March 19, 2024

Odia Express

News For Public

୧୫୦୦ ବର୍ଷ ପୁରୁଣା ଏହି ମୂର୍ତ୍ତୀର ଯେବେ ସିଟି ସ୍କାନ୍ କରାଗଲା , ତେବେ ରିପୋର୍ଟ ଦେଖି ଡାକ୍ତରମାନେ ଚକିତ ହୋଇଗଲେ – ଦେଖନ୍ତୁ କଣ ହେଲା..

ଏହି ଦୁନିଆଁ ଯେତେ ଗୋଲ୍ ଅଟେ ,ସେତେ ଅଦ୍ଭୁତ ଓ ରହସ୍ୟମୟୀ ଅଟେ । ପୃଥିବୀରେ ଆଜି ବି ବହୁତ ଏମିତି ଲକ୍ଷାଧିକ ଜିନିଷ ଅଛି ଯାହା ବିଷୟରେ ମନୁଷ୍ୟ ଅଜଣା ଅଛି , ଏମିତି ବିଜ୍ଞାନ ବି ହାର୍ ମାନିବାକୁ ପ୍ରସ୍ତୁତ ନାହିଁ , ଓ ନିଜ ରିସର୍ଚ୍ଚ ଯୋଡିକରି ଆସିବା ଦିନରୁ ବହୁତ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହେଉଛି , ଏଥିରୁ କିଛି ରହସ୍ୟ ଅଛି ଯାହା ଉପରେ ବିଶ୍ୱାସ କରିବା ମୁସକିଲ୍ ଅଟେ , ଯାହାକି ଅସମ୍ଭବ ଅଟେ , ବିଜ୍ଞାନର ସାହାଯ୍ୟରେ ଦେଶ ଓ ଦୁନିଆଁର ଆସିବା ଦିନରୁ ରହସ୍ୟମୟୀ ଜାଗାର ଖୋଦାନ କରାଯାଇଛି , ଓ ଏହି ରହସ୍ୟରୁ ପର୍ଦା ହଟାଯାଇଛି, ଏହି ରିସର୍ଚ୍ଚ ପରିଣାମ ଜାଣିକରି କିଏ ହେଲେ ବି ଚକିତ ହୋଇଯିବ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ ଆଲୋଚନା କରିବୁ , ଯାହାକି ଶୁଣିଲେ ପାଦ ତଳୁ ମାଟି ଖସିଯିବ , ଆଜି ଆମେ ବୌଦ୍ଧ ଧର୍ମର ଭିକ୍ଷୁ ବିଷୟରେ କହିବାକୁ ଯାଊଛୁ , ବୌଦ୍ଧ ଭିକ୍ଷୁକୁ ନେଇକରି ଏବେ କିଛି ଦିନ ହେବ ବିଜ୍ଞାନ ଏବେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି , ଯାହାଉପରେ ବିଶ୍ୱାସ କରିପାରିବା ମୁସକିଲ୍ ହୋଇଯାଇଛି, ଏହା ପୁର୍ବରୁ କହିଦେବୁ କି ବୌଦ୍ଧ ଧର୍ମ ଅନୁଯାୟୀ ଭାରତ ସମେତ ଦୁନିଆଁର ଅନ୍ୟ ଦେଶରେ ଏହାର ସତ୍ତା ଅଛି , ଆମର ଏସିଆରେ ଲକ୍ଷାଧିକ ପରିମାଣରେ ବୌଦ୍ଧ ଧର୍ମାବିଲମ୍ବୀ ଶ୍ରଦ୍ଧାଳୁ ଅଛନ୍ତି , ଓ ଚିନ୍ ଥାଇଲାଣ୍ତ, ଓ ଭିଏତ୍ ନାମ୍ ରେ ବି ଏହାର ସଂଖ୍ୟା ଅଧିକା ଅଛି ।

ଏମିତିରେ ଏହି ଜାଗାଗୁଡିକରେ ବିଜ୍ଞାନ ନିଜ ନୁଆ ନୁଆ ଆବିଷ୍କାର କରିବାରେ ଲାଗିପଡିଛନ୍ତି  , ବହୁତଥର ରିସର୍ଚ୍ଚରେ କିଛି ଏପରି ଅଦ୍ଭୁତ ଜାଗାର ପତ୍ତା ଲାଗିଛି , ଯାହା ଭିତରେ ଅନେକ ରହସ୍ୟ ଲୁକ୍କାୟିତ ରହିଛି , ବୈଜ୍ଞାନିକମାନେ ନିଜ ରିସର୍ଚ୍ଚ ଅନୁସାରେ ଏକ ଏପରି ଏବେ ଜିନିଷ ହାତରେନେଇଛନ୍ତି , ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି , ଏହା କୌଣସି ଜିନିଷ ନୁହେଁ ବରଂ ବୌଦ୍ଧ ଧର୍ମ ଗୁରୁଙ୍କ ମୂର୍ତ୍ତି ଅଟେ , ଏହି ମୁର୍ତ୍ତିର ଫଟୋ ଏବେ ସୋସିଆଲ୍ ମିଡିଆର୍ ଭାଇରାଲ୍ ହେଉଛି, ବୈଜ୍ଞାନିକଙ୍କ ଦ୍ୱାରା ଏହା ଦାବି କରାଯାଉଛି କି ଏହା ମୂର୍ତ୍ତି ପ୍ରାୟ ୧୫୦୦ ବର୍ଷ ପୁରୁଣା ଅଟେ ,

ଆପଣଙ୍କୁ ଜଣେଇଦେବୁ କି ଏହି ମୂର୍ତ୍ତିର ଖୋଜ୍ ନେଦରଲ୍ୟାଣ୍ତର କିଛି ବୈଜ୍ଞାନିକମାନେ ମିଶିକରି କରିଥିଲେ ,ମୂର୍ତ୍ତିକୁ ଦେଖାବାପରେ ଏହା ଦାବି କରାଯାଉଛି କି ଏହି ମୂର୍ତ୍ତି ଅନ୍ୟ କେଉଁ ସାଧାରଣ ମୂର୍ତ୍ତି ପରି ନୁହେଁ ବରଂ ଏଥିରେ କିଛି ଅଲଗା ଓ ଖାସ୍ ନିଶ୍ଚିତ ଅଛି, ଏହାପରେ ବୈଜ୍ଞାନିକ ସଠିକ୍ ତଥ୍ୟ ନ ପାଇବାରୁ ଏହାକୁ ସିଟିସ୍କାନ୍ କରିବାକୁ ନିଷ୍ପତ୍ତି ନେଲେ , ଯାହାପରେ ଯାଞ୍ଚ ହେଲା , ଓ ପରୀକ୍ଷଣରୁ ଜଣାପଡିଲା କି ଏହି ମୂର୍ତ୍ତି ମଧ୍ୟରେ ଏକ ମମି ଅଛି , ଯାହା ପ୍ରାୟ ବହୁତ ବର୍ଷ ହେଲା ଧ୍ୟାନରେ ବସିଛି, ଏହି ସମୟରେ ଏକ ସତ୍ୟତା ସାମ୍ନାକୁ ଆସିଲା କି ବୌଦ୍ଧ ଭିକ୍ଷୁ ନିଜେ ମାଟି ମଧ୍ୟରେ ଲିନ ହୋଇ ଧ୍ୟାନ କରୁଥିଲେ , ସେଠାରେ ନିଶ୍ୱାସ ନେବାପାଇଁ ସେମାନେ ବାଉଁଶର ନଳିର ବ୍ୟବହାର କରୁଥିଲେ ।

Leave a Reply

Your email address will not be published. Required fields are marked *