ସବୁଠୁ ବଡ ଦୁଃଖ ଖବର – ହଟାତ ମୃତ୍ୟୁ ହେଲା ବଲିଉଡ୍ ର ଲୋକପ୍ରିୟ ହିରୋଇନ ବିଦ୍ୟା… , ହସ୍ପିଟାଲ୍ ରେ ନେଲେ ଅନ୍ତିମ ନିଶ୍ୱାସ – କାନ୍ଦି କାନ୍ଦି ନୟାନ୍ତ ହେଲେ ଏହି ବଡ ହିରୋ ହେରୋଇନମାନେ..
ପ୍ରକୃତିର ଏକ କଠୋର ନିୟମ ଅଛି , ଏହି ଦୁନିଆଁରେ ଯିଏ ଆସେ ସିଏ ଦିନେ ନା ଦିନେ ନିଶ୍ଚିତ ଯିବାର ଅଛି , ସେ ଜଣେ ସାଧାରଣ ବ୍ୟକ୍ତି ହେଉ କିମ୍ବା କେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ୱ , ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡିଥାଏ , ବଡ ଦୁଃଖର କଥା ଏହି କି ଯେ ଏହି କଠୋର ସତ୍ୟତା କାରଣରୁ ଆମେ ବହୁତ ମହାନ୍ ଲୋକଙ୍କୁ ହରାଇ ବସୁ , ୧୫ ଅଗଷ୍ଟ ଦିନ ଯେବେ ଦେଶ ପୁରା ଦେଶରେ ରକ୍ଷାବନ୍ଧନ ଓ ସ୍ୱତନ୍ତ୍ରତା ଦିବସ ମନାଉଥିଲା ସେଠାରେ ଅନ୍ୟ ପଟେ ବଲିଉଡ୍ ର ବିଗତ ଜମାନାର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ପରଲୋକ ହୋଇଯାଇଥିଲା , ବିଦ୍ୟା ଜି ୭୧ ବର୍ଷ ବୟସରେ ଦୁନିଆଁ ଛାଡି ଚାଲିଗଲେ , ସୁଚନା ମୁତାବିକ ୧୫ ଅଗଷ୍ଟ ଦ୍ୱିପହରକୁ ୧୨ ଟା ବେଳେ ଆଖପାଖ ବିଦ୍ୟାଜୀ ମୁମ୍ବାଇର ଜୁହୁ ସ୍ଥିତ କ୍ରିକେଟିୟର ମେଡିକାଲ୍ ରେ ଅନ୍ତିମ ନିଶ୍ୱାସ ତ୍ୟାଗ କଲେ ।
ମିଡିଆ ରିପୋର୍ଟ୍ସ ଅନୁସାରେ ବିଦ୍ୟାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗତ କିଛି ଦିନ ହେଲା ଖରାପ ଚାଲୁଥିଲା , ତାଙ୍କର ଫୁସ୍ ଫୁସ୍ ରେ କିଛି ଅସୁବିଧା ପରିଲକ୍ଷିତ ହୋଇଥିଲା , ଏହା ଛଡା ତାଙ୍କୁ କାର୍ଡିଆକ୍ ଡିସଅର୍ଡର୍ ଥିଲା , ଏହି କଥାର ପତ୍ତା ତାଙ୍କୁ ତିନି ମାସ ପୂର୍ବରୁ ଏକ ଯାଞ୍ଚ ଦ୍ୱାରା ଜଣାପଡିଥିଲା, ଗତ ସପ୍ତାହରେ ତାଙ୍କର ଏପରି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା , ଏମିତିରେ ତାଙ୍କୁ ମେଡିକାଲ୍ ରେ ଭେଣ୍ଟିଲେଟରରେ ରଖାଯାଇଥିଲା , ମିଡିଆ ପୋର୍ଟାଲ୍ ସ୍ପର୍ଟବୟ ର ଏକ ରିପୋର୍ଟ ଅନୁସାରେ ଡାକ୍ତର ବିଦ୍ୟାଙ୍କର ଏଜିୟୋଗ୍ରାଫି କରାଇବାପାଇଁ କହିଥିଲେ , କିନ୍ତୁ ତାଙ୍କର ପରିବାର ଲୋକେ ଏହାକୁ ସମର୍ଥନ କରିନଥିଲେ ।
କହିଦେବୁ କି ବିଦ୍ୟା ସିହ୍ନା ନିଜ ଜମାନାରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଥିଲେ , ସେ ନିଜ ବଲିଉଡ୍ କ୍ୟାରିୟରରେ ଛୋଟି ସି ବାତ୍ , ରଜନୀଗନ୍ଧା , ପତି, ପତ୍ନୀ ଓ ୱୋ , ତୁମ୍ଭାରେ ଲିଏ , ମୁକ୍ତି , ଇନକାର୍ , ସ୍ୱୟଂବର, ମଗରୁର୍ , ଓ ସଫେଦ୍ ଝୁଟ୍ ପରି ଫିଲ୍ମରେ କାମ କରିଛନ୍ତି , ସୁନ୍ଦରତାର ସହ ତାଙ୍କ ଅଭିନୟର ବହୁତ ପ୍ରଶଂସା କରାଯାଉଛି , ସେମିତି ପ୍ରଫେସନାଲ୍ ଲାଇଫ୍ ସହ ପର୍ସନାଲ୍ ଲାଇଫ୍ କୁ ନେଇକରି ବହୁତ ଚର୍ଚ୍ଚାରେ ଅଛନ୍ତି , ସେ ୯ ଜାନୁୟାରୀକୁ ୨୦୦୯ ମସିହାରେ ନିଜ ଦ୍ୱିତୀୟ ସ୍ୱାମୀଙ୍କ ବିପକ୍ଷରେ ପୋଲିସ୍ ଏଫ୍ ଆଇ ଆର୍ ଦର୍ଜ କରାଇଥିଲେ , ସୁଚନା ମୁତାବିକ କହିଦେବୁ କି ବିଦ୍ୟା ସିହ୍ନା ତାଙ୍କର ଦ୍ୱିତୀୟ ସ୍ୱାମିଙ୍କ ନାଁ ଭିମରାଓ ସୋଲଙ୍କି ଅଟେ , ତାଙ୍କର ବିବାହ ୨୦୦୧ ରେ ହୋଇଥିଲା, ଯେବେ କି ଛାଡପତ୍ର ୨୦୦୯ ରେ ହେଲା , ତାଙ୍କର ପ୍ରଥମ ସ୍ୱାମୀଙ୍କ ନାଁ ଭେଙ୍କଟେଶ ଅୟର୍ ଅଟେ , ତାଙ୍କ ସହ ସେ ବିବାହ ୧୯୬୮ ରେ କରିଥିଲେ ,
ଓ ଛାଡପତ୍ର ୧୯୯୬ କୁ ହୋଇଥିଲା ।
ବିଦ୍ୟାଜୀଙ୍କ ନିଧନ ଖବର ଶୁଣି ବଲିଉଡ୍ ଓ ତାଙ୍କର ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ବାତାବରଣ ଦେଖାଦେଇଛି , ତାଙ୍କର ଅନ୍ତିମ ସଂସ୍କାର ବି ଟିଭି ଓ ଫିଲ୍ମରେ ବହୁତ ନାମିଦାମି ଚେହେରା ଦେଖାଯାଇଥିଲେ, ଛୋଟି ସି ବାତ୍ ଓ ରଜନୀଗନ୍ଧାରୁ ତାଙ୍କ କ୍ୟାରିୟରର ବେଷ୍ଟ ଓ ଦର୍ଶକଙ୍କ ପସନ୍ଦର ଫିଲ୍ମ ବୋଲି ଜଣାଯାଏ , ଏହି ଫିଲ୍ମରେ ସେ ଅମୋଲ୍ ପାରେକରଙ୍କ ସହ କେମେଷ୍ଟ୍ରି ବଡ କମାଲ୍ ର ଥିଲା , ଫିଲ୍ମ ଛଡା ସେ ଟିଭି ଇଣ୍ତଷ୍ଟ୍ରିରେ ବି ଭାଗ ନେଇଥିଲେ , ତାଙ୍କ ଅନ୍ତିମ ସିରିଆଲ୍ କୁଲଫି କୁମାର ବାଜେୱାଲା ଥିଲା, ଏମିତିରେ ଗୁରୁବାରକୁ ତାଙ୍କର ପାର୍ଥିବ ଶରୀର ଅନ୍ତିମ ସଂସ୍କାର କରାଗଲା , ଏହା ସହ ସିରିଆଲ୍ ସହ ଯୋଡି ହୋଇଥିବା ଅଭିନେତା ଅଭିନେତ୍ରୀ ମାନେ ତାଙ୍କୁ ଶୋକାକୁଳ ଚକ୍ଷୁରେ ଅନ୍ତିମ ବିଦାୟ ଦେଲେ , ଏବେ ବିଦ୍ୟାଜି ଙ୍କର ପରିବାର ଓ ତାଙ୍କ ପ୍ରଶଂସକଙ୍କ ମନରେ ଶୋକର ବାତାବରଣ ଅଛି , ଆମେ ବିଦ୍ୟାଜୀଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରୁଛୁ ,