March 25, 2024

Odia Express

News For Public

ସଡକରୁ ପଇସା ପଡିଥିବାର ଦେଖିଲେ ତୁରନ୍ତ ଏହି ଜାଗାରେ ତାହାର ବ୍ୟବହାର କରନ୍ତୁ ,ହେବ ଧନର ବର୍ଷା..

ବେଳେ ବେଳେ କେଉଁଠୁ ଅଚାନକ ଓ ଅପ୍ରତ୍ୟାଶିତ ଭାବେ ଧନ ଲାଭ ହେଲେ ଏହା ବହୁତ ରୋମାଞ୍ଚକର ଅନୁଭବ ହୋଇଥାଏ , ଏଥିରେ ଅଧିକା ଖାସ୍ ଅନୁଭବ ହୋଇଥାଏ , ଯେବେ ଆପଣଙ୍କୁ ରାସ୍ତାରେ ଯାଉଥିବା ବେଳେ କିଛି ବିଶେଷ ପଇସା ମିଳିଯାଏ । ଓ ତାହାକୁ ଉଠାଇକରି ନିଜ କାମରେ ଲଗାଇଦିଅନ୍ତି । ସେମିତି କିଛି ଲୋକ ଅଛନ୍ତି ଏହାକୁ ଉଠାଇକରି ଧାର୍ମିକ କାର୍ଯ୍ୟରେ ଲଗାଇଦିଅନ୍ତି । କିମ୍ବା କେଉଁ ଗରିବ ଦୀନଦୁଃଖୀକୁ ତାହା ଦାନ କରିଦିଅନ୍ତି  ଏମିତିରେ ରାସ୍ତାରେ ପଡୀଥିବା ପଇସା କେଉଁ କଥାର ସଙ୍କେତ ଦିଏ । ଆପଣଙ୍କୁ ଯେଉଁ ପଇସା ରାସ୍ତାରେ ପଡିଥିବାର ମିଳେ ତାହା ଆପଣଙ୍କ ଉପରେ କଣ ପ୍ରଭାବ ପକାଏ , ଏହା ଏହି କଥାରେ ଆଧାରିତ , କି ଆପଣଙ୍କୁ ନୋଟ୍ ମିଳିଛି କି ପଇସା ।

ଯଦି ଆପଣଙ୍କୁ ପଇସା ମିଳିଛି ,ତେବେ ଏହାର ମତଲବ ହେଲା ଆପଣଙ୍କ ନୁଆ କିଛି ପ୍ରାରମ୍ଭ କରିବେ କିମ୍ବା କେଉଁ ଯୋଜନା ନୁଆ ସାକାର କରିବାକୁ ଚାହୁଁଛନ୍ତି , ତେବେ ଏହା ଏବେ ସଠିକ୍ ସମୟ ଆସିଯାଇଛି ।ଯଦି ଆପଣଙ୍କୁ ନୁଆ ନୋଟ୍ ପ୍ରାପ୍ତି ହୋଇଛି , ତେବେ ଏହାର ଅର୍ଥ ଏହା କି ଆପଣଙ୍କ ପରିସ୍ଥିତି ଗମ୍ଭୀରତାକୁ ଦେଖିକରି ଦରକାର ଅଟେ , ଆପଣଙ୍କୁ ମନ ମୁତାବିକ ସଫଳତା ମିଳିବ , ସେଥିପାଇଁ ନିଜ ଉପରେ ନିୟନ୍ତ୍ରଣ ଓ ବିଶ୍ୱାସ ରଖନ୍ତୁ ।

ରାସ୍ତାରେ ପଡିଥିବା ପଇସା ଆଉ ଏକ କଥାର ସଙ୍କେତ ବି ଦେଇଥାଏ , ବୋଧେ ଆପଣଙ୍କ ପୂର୍ବଜ ଏହି ପଇସାର ଜରିଆରେ ନିଜ ଆଶିର୍ବାଦ ଆପଣଙ୍କ ପାଖକୁ ପହଞ୍ଚାଇବାକୁ ଚାହୁଁଛନ୍ତି ।

ସେମିତି ଏହା ସହ ପାରଲୌକିକ ଶକ୍ତିଗୁଡିକ ସାଥିରେ ଥାନ୍ତି । ସେ ଏହି ପଇସାର ଜରିଆରେ ଆପଣଙ୍କୁ ଏହା ଅନୁଭବ କରାଇବାକୁ ଚାହଁନ୍ତି କି ଆପଣ ସ୍ୱୟଂଙ୍କୁ କମ୍ ବୋଲି ଭାବନ୍ତୁ ନାହିଁ, ସେମିତି ଏହା ସେମାନେ ଆପଣଙ୍କୁ କହନ୍ତି କି ଆପଣ ନିଜର ଆତ୍ମବିଶ୍ୱାସ ହରାଇସାରିଛନ୍ତି , ଓ ପୂନ୍ଃ ଜୀବିତ କରିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *