March 25, 2024

Odia Express

News For Public

ମହିଳାଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ ବିଷୟରେ ବହୁତ୍ କିଛି କହିଥାଏ ତାଙ୍କର ଦାନ୍ତ , ଆସନ୍ତୁ ଜାଣିବା ସେହି ବିଷୟରେ…

ଆଜି ଆମେ ମହିଳାଙ୍କ ବିଷୟରେ ନେଇକରି ଆସିଛୁ କହିଦେବୁ କି ମହିଳାଙ୍କ ସବୁ ଜିନିଷରେ ନିଜର କିଛି କିଛି ଖାସିୟତ୍ ଥାଏ , ଯାହାକି ତାଙ୍କର ଅଣ୍ଟା ହେଉ କିମ୍ବା ଦାନ୍ତ, କେଉଁ ମହିଳାଙ୍କ ଦାନ୍ତ ଦେଖିକରି ତାଙ୍କର ସଂବନ୍ଧ ବିଷୟରେ ଆକଳନ କରିପାରିବା , ଦାନ୍ତରୁ ଜଣା ପଡିଯିବ କି ସେ ସ୍ତ୍ରୀ କିପରି ଅଟେ , ଯଦି କେଉଁ ମହିଳା ରାତିରେ ଶୋଇବା ପୂର୍ବରୁ ଦାନ୍ତକୁ କଟମଟ କରେ ତେବେ ତାହା ଅଶୁଭ ହୋଇଥାଏ , ଏମିତି ମହିଳାଙ୍କର ପେଟ ସଂବନ୍ଧି ରୋଗ ହୋଇଥାଏ । କିନ୍ତୁ ଏମାନେ ସୁନ୍ଦର ଓ ସୁଶୀଳ ଛୁଆଙ୍କୁ ଜନ୍ମ ଦେଇଥାନ୍ତି ।

ଯେଉଁ ମହିଳାଙ୍କ ଦାନ୍ତରୁ ଦୁର୍ଗନ୍ଧ ଆସିଥାଏ , ସେମାନେ ଆଳସୀ ପ୍ରବୃତିର ହୋଇଥାନ୍ତି , ତଥା ଅନ୍ୟ କାମରେ ଦୁର୍ବଳତା ବାହାର କରିବାର ମାହିର୍ ହୋଇଥାନ୍ତି , ଯଦି କେଉଁ ମହିଳାଙ୍କ ଦାନ୍ତ ମୋତିରୁ ସାମାନ୍ୟ ଚିକଣିଆ ହୋଇଥାଏ , ସେମାନେ ସୁନ୍ଦରତା,ସୁଶୀଳ, ଗୁଣବାନ ଓ ଶିକ୍ଷାରେ ଅଧିକା ରୁଚି ରଖିଥାନ୍ତି , ଯେଉଁ ମହିଳାଙ୍କ ଦାନ୍ତ ବଡ ଥିବ , ସେମାନେ ଚାଲାକ୍, ବୁଦ୍ଧିମତି , କ୍ରୋଧୀ, ଝଗଡା କରୁଥିବା ମହିଳାଙ୍କ ପ୍ରବୃତିର ହୋଇଥାନିତ୍ , ସେମାନେ ନିଜ ସ୍ୱାମୀଙ୍କ ଉପରେ ଅଧିକାର ସାବସ୍ଥ୍ୟ କରିବାରେ ମାହିର୍ ହୋଇଥାନ୍ତି ,

ଯେଉଁ ମହିଳାଙ୍କ ଦାନ୍ତ ବହୁତ ଛୋଟ ଛୋଟ ହୋଇଥାଏ , ସେମାନେ ସୁନ୍ଦର , ବୁଦ୍ଧିମାନ, ଏବଂ ମଜାକିଆ ପ୍ରବୃତିର ହୋଇଥାନ୍ତି , ଯେଉଁ ମହିଳାଙ୍କ ଦାନ୍ତ ହଳଦିଆ ବର୍ଣ୍ଣ ହୋଇଥାଏ , ସେମାନେ ସନ୍ତାନ ସୁଖ ପ୍ରାପ୍ତି କରିବାର ସୁଖ ବହୁତ କମ୍ ଥାଏ । କିନ୍ତୁ ଏମିତି ମହିଳାଙ୍କ ସହ ସଂବନ୍ଧରେ ବହୁତ ଲାଭକାରୀ ହୋଇଥାଏ , ଯେଉଁ ମହିଳାଙ୍କ ଦାନ୍ତର ମଝିରେ ଗ୍ୟାପ୍ ଥାଏ , ସେମାନେ ପୁରୁଷଙ୍କ ସହ ସଂବନ୍ଧ ବନାଇବାରେ ମାହିର୍ ହୋଇଥାନ୍ତି , ସେମାନଙ୍କ ବାହାଘର ଉଚ୍ଚ ଘର ପରିବାର ସହ ହୋଇଥାଏ  ।

 

 

Leave a Reply

Your email address will not be published. Required fields are marked *