March 18, 2024

Odia Express

News For Public

ଯାହାଙ୍କୁ ଆପଣ ଭାବୁଥିଲେ ଛୋଟମୋଟ ଅଭିନେତ୍ରୀ ସେ ଥିଲେ ଜୁହୀ ଚାୱଲାଙ୍କ ଭଉଣୀ, ନାମ ଶୁଣିଲେ ଚେତା ଉଡିଯିବ – ଏବେ ଦେଖିନିୟନ୍ତୁ..

ବଲିଉଡରେ ଆଜି କେତେଜଣ ଅଭିନେତା ଅଛନ୍ତି ଯେଉଁମାନେ କୌଣସି ନା କୌଣସି ସମ୍ପର୍କ ଶ ଜଡିତ ଅଛନ୍ତି । କିଏ କାହାର ପୁଅ ତ କିଏ କାହାର ମାଆ, କିଏ କାହାର ଭଉଣୀ ତ କିଏ କାହାର ଜ୍ଵାଇଁ। ଏମତିତିରେ ତ ବଲିଉଡସହ ଜଡିତ ସମସ୍ତ କଥା ଜାଣିବା ଆମ ପାଇଁ ଆଜିର ସମୟରେ କିଛି ଜରୁରୀ ହୋଇପଡିଛି କିନ୍ତୁ ଏହା ଛଡା କିଛି ଅନ୍ୟ କଥା ଅଛି ବଲିଉଡ ବିଷୟରେ ଯାହା ଆଜି ମଧ୍ୟ ଆମକୁ ଜଣା ନାହିଁ । ଆମେ ସେ ବିଷୟରେ ଅଜଣା ରହିଛୁ । ଏହିଭଳି କେ ରହସ୍ୟ କଥା ଆଜି ମଏ ଆପଣଙ୍କୁ କହିବାକୁ ଯାଉଛୁ ।

ବିଗତ ସମୟର ସଫଳ ଅଭିନେତ୍ରୀ ଜୁହୀ ଚାୱଲାଙ୍କୁ ସମସ୍ତେ ଜାଣିଥିବେ କିନ୍ତୁ ତାଙ୍କ ଭଉଣୀ ଭୂମିକା ଚାୱଲାଙ୍କ ବିଷୟରେ ବହୁତ କମ ଲୋକ ଜାଣିଥିବେ । ଭୂମିକା ସଲମାନଙ୍କ ସହ ଫିଲ୍ମ ‘ତେରେ ନାମ’ ଜରିଆରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ଏହି ଫିଲ୍ମ ସୁପରହିଟ ହୋଇଥିଲା କିନ୍ତୁ ଏହାସତ୍ବେ ଭୂମିକାଙ୍କୁ ଇଣ୍ଡଷ୍ଟ୍ରିରେ କିଛି ଖାସ ପରିଚୟ ମିଳିପାରିନଥିଲା ।

ଭୂମିକା ଅନେକ ଫିଲ୍ମରେ କାମ କରିଛନ୍ତି , କିନ୍ତୁ ସେ ପରିଚୟ କରିବାରେ ସଫଳତା ହାସଲ କରିପାରିନଥିଲେ ସେ ଏବେ ବଲିଉଡ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ବଦଳରେ ସହାୟକ ଚରିତ୍ରରେ ଅଭିନୟ କରୁଛନ୍ତି । 2007ରେ ଆସିଥିବା ଫିଲ୍ମ ‘ଗାନ୍ଧୀ ମାଇଁ ଫାଦର’ ପରେ ସେ କୌଣସି ବଲିଉଡ ଫିଲ୍ମରେ ଦୃଷ୍ଟିଗୋଚର ହୋଇନାହାନ୍ତି । ଭୂମିକା 2007ପରେ ଅଚାନକ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *