April 17, 2024

Odia Express

News For Public

୧୮ ଅଗଷ୍ଟ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ସୂର୍ଯ୍ୟଦେବ ଙ୍କ କୃପା ବରଷିବ ଏହି ୨ଟି ରାଶି ଉପରେ

1 min read

ମେଷ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ପରିଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ, ଅନ୍ୟଥା ଅସୁବିଧା ହୋଇପାରେ। ସ୍ଵାସ୍ଥ୍ୟ ଖରାପ ରହିବ, ଥଣ୍ଡା, କଫ, ଜ୍ୱରର ସମସ୍ୟା ହୋଇପାରେ। ନିରର୍ଥକ ଆର୍ଥିକ ଖର୍ଚ୍ଚରୁ ବଞ୍ଚନ୍ତୁ। ଯାତ୍ରା କିମ୍ବା ପର୍ଯ୍ୟଟନକୁ ଟାଳିବାକୁ ଚେଷ୍ଟାକଲେ ଭଲ ହେବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ : ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ଆପଣ ବିଜୟ ପ୍ରାପ୍ତ କରି ପାରିବେ। ମାନ-ସମ୍ମାନ ମିଳିବ। ମଧ୍ୟାହ୍ନ ପରେ ସ୍ଥିତି ଟିକେ ବଦଳିପାରେ। କାହା ସହିତ ଧନ ଦେଣ-ନେଣରେ ଦାୟିତ୍ୱହୀନତା କରନ୍ତୁ ନାହିଁ। ଛୋଟ ଯାତ୍ରା କରିପାରନ୍ତି।

ମିଥୁନ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ ହୋଇପାରେ। ଅଯଥା ଧନର ବ୍ୟୟ ନ ହେଉ, ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଭେଟ ହେବ ଏହାଦ୍ୱାରା ଆପଣ ପ୍ରସନ୍ନ ହେବେ। ଆର୍ଥିକ ଲାଭ ହେବ। ଭାଇ-ବନ୍ଧୁମାନଙ୍କ ସହିତ ପ୍ରେମ ବଢ଼ିବ। ଭାଗ୍ୟବୃଦ୍ଧିର ପ୍ରସଙ୍ଗ ବନିବ।

କର୍କଟ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି । ଦିନ ଆନନ୍ଦରେ କଟିବ। ଆଜିର ଦିନ ଶାରୀରିକ ଏବଂ ମାନସିକ ସୁଖ ଲାଭ ହେବ। ମିତ୍ରମାନଙ୍କସହିତ ଭେଟ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ଅଚାନକ ଧନ ଲାଭ ହୋଇପାରେ। ଭାଗ୍ୟ ଆପଣଙ୍କ ସାଥି ଦେବ। ମଧ୍ୟାହ୍ନ ପରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।

ସିଂହ : ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ | କାହାକୁ ଅର୍ଥର ଦେବା-ନେବାରେ ଦାୟିତ୍ୱହୀନତାରୁ ବଞ୍ଚନ୍ତୁ। ସ୍ଵାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ମଧ୍ୟାହ୍ନ ପରେ ସମୟ ଆପଣଙ୍କପାଇଁ ଅନୁକୂଳ ରହିବ। ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଆର୍ଥିକ ଲାଭ ହେବ। ମାନ-ସମ୍ମାନରେ ବୃଦ୍ଧି ହେବ। ପ୍ରମୋସନର ଯୋଗ ଅଛି।

କନ୍ୟା : ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଆଜି ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ସାଥିରେ କାମ କରିବା ଲୋକମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ମିତ୍ରବର୍ଗମାନଙ୍କ ପାଇଁ ଯାହା ଅର୍ଥ ବ୍ୟୟ ହେବ, ତାହା ଲାଭପ୍ରଦ ରହିବ। ଯାତ୍ରା କିମ୍ବା ପର୍ଯ୍ୟଟନ କରିପାରନ୍ତି। ମଧ୍ୟାହ୍ନ ପରେ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ରହିବ।

ତୁଳା : ଆଜି ଆପଣଙ୍କୁ ନିଜ ଘରେ ପୂର୍ଣ୍ଣ ଦିନ ବିତାଇଲେ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ । ତାଙ୍କ ଦ୍ୱାରା ମିଲିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଧାର୍ମିକ ଯାତ୍ରା କରିପାରନ୍ତି। ବିବିଧ କ୍ଷେତ୍ରରୁ ଲାଭ ହେବ। ଅଧିକାରୀମାନଙ୍କ ତରଫରୁ ପ୍ରୋତ୍ସାହନ ମିଳିପାରେ। ପ୍ରତିଷ୍ଠା ବଢ଼ିବ। ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ। ସ୍ଵାସ୍ଥ୍ୟରେ ଅନୁକୂଳତା ରହିବ।

ବିଚ୍ଛା : ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ ଯେ ଆପଣଙ୍କର ଘରୋଇ ଜୀବନଟି କେତେ ମହତ୍ତ୍ୱପୂର୍ଣ୍ଣ । ମନ୍ଦିର ଏବଂ ଧାର୍ମିକ ସ୍ଥଳକୁ ଆଜି ଯାଇପାରନ୍ତି। ବିବିଧ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି। ବିଦେଶ ଗମନ ପାଇଁ ପରିସ୍ଥିତି ଅନୁକୂଳ ହେବ। ଅଧିକାରୀମାନଙ୍କୁ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନତା ହେବ। କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ।

ଧନୁ : ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି । ଆଜି ଆରମ୍ଭ କରାଯାଇଥିବା ନୂଆ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ, କ୍ଷତି ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖପ୍ରଦ ରହିବ।

ମକର : ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । ମିତ୍ରମାନଙ୍କ ସହିତ ଦିନ ଆନନ୍ଦପୂର୍ବକ କଟିବ। ଭାଗିଦାରୀରେ ଲାଭ ହେବ। ବ୍ୟାପାର କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ। ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ। ନକାରାତ୍ମକ ବିଚାରକୁ ମନରେ ଆଣିବାକୁ ଦିଅନ୍ତୁ ନାହିଁ।

କୁମ୍ଭ : ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ । ଦିନ ସମ୍ପୂର୍ଣ୍ଣ ରୂପରେ ଶୁଭ ଫଳଦାୟୀ ହେବ। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଦିନ ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥ ରହିବେ। ସମ୍ପୂର୍ଣ୍ଣ ଦିନ ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ବ୍ୟସ୍ତ ରହିବେ। ଭାଇ-ବନ୍ଧୁମାନଙ୍କଠାରୁ ଲାଭ ମିଳିବ। ଆର୍ଥିକ ଲାଭର ଯୋଗ ଅଛି।

ମୀନ : ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । କୌଣସି କାରଣ ବଶତଃ ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ମଧ୍ୟାହ୍ନ ପରେ ଘରେ ଆନନ୍ଦ ଏବଂ ଶାନ୍ତିର ବାତାବରଣ ରହିବ। କାର୍ଯ୍ୟରେ ଯଶ ଏବଂ କୀର୍ତ୍ତି ମିଳିବ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ।

Leave a Reply

Your email address will not be published. Required fields are marked *