March 18, 2024

Odia Express

News For Public

ତେବେ ଏହି ବ୍ୟକ୍ତି ଜଣଙ୍କ ହେଲେ ରାକ୍ଷୀ ସ୍ୱାଓନ୍ତଙ୍କ ସ୍ୱାମୀ , ହନିମୁନ୍ ରେ ଭୁଲ୍ ରେ ରାକ୍ଷୀ ସେୟାର୍ କରିଦେଲେ ସ୍ୱାମୀଙ୍କ ଫଟୋ – ଫଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡିବେ..

ରାକ୍ଷୀ ସାଓନ୍ତ ଆସିବା ଦିନରୁ କେଉଁ ନା କେଉଁ କାରଣରୁ ମିଡିଆରେ ଚର୍ଚ୍ଚିତ ରୁହନ୍ତି , ଲୋକେ ତାଙ୍କୁ ଡ୍ରାମା କୁଇନ୍ ବୋଲି ଡାକନ୍ତି , ପବ୍ଲିସିଟି ପାଇବାକୁ ରାକ୍ଷୀ ଏପରି କାରନାମା କରନ୍ତି ଯାହା ବିଷୟରେ ଜଣେ ବ୍ୟକ୍ତି କେବେ ବି ଭାବି ପାରିବ ନାହିଂମ୍ , ଏବେ ରାକ୍ଷୀ ଦିପକ କଲାଲଙ୍କ ସହ ବାହାଘର କରିବାର ମିଛ ନାଟକ କରିଥିଲେ , କହିଦେବୁ କି ଦିପକ କଲାଲ୍ ଙ୍କ ସହ ଆଫେୟାର୍ ଖବର ପାଇଁ ସେ ବହୁତ ଡ୍ରାମା କରିଥିଲେ , ଏତିକି ନୁହେଁ ଦୁହେଁ ମିଶିକରି ବାହାଘର ତାରିଖ ବି ଘୋଷଣା କରିଦେଇଥିଲେ,  ପରେ ଜଣା ପଡିଲା କି ସେ ଏହା ସବୁ ଡ୍ରାମା ଓ ଲୋକଙ୍କ ମଧ୍ୟରେ ପରିଚୟ ପାଇବା ପାଇଁ କରୁଥିଲେ,  ରାକ୍ଷୀ ଆସିବା ଦିନରୁ କିଛି ନୁଆ ଡ୍ରାମା କରି ଲୋକଙ୍କୁ ଚକିତ କରିଦିଅନ୍ତି , ଏମିତିରେ କିଛି ଦିନ ତଳେ ତାଙ୍କ ବିବାହ ଲୋକଙ୍କୁ ଡ୍ରାମା ଲାଗିଥିଲା ।

ଏବେ କିଛି ଦିନ ମଧ୍ୟରେ ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ୍ ହୋଇଥିଲା,  ଯେଉଁଥିରେ ସେ ଏକ ଧଳା କଲରର ଗାଉନ୍ ପିନ୍ଧିଥିବାର ନଜର ଆଏ , ଏହା ସବୁ ଆଡେ ଚର୍ଚ୍ଚା ହୋଇଥିଲା କି ରାକ୍ଷୀ ବିବାହ କରିନେଲେ , ପରେ ରାକ୍ଷୀ ନିଜେ ଏହି ମିଛ କଥାକୁ ସତ ବୋଲି କହି ସମସ୍ତଙ୍କୁ ଚକିତ କରାଇଥିଲେ । କହିଦେବୁ କି ଗତ ଦିନରେ ରାକ୍ଷୀ ସାଓନ୍ତଙ୍କ ମୁମ୍ବାଇର ଜେଡବ୍ଲୁ ମେରିୟଟ୍ ହୋଟେଲ୍ ରେ ଆୟୋଜିତ ଏକ ଗୁପ୍ତ ସମାରୋହରେ ବାହା ହୋଇଥିଲେ,  ପୂର୍ବରୁ ବାହାଘର୍ କଥାକୁ ମାନିବାକୁ ଅରାଜି ହୋଇଥିଲେ,  କିନ୍ତୁ ଯେବେ ଇସାଇ ଗାଉନ୍ ଓ ହାତରେ ମେହେନ୍ଦୀ, ଓ ଚୁଡି ପିନ୍ଧିବାର ଫଟୋ ସାମ୍ନାକୁ ଆସିଲା ତେବେ ବିବାହର ଖବର କାହାକୁ ଅଛପା ରହିଲା ନାହିଂମ୍ , ଏବେ ରାକ୍ଷୀ ଏହାର ପୃଷ୍ଟି କରିସାରିଛନ୍ତି କି ସେ ରିତେଶ ନାମକ ଏକ ବ୍ୟକ୍ତିଙ୍କୁ ବିବାହ କରିଲେ ବୋଲି , ରିତେଶ୍ ବ୍ରିଟେନ୍ ର ବାସିନ୍ଦା ଅଟନ୍ତି , ରାକ୍ଷୀ ପ୍ରଥମେ ବିବାହ କରିବାର କଥାକୁ ମାନିବାକୁ ଡରୁଥିଲେ ।

ବାହାଘର ଖବର ଆସିବାରୁ ଲାଇମ୍ ଲାଇଟ୍ ରେ ପ୍ରଶଂସାର ସୁଅ ଛୁଟିଲା , ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେ ନିଜ ମେହେନ୍ଦି, ଚୁଡା , ଓ ସିନ୍ଦୁର ଦେଖାଇକରି ଫଟୋ ସେୟାର୍ କରିଥିଲେ , ଏବେ ସେ ସୋସିଆଲ୍ ମିଡିଆରେ ରାକ୍ଷୀଙ୍କ ସ୍ୱାମୀଙ୍କ ଫଟୋ ଭାଇରାଲ୍ ହେଉଛି, ବାହାଘର ପରେ ଏବେ କାହା ସହ ସେ ଦେଖାଯାଇନାହାନ୍ତି , ଓ ତାଙ୍କ ସ୍ୱାମୀଙ୍କୁ ବି ଦେଖିବାକୁ ମିଳିନି , ଓ ଏହି କାରଣରୁ ଲୋକେ ତାଙ୍କର ବିବାହକୁ ନେଇକରି ଏବେ ନାନାଦି ପ୍ରଶ୍ନ କରୁଛନ୍ତି ,

ରାକ୍ଷୀ ନିଜର ହନିମୁନ୍ ଫଟୋ ବି ସେୟାର୍ କରିଛନ୍ତି , ରାକ୍ଷୀଙ୍କ ଦ୍ୱାରା ସେୟାର୍ କରାଯାଇଥିବା ଏହି ଫଟୋକୁ ସେ ଭୁଲ୍ ରେ ତାଙ୍କ ସ୍ୱାମୀଙ୍କ ଝଲକ ଦେଖିବାକୁ ମିଲିଥିଲା । ରାକ୍ଷୀ ଯେଉଁ ହନିମୁନ୍ ଫଟୋ ସେୟାର୍ କରିଛନ୍ତି , ସେଥିରେ ସେ ସନ୍ ଗ୍ଲାସ୍ ପିନ୍ଧିଛନ୍ତି । ଓ ଚଷମାରେ ତାଙ୍କ ସ୍ୱାମିଙ୍କ ଝଲକ ନଜର ଆସୁଛି, ଆପଣ ସେମିତି ଦେଖିପାରିବେ ନାହିଁ କିନ୍ତୁ ଜୁମ୍ କରି ଦେଖିଲେ ପକ୍କା ଜାଣିପାରିବେ , ସୁଚନା ପାଈଁ କହିଦେବୁ କି ରାକ୍ଷୀ ରିତେଶଙ୍କ ସହ ଏହି ବାହାଘର ଖବର ସମସ୍ତଙ୍କୁ ଲୁଚାଇ ରଖିଥିଲେ  ଏହି କାରଣରୁ ଏବେ ସେ ବହୁତ ଚର୍ଚ୍ଚିତ ହୋଇଛନ୍ତି , ଏବେ ପର୍ଯ୍ୟନ୍ତ ରାକ୍ଷୀ ନିଜ ସ୍ୱାମୀଙ୍କୁ ଦେଖାଇନାହନ୍ତି , ଏବେ କିଛି ଦିନ ପରେ ସେ ନିଜ ଫିଲ୍ମ ଓ ଟିଭି ଇଣ୍ତଷ୍ଟ୍ରିର ବନ୍ଧୁମାନଙ୍କ ସହ ଏକ ଶାନଦାର୍ ପାର୍ଟିର ଆୟୋଜନ କରିବେ , ଯେଉଁଥିରେ ଇଣ୍ତଷ୍ଟ୍ରିର ନାମୀ ଦାମୀ କଳାକାର ସାମିଲ୍ ହେବେ ।

Leave a Reply

Your email address will not be published. Required fields are marked *