ ସ୍ପୋର୍ଟସ୍ ମ୍ୟାନେଜର୍ ଥିଲେ , ତାଙ୍କ ଲିଷ୍ଟରେ ଯୁବରାଜ ସିଂ ଓ ରୋହିତ ଶର୍ମା ଯେପରି ଷ୍ଟାର୍ କ୍ରିକେଟିୟର୍ ଆସୁଥିଲେ , ଯୁବରାଜ ସିଂ ଙ୍କ ସମ୍ପର୍କୀୟ ଭଉଣୀ ଅଟନ୍ତି ରୀତିକା । ଓ ରାକ୍ଷୀ ବାନ୍ଧୁଥିଲେ । ଏକ ବିଜ୍ଞାପନ ସୁଟିଂ ସମୟରେ ରୋହିତ ରିତିକାଙ୍କୁ ଭେଟି ଥିଲେ । କିନ୍ତୁ ସେହି ସମୟରେ ଯୁବରାଜ ରୋହିତଙ୍କୁ ଚେତାବନୀ ଦେଲେ କି ତାଙ୍କ ଠାରୁ ଦୁରେଇ ରୁହ , କାରଣ ସେ ମୋ ଭଉଣୀ ଅଟେ , କିନ୍ତୁ ଯୁବିଙ୍କ ଚେତାବନୀ ପରେ ମଧ୍ୟ ରୋହିତ ଓ ରିତିକାଙ୍କୁ ପଟେଇ ବାହାହୋଇଗଲେ<

Leave a Reply

Your email address will not be published. Required fields are marked *