ପେଟରେ ଯଦି ଗ୍ୟାସ୍ ର ଅସୁବିଧା ଦେଖାଦେଉଛି ତେବେ ଆପଣାନ୍ତୁ ଦୁଇ ଟଙ୍କାର ଏହି ଜିନିଷ – ମୁଳରୁ ନିପାତ କରିଦେବ ଗ୍ୟାସ୍ ପରି ସମସ୍ୟା..

ଏମିତି ଗ୍ୟାସ୍ ହେବା ଡାୟଜେଷ୍ଟିଭ୍ ପ୍ରକିୟାର ଏକ ଅଂଶ ଅଟେ , କିନ୍ତୁ ବହୁତ ଲୋକଙ୍କୁ ଅନ୍ୟ ଲୋକଙ୍କ ସାମ୍ନାରେ ଡର ଲାଗିଥାଏ , ବହୁତଥର ଗ୍ୟାସ୍ ରେ କଣ୍ଟ୍ରୋଲ୍ କରିବା ମୁସକିଲ୍ ହୋଇଯାଏ , ଏମିତି ଅନ୍ୟ ଲୋକଙ୍କର ଆଗରେ ସେମାନେ ପରିହାସର ସାମ୍ନା କରିବାକୁ ପଡିଥାଏ , ବହୁତ ଅଧିକା ଗ୍ୟାସ୍ ହେଲେ ଏହାର ବହୁତ କାରଣ ହୋଇପାରେ ,

ଇଲାଇଚିର ସେବନ କଲେ ବହୁତ ପ୍ରକାରର ଫାଇଦା ହୋଇଥାଏ , ଏହା ଆମର ସ୍ୱାସ୍ଥ୍ୟ ଅବସ୍ଥାକୁ ସୁଦୃଢ କରିବା ସହ ପେଟ ସଂବନ୍ଧିତ ଅସୁବିଧାଗୁଡିକ ମୁକ୍ତି ଦେଇଥାଏ , ସବୁଦିନ ଗୋଟେ ସପ୍ତାହରେ ଯଦି ନିୟମିତ ରୁପରେ ଇଲାଇଚିତ ସେବନ କରିବେ ତେବେ ଆପଣଙ୍କ ଗ୍ୟାସର ସମସ୍ୟା ଦୂରିଭୁତ ହୋଇଯିବ , ଓ ପାଚନତନ୍ତ୍ର ମଜବୁତ୍ ରହିବ , ଯାହା ଆପଣଙ୍କ ପେଟରେ ଗ୍ୟାସ୍ ହେବାରୁ ରୋକିଥାଏ ।

ଆପଣଙ୍କୁ ସବୁଦିନ ଖାଦ୍ୟ ଖାଇସାରିବା ପରେ ଇଲାଇଚି ୨ ଟି ସେବନ କରିବାର ଅଛି ଧ୍ୟାନ ରଖନ୍ତୁ ଏହାର ସେବନ କରିବାର ଅଧା ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବେ ନାହିଂମ୍ , ଏହା ହଜମକୁ ମଜବୁତ୍ କରିବ , ଓ ଗ୍ୟାସର ସମସ୍ୟାକୁ ଦୂର କରିବ

Leave a Reply

Your email address will not be published. Required fields are marked *