April 20, 2024

Odia Express

News For Public

ଘରେ AC ରେ ଆସୁଥିଲା ଲଗାତାର୍ ଆୱାଜ୍ , ଯେବେ ଖୋଲିକରି ଦେଖିଲେ ତ ଉଡିଗଲା ହୋସ୍

କିଛି କଥା ବହୁତଥର ଭାବିବାକୁ ବାଧ୍ୟ କରିଦିଏ , କଣ ଏମିତି ହୋଇପାରେ କି ଦୁନିଆଁରେ ଏବେ ବି କିଛି ଖବର ଅଛି ଯାହା ଉପରେ ଭରସା କରିବା ଅସମ୍ଭବ ଅଟେ କିନ୍ତୁ ଯେବେ ସାମ୍ନାକୁ ଆସିଥାଏ , ତେବେ ହୋସ୍ ଉଡିଯାଏ , ଏମିତି କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହାକୁ ଜାଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ , ଏହି ଘଟଣା ଥାଇଲାଣ୍ତରୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତିକୁ ଏସି ସଫା କରୁଥିବା ସମୟରେ ତା ଭିତରେ ସାପର ଛୁଆ ଦେଖିବାକୁ ମିଳିଲା , ଏଠାରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପାଞ୍ଚଟି ସାପର ଛୁଆ ଥିଲେ,  ଏହା ଦେଖିବାପରେ ସେହି ବ୍ୟକ୍ତିର ନିଶ୍ୱାସ ଥମି ଗଲା , ତା ମନରେ ଗୋଟିଏ ପ୍ରଶ୍ନ ଆସିଲା କି ଏପରି କେମିତି ହେଲା ।

ଏହି ସାପକୁ ଦେଖିବାପରେ ଗୋଟେ ସମୟରେ ବ୍ୟକ୍ତି ଜଣଙ୍କ ବହୁତ ଡରିଯାଇଥିଲେ, କିନ୍ତୁ କିଛି ସମୟ ପରେ ସେହି ସାପକୁ ଘରୁ ବାହାରକୁ ବାହାର କରିଦେଲେ , ତେବେ ସେ ସାପରୁ ମୁକ୍ତି ପାଇଥିଲେ , କିନ୍ତୁ ଏବେ ବି ତାଙ୍କୁ ନିଜ ଛୋଟ ଝିଅର ଚିନ୍ତା ଅଛି , ସେ ଏବେ ବି ଭାବୁଛନ୍ତି କି ସେ ଏସି ମଧ୍ୟକୁ ସାପଗୁଡିକ କିପରି ଆସିଲେ,

Leave a Reply

Your email address will not be published. Required fields are marked *