March 23, 2024

Odia Express

News For Public

ଏହି ସମୀକରଣରେ ଲୁଚି ରହିଛି ଏକ ପଶୁର ନାମ, ବୁଦ୍ଧି ଅଛି ତ ଖୋଜିକରି କୁହନ୍ତୁ…

1 min read

ଏମିତିରେ ତ ଏହି ଦୁନିଆରେ ବୁଦ୍ଧିମାନ ଲୋକଙ୍କର ଅଭାବ ନାହିଁ, ଗୋଟିଏ ଖୋଜିଲେ ହଜାରେ ମିଳିଯିବେ । ଯଦିଓ ଏହି ଦୁନିଆରେ କିଛି ଲୋକ ଏଭଳି ଅଛନ୍ତି, ଯେଉଁମାନେ ବୁଦ୍ଧିମାନ ହେବାର ଦାବି କରନ୍ତି , କିନ୍ତୁ ଯେମିତି କୌଣସି କଷ୍ଟକର ପ୍ରଶ୍ନ ତାଙ୍କ ସାମ୍ନା କୁ ଆସିଲା, ସେମିତି ତାଙ୍କ ଦ୍ରୁତ ମସ୍ତିଷ୍କ କମ ହୋଇଯାଏ । ଆମକୁ ଏହା ଜଣା ନାହିଁ ଯେ ଆପଣଙ୍କର ତୀକ୍ଷଣ ବୁଦ୍ଧି ଅଛି କି ନାହିଁ କିନ୍ତୁ ଆଜି ଯେଉଁ ପ୍ରଶ୍ନ ଆମେ ଆପଣଙ୍କୁ ପଚାରିବୁ ଯଦି ଆପଣ ତାର ଉତ୍ତର ଦେଇଦିଅନ୍ତି ତେବେ ଆମେ ମାନିଯିବୁ , ଯେ ଆପଣ ବାସ୍ତବରେ ବହୁତ ହୁସିଆର ଅଟନ୍ତି । ଆପଣଙ୍କ ବୁଦ୍ଧି ତୀକ୍ଷଣ ଅଟେ । ଏମିତିରେ ଛୋଟବେଳେ ଓ କଲେଜ ସମୟରେ ଆପଣ ଗଣିତ ବିଷୟ ତ ନିଶ୍ଚୟ ପଢିଥିବେ ଓ ଇଂରାଜୀ ମଧ୍ୟ ପଢିଥିବେ । ତେବେ ବୁଝି ଯାଆନ୍ତୁ ଯେ ଆଜି ର ଏହି ପ୍ରଶ୍ନ ଗଣିତ ଓ ଇଂରାଜୀର ମିଶ୍ରଣ ଅଟେ ।

ନିଶ୍ଚିତ ଏହା ଆପଣଙ୍କ ପାଇଁ ବହୁତ ବଡ ସଂକେତ ଅଟେ । ଫଟୋର ଖେଳ ତ ଆପଣ ବହୁତ ଖେଳିଥିବେ, କିନ୍ତୁ ଏବେ ଟିକେ ଏହି ସମୀକରଣର ସମାଧାନ କରନ୍ତୁ । ତ ଆମେ ମାନିବୁ ଯେ ଆପଣ ବାସ୍ତବରେ ବହୁତ ବୁଦ୍ଧିମାନ ଅଟନ୍ତି । ବିଶ୍ଵାସ କରନ୍ତୁ ଏହି କୁଇଜ ପଢିବା ପରେ ଓ ଦେଖିବା ପରେ ଆପଣଙ୍କ ମୁଣ୍ଡ ହଲିଯିବ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ । ମନେକରନ୍ତୁ ଯଦି ଆପଣଙ୍କୁ କୌଣସି ସାକ୍ଷାତକାରରେ ଏହିଭଳି କୁଇଜ ର ଉତ୍ତର ଦେବାକୁ ପଡିଲା ତ ଆପଣ କଣ କରିବେ । ଏଥିପାଇଁ ଆମେ ଆପଣଙ୍କୁ ଏହି କୁଇଜ କୁ ନେଇ କିଛି ସ୍ଵତନ୍ତ୍ର କଥା କହିବାକୁ ଯାଉଛୁ । ସର୍ବପ୍ରଥମେ ତ ଏହି କୁଇଜର ଉତ୍ତର ଦେବା ପୂର୍ବରୁ ଏକଥା ଧ୍ୟାନରେ ରଖନ୍ତୁ ତାପରେ ଏହାକୁ ଧ୍ୟାନର ସହ ପଢନ୍ତୁ ।

ଏହା ଏଥିପାଇଁ ଯେ ଏହା ବୁଦ୍ଧିର କସରତ ଖେଳ ଅଟେ । ଏଥିପାଇଁ ଏଥିରେ କେବଳ ତୀକ୍ଷଣ ଆଖି ଓ ତୀକ୍ଷଣ ବୁଦ୍ଧିର ମଧ୍ୟ ଆବଶ୍ୟକତା ଅଛି । ଏମିତିରେ ଆପଣଙ୍କ ସୂଚନା ପାଇଁ ଜଣେଇଦେଉଛୁ ଯେ ଯୁକ୍ତ ଓ ବିଯୁକ୍ତର ଏହି ପ୍ରହେଳିକା ଗୋଟେ ପଶୁର ନାମ କୁ ଇଶାରା କରୁଛି । କିନ୍ତୁ ସେହି ପଶୁ କିଏ, ଏହା ତ ଆପଣଙ୍କୁ ହିଁ ଜାଣିବାକୁ ହେବ । ଏହି ପ୍ରଶ୍ନର ଉତ୍ତର ଦେବାପରେ ସତରେ ଏହା ପ୍ରମାଣିତ ହୋଇଯିବ ଯେ ଆପଣ ଏକଦମ ବୁଦ୍ଧିମାନ ଅଟନ୍ତି । ଯଦିଓ ଅଧିକ ବୁଦ୍ଧି ଲଗେଇବା ପରେ ମଢ ଆପଣଙ୍କୁ ଏହାର ଉତ୍ତର ମିଳୁନି ତେବେ ବ୍ୟସ୍ତ ହେବାର ଆବଶ୍ୟକତା ବିଲକୁଲ ନାହିଁ , କାରଣ ଆମେ ଆପଣଙ୍କପାଇଁ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆଣିଛୁ ।

ଯଦି କୌଣସି କାରଣରୁ ଆପଣଙ୍କୁ ଏହାର ଉତ୍ତର ଆସିବ ନାହିଁ ତେବେ ଆପଣ ଏଠାରେ ଏହି ଉତ୍ତର ଦେଖିପାରନ୍ତି । ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ ଫଟୋରେ ଆପଣଙ୍କୁ ସବୁଠାରୁ ଆଗରେ ଏକ ହାଡ ଦେଖାଯାଉଛି । ଏବେ ହାଡକୁ ଇଂରାଜୀ ରେ କଣ କୁହନ୍ତି, ବୋନ କୁହନ୍ତି । ଏହାପରେ ଶେଷରେ ଗୋଟିଏ କାନ ଅଛି । ଏହାକୁ ଇଂରାଜୀରେ ear କୁହାଯାଏ । ଏହି ଦୁଇ ଶବ୍ଦ ମଝିରେ ଏକ ଲେଖାଯାଇଛି । ଯାହାକୁ ଇଂରାଜୀରେ one କୁହାଯାଏ । ଯଦି ଏହି ସମୀକରଣକୁ ଧ୍ୟାନ ପୂର୍ବକ ଦେଖାଯାଏ ତେବେ bone-one+ear = b + ear=bear। ଏବେ ଏହା ପ୍ରମାଣିତ ଯେ ଯଦି ଆମକୁ ଏହାର ଉତ୍ତର bear ନିଶ୍ଚିତ ଭାବେ ଉତ୍ତର ହେବ । ତେବେ ଆପଣ ଜାଣିଲେ ତ ଏହି ସମୀକରଣ ସମାଧାନ କରିବା କେତେ ସହଜ ।

Leave a Reply

Your email address will not be published. Required fields are marked *