ଅମ୍ବାତି ରାଇଡୁ ସନ୍ୟାସ ନେବା ପରେ ବି ମଇଦାନକୁ ଫେରି ପାରନ୍ତି ,କିନ୍ତୁ ଏହି ଟିମ୍ ପାଇଁ କରିବେ ଡେବ୍ୟୁ…

ଅମ୍ବାତି ରାଇଡୁ ଯେବେ ବିଶ୍ୱକପ୍ ପାଇଂ ଭାରତୀୟ ଟିମ୍ ରେ ଜାଗା ମିଳିଲା ନାହିଁ , ତେବେ ସେ ନାରାଜ୍ ହୋଇକରି ସେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ଜଗତରୁ ସନ୍ୟାସ ନେବାର ଘୋଷଣା କରିଦେଲେ,  କିନ୍ତୁ ଏବେ ସେ ଆଉଥରେ ମଇଦାନରେ ଫେରିବାର ଜଣାଯାଉଛି , ଅମ୍ବାତି ରାଇଡୁ ୧୯ ଅଗଷ୍ଟକୁ ଚେନ୍ନାଇରେ ଆରମ୍ଭ ହେବାକୁ ଥିବା TNCA ୱାନ୍ ଡେ ଟୁର୍ଣ୍ଣାମେଣ୍ଟ ପାର୍ଥସାର୍ଥୀ ଟ୍ରଫି ଖେଳିପାରନ୍ତି , ସ୍ପୋର୍ଟ୍ସ ଷ୍ଟାର୍ ରିପୋର୍ଟ ମୁତାବିକ ରାୟଡୁ ପ୍ରଥମଥର ଏହି ଟୁର୍ଣ୍ଣାମେଣ୍ଟରେ ଖେଲିବେ , ଅମ୍ବାତି ରାଇଡୁ ପାର୍ଥସାର୍ଥୀ ଟ୍ରଫି ଖେଳିବା ପଛରେ ଏକ ବଡ କାରଣ ଆଇପିଏଲ୍ ହୋଇପାରେ , କାରଣ ଅମ୍ବାତି ରାଇଡୁ ଏବେ ପର୍ଯ୍ୟନ୍ତ ଟି-ଟ୍ୱେଣ୍ଟି ଲିଗ୍ କୁ ଅଲବିଦା କହିସାରିଛନ୍ତି,

ପ୍ରଥମ ଖବର ଏହା ଥିଲା କି ଅମ୍ବାତି ରାଇଡୁ ଆଇପିଏଲ୍ ଖେଲିବେ ନାହିଂମ୍ , କିନୁତ୍ ଏବେ ଖବର ମିଳିଥିଲା କି ଅମ୍ବାତି ରାଇଡୁ ଏବେ ଆବୁ ଧାବିରେ ହେବାକୁ ଥିବା ଟି-୧୦ ଲିଗ୍ ରେ ଭାଗ ନେବାକୁ ଇଚ୍ଛା କରିଛନ୍ତି , ଯାହାକି ୧୫ ନଭେମ୍ବରରୁ ଆରମ୍ଭ ହୋଇପାରେ , ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାପାଇଁ ଅମ୍ବାତି ରାଇଡୁଙ୍କୁ ବିସିସିଆଇ ରୁ ଏନ୍ ଓସି ଦରକାର ପଡିପାରେ । ଏଥିପାଇଁ ସେ ରାଇଡୁ ଓ ଯୁବରାଜ ସିଂ ଆୟୋଜକଙ୍କ ସହ କଥା ହୋଇଥିଲେ  ।

ଅମ୍ବାତି ରାଇଡୁ କେବଳ ୩୩ ବର୍ଷୀୟ ଅଟନ୍ତି ଓ ସେ ସଂନ୍ୟାସ ନେବାର ଘୋଷଣା ନିରାଶ ହୋଇକରିଥିଲେ , ଅମ୍ବାତି ରାଇଡୁ ଙ୍କୁ ବିଶ୍ୱକପ୍ ଖେଲିବାର ସୁଯୋଗ ମିଳିନଥିଲା , ଓ ତାଙ୍କ ଉପରେ ବିଜୟ ଶଙ୍କରଙ୍କୁ ସ୍ଥାନ ଦିଆଗଲା , କିନ୍ତୁ ବିଜୟ ଶଙ୍କର ଆଘାତପ୍ରାପ୍ତ ହେଲେ , ତେବେ ମୟଙ୍କ ଅଗ୍ରୱାଲ୍ ଙ୍କୁ ସାମିଲ୍  କରାଗଲା  ,ଏହା ତୁରନ୍ତ ପରେ ଅମ୍ବାତି ରାଇଡୁ ସନ୍ୟାସ୍ ନେଇଯାଇଥିଲେ,  ବିଶ୍ୱକପ୍ ଶେଷ ହେବାପରେ ମୁଖ୍ୟ ଚୟନ କର୍ତା ଏମ୍ ଏସ୍ କେ ପ୍ରସାଦ ରାଇଡୁଙ୍କୁ ଟିମ୍ ରେ ନ ଚୟନ ହେବା କାରଣ ତାଙ୍କର ଫିଟ୍ ନେସ୍  ନାହିଁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *