April 19, 2024

Odia Express

News For Public

ମାଛ ଧରିବାକୁ ଯାଇଥିଲେ ଦୁଇ ଭାଇ , ଜାଲରେ ଫସିଗଲା ଏପରି ଏକ ଜିନିଷ ,ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା – ବଦଳି ଗଲା ତାଙ୍କର ଭାଗ୍ୟ – ପଢନ୍ତୁ ସମ୍ପୂର୍ଣ ଘଟଣା

କହନ୍ତି ନା ଭାଗ୍ୟ କେବେ କାହାର କବାଟ ଖଟ୍ ଖଟ୍ କରିବ ଏହା କେହି ଜାଣି ନଥାନ୍ତି । ଏଥିପାଇଁ ମଣିଷ ପରିଶ୍ରମ କରିବାକୁ କେବେ ପଛକୁ ଚାହେଁନି କାରଣ ଯେ କୌଣସି ମଣିଷକୁ କିଛି ବି ମିଳିପାରେ । କିଛି ଏପରି ହେଇଥିଲା ମୁମ୍ବାଇରେ ରହୁଥିବା ଦୁଇ ଭାଇଙ୍କ ସହ । ସେ ଯେତେବେଳେ ପ୍ରତିଦିନ ଭଳି ମାଛ ଧରିବାକୁ ସମୁଦ୍ର କୂଳକୁ ଯାଇଥିଲେ ତ ତାଙ୍କ ହାତରେ ଏକ ବଡ ମାଛ ପଡିଥିଲା । ଯାହାର ମୁଲ୍ୟ୍ ତାଙ୍କୁ ଜଣା ନଥିଲା । ଯେତେବେଳେ ଜଣା ପଡିଲା ସେତେବେଳେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେଇଗଲା । ସେ ଏହି ମାଛକୁ ଧରିବା ପରେ ଦୁଇ ଭାଇ ଲକ୍ଷପତି ହେଇଗଲେ । ଓ ଏବେ ସେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ।

ମୁମ୍ବାଇର ପାଲଘର ରେ ସବୁଦିନ ପରି ମହେଶ ଓ ତାଙ୍କ ଭାଇ ସମୁଦ୍ରକୂଳକୁ ମାଛ ଧରିବା ପାଇଁ ଯାଇଥିଲେ । ଯେତେବେଳେ ସେମାନେ ସମୁଦ୍ରକୁଳରେ ଜାଲ୍ ପକାଇଥିଲେ କିଛି ସମୟ ପାଇଁ କିଛି ହାତକୁ ଆସିନଥିଲା । କିନ୍ତୁ ଯେତେବେଳେ ତାଙ୍କ ଜାଲ ଅଚାନକ ଭାରି ହେଇଗଲା । ଓ ବହୁତ ଚେଷ୍ଟା କରି ଜାଲ ବାହାରକୁ ବାହାର କଲେ ତେବେ ତାଙ୍କ ଜାଲରେ ଏକ ବଡ ମାଛ ପଡିଥିବାର ଦେଖା ଗଲା । ଯେତେବେଳେ ଏହା ବିଷୟରେ ପଚାରାପୁଚୁରି ହେଲା ଜଣାପଡିଲା କି ଏହା କୌଣସି ସାଧାରଣ ମାଛ ନୁହେଁ ଏହା ଘୋଲ୍ ମାଛ ଅଟେ ଯାହାର ଓଜନ ପ୍ରାୟ ୩୦ କେଜି ଥିଲା ।

ସେ ବୁଝିଗଲେ ତେବେ ସେ ଯେତେବେଳେ ସେ ମାଛକୁ ନେଇ ମାଛ ମାର୍କେଟ ଗଲେ ସେଠାରେ ସେହି ମାଛର ପ୍ରକୃତ ମୁଲ୍ୟ ୫,୫ ଲକ୍ଷ କୁହାଗଲା । ଆପଣଙ୍କୁ କହିଦେଉଛୁ କି ଘୋଲ୍ ମାଛ ଔଷଧୀ ହିସାବରେ କାମ କରିଥାଏ । ଘୋଲ୍ ମାଛ ଉପଯୋଗୀ ଔଷଧ ବନାଇବା ପାଇଁ କାମରେ ଆସିଥାଏ । ଓ ତାଙ୍କର ସ୍କ୍ରିନ୍ ଉପର ଭାଗରେ ଉଚ୍ଚ ଗୁଣବର୍ତ୍ତା ବାଲା କୋଲେଜନ ମିଳିଥାଏ ।

୧) ଘୋଲ୍ ମାଛର ମହଜୁତ ଥିବା ଡିଏଚ୍ଏ ଓ ଇପିଏ ଛୁଆଙ୍କ ବିକାଶ ପାଇଁ ଫାଇଦା ଦେଇଥାଏ । ଯେଉଁ ଲୋକଙ୍କ ଉଚ୍ଚ ରକ୍ତଚାପ ଅଛି ସେମାନେ ଏହି ମାଛକୁ ଖାଦ୍ୟ ସହ ଖାଇଲେ ଲାଭ ମିଳିଥାଏ ।

୨) ଘୋଲ୍ ମାଛ ମହଜୁତ ଥିବା ଓମେଗା ୩ ଶିଶୁ ମସ୍ତିଷ୍କ ଉପରେ ପଜେଟିଭ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଶିଶୁର ଦିମାଗ ବିକଶିତ ହୋଇଥାଏ । ତାର ସ୍ମରଣ ଶକ୍ତି ବୃଦ୍ଧି ପାଏ । ଘୋଲ୍ ମାଛରେ ଥିବା ଓମେଗା ୩ ମସ୍ତିଷ୍କରେ କୋଷିକାର ବିକାଶରେ ଲାଭ ଦେଇଥାଏ ।

୩) ଯଦି ଆପଣ ଚାହନ୍ତି କି ଆପଣଙ୍କ ଚେହେରା ସବୁ ବେଳେ ଜବାନ ଓ ହେଲଦି ରହୁ । ତେବେ ଆପଣ ଘୋଲ୍ ମାଛକୁ ସେବନ କଲେ ଏହା କାର୍ଯ୍ୟକାରୀ ହୋଇଥାଏ । ଏହାଭିତରେ ଥିବା ଓମେଗା୩ ବୟସ ଚିହ୍ନକୁ ଦୁର କରିଥାଏ ।

୪) ଘୋଲ୍ ମାଛରେ ବହୁତ ଭିଟାମିନ୍ , ଖଣିଜ, ପ୍ରୋଟିନ୍ ମିଳିଥାଏ । ଯେଉଁ ତତ୍ତ୍ୱ୍ ଆଖିକୁ ପରିସ୍କାର ରଖିଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆଖି ଲମ୍ବା ବୟସ ପର୍ଯ୍ୟନ୍ତ ସୁସ୍ଥ ରହୁ ତେବେ ଏବେ ଠୁ ହିଁ ଏହି ମାଛ ସେବନ କରିବା ଆରମ୍ଭ କରିଦିଅନ୍ତୁ ।

୫) ଏହି ମାଛ ମଧ୍ୟରେ ମିଳୁଥିବା ଭିଟାମିନ୍ ଓ ପ୍ରୋଟିନ୍ ହୃଦୟ ପାଇଁ ଲାଭ ଦାୟକ ହୋଇଥାଏ । ଘୋଲ୍ ମାଛ ହୃଦୟକୁ ସୁସ୍ଥ ରଖିବା ସାହାର୍ଯ୍ୟ କରିଥାଏ । ସେଥିପାଇଁ ଲୋକେ ଏହି ମାଛ ଖାଉଛନ୍ତି

Leave a Reply

Your email address will not be published. Required fields are marked *