ଆଖିର ରଶ୍ମୀ ବଢାଇବାପାଇଁ ସହଜ ଉପାୟ , ଜୀବନ ସାରା ଲଗାଇବାକୁ ପଡିବ ନାହିଁ ଚଷମା..

ଆଜିକାର ଦିନରେ ଟେକ୍ନୋଲୋଜି ଓ ପୁରା ଦୁନିଆଁର ବିକାଶ ଓ ପରିବର୍ତ୍ତନ ହେବାର ଦାବି କରାଯାଉଛି, ସେଥିରୁ ଗୋଟେ ହେଲା ଭାରତ ଦେଶ ଯେଉଁଠି ପ୍ରତ୍ୟେକ ଲୋକେ ନୁଆ ନୁଆ ଟେକ୍ନୋଲୋଜି ସହ ଯୋଡି ହୋଇଛନ୍ତି , ଯାହାର ଏକ ବଡ ଫାଇଦା ହେଲା କି ସେ ବ୍ୟାଙ୍କ୍ ଓ ବଜାର ସହ ଯୋଡି ହୋଇ ନୁଆ ନୁଆ ଘର ବସି କାମ କରିନେଉଛନ୍ତି , ଟେକ୍ନୋଲୋଜିର ଏକ ଖରାପ ଓ ଭୟାନକ ପ୍ରଭାବ ବି ଅଛି ଯାହାଙ୍କ ଆଖିରେ ଚଷମା ଲାଗିଛି, ଏମିତି ଲୋକେ ଚଷମା ଲଗାଇଦେଉଛନ୍ତି , ଏମିତି ଲୋକେ ବୟସ୍କ ବ୍ୟକ୍ତି ନୁହନ୍ତି ବରଂ ଯୁବା ସମାଜର ଲୋକେ ସାମିଲ୍ ଅଛନ୍ତି , ଟେକ୍ନୋଲୋଜି ଏହି ସମୟରେ ବୋଧେ କେହି ଥିବ ନିଜ ଛୁଆଙ୍କୁ ମୋବାଇଲ୍ କିମ୍ବା ଲାପଟପ୍ ରୁ ଅଲଗା ରଖୁଥିବ ।

ଯାହା ଦ୍ୱାରା ଏହି ଛୁଆଙ୍କୁ ଆଖିର ଦୃଷ୍ଟି ଶକ୍ତି ହ୍ରାସ ହେବା ସହ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିଥାଏ , କିନ୍ତୁ ଆଜି ଆମେ ଏକ ଉପାୟ କହିବାକୁ ଯାଉଛୁ , ଯାହାର ସାହାଯ୍ୟରେ ଆମେ ଆଖିର ଦୃଷ୍ଟି ଶକ୍ତି କମ୍ ହେବାର ଅସୁବିଧାକୁ ଅଳ୍ପ ସମୟ ମଧ୍ୟରେ ଠିକ୍ କରିପାରିବା ।

ଏହା ପୁର୍ବରୁ ଆପଣଙ୍କୁ ଏକ ସହଜ ଉପାୟ କହିବୁ , ଏଥିପାଇଁ ଆପଣଙ୍କୁ ନିଜ ଖାଦ୍ୟପେୟ ରଖିବା ଉଚିତ୍ , ନିଜ ଭୋଜନରେ ଏହି ସବୁ ଜିନିଷ ନିଶ୍ଚିତ ସାମିଲ୍ କରନ୍ତୁ , ଯେଉଁଥିରେ ଭିଟାମିନ୍ ଏ ସାମିଲ୍ ଅଛି , ଏହା ସହ ଆପଣ ଶାଗ ଆଦି ସେବନ କରନ୍ତୁ , ଓ ଦିନରେ ୮-୧୦ ଗ୍ଲାସ୍ ପାଣି ପିଅନ୍ତୁ , ଓ ତା ସହ ବାଦାମ , ପାନ ମଧୁରୀ ଓ ମିଶ୍ରିର ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ , ଓ ସବୁଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ କ୍ଷୀର ସହ ସେବନ କରନ୍ତୁ ।

ଏହା ଛଡା ରାତିରେ ଶୋଇବା ପୁର୍ବରୁ ନିଜ ପାଦ ତଳ ଅଂଶରେ ତେଳର ମାଲିସ୍ କରନ୍ତୁ , ଏମିତି କହିବାକୁ ଗଲେ ଏହି ଉପାୟଗୁଡିକଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି ପାଇବ , ଓ ଅନ୍ୟ ପ୍ରକାର ଅସୁବିଧାଗୁଡିକରୁ ନିଜକୁ ରକ୍ଷା କରିପାରିବେ ।

Leave a Reply

Your email address will not be published. Required fields are marked *