March 17, 2024

Odia Express

News For Public

ଏହି ଫଳରେ ମାଂସରୁ ବି ଅଧିକା ଶକ୍ତି ଅଛି , ମାତ୍ର ଗୋଟେ ମାସ ଖାଇଲେ ପହଲିବାନ ଯେପରି ହୋଇପାରିବ ଆପଣଙ୍କ ଶରୀର…ସବୁ ଯୁବକ ନିଶ୍ଚୟ ଜାଣି ରଖନ୍ତୁ

ଆଜିକାଲିର ଯୁବାପିଢି ଖାସକରି ବଡି ବିଲଡିଙ୍ଗ୍ ଉପରେ ଉତ୍ସାହ ପ୍ରକଟ କରିଥାନ୍ତି , ସମସ୍ତଙ୍କ ମନରେ ଗୋଟେ ଇଚ୍ଛା ଥାଏ କି ସେ କେଉଁ ହିରୋ କିମ୍ବା ରେସଲର୍ ପରି ବଡି ବନାଇପାରୁ , କିନ୍ତୁ ସେମାନେ ଏପରି କରିପାରନ୍ତି ନାହିଁ , ଆଜିକାଲି ଅଧିକାଂଶ ଯୁବା ଏକ ଭଲ ବଡି ବନାଇବାରେ ଇଚ୍ଛାରେ ଜିମ୍ କୁ ଯାଇଥାନ୍ତି , ବଡି ବନାଇବା ପାଇଁ ପ୍ରୋଟିନ୍ ଶେକ୍ ସହ ମାଂସ ଚିକେନ୍ ଆଦି ଖାଇଥାନ୍ତି , ଯାହା ଦ୍ୱାରା ତାଙ୍କୁ ଅଧିକାରୁ ଅଧିକା ଶକ୍ତି ମିଳିପାରୁ , ଆଜି ଆମେ ଭାରତରେ ମିଳୁଥିବା ଏମିତି ଏକ ଫଳ ବିଷୟରେ ଆଲୋଚନା କରିବୁ ଯାହା ମାଂସରୁ ବି ଅଧିକା ଶକ୍ତି ଓ ପ୍ରୋଟିନ୍ ଦେଇଥାଏ , ଏହା ପାଇଁ ଆପଣଙ୍କୁ କେଉଁ ପ୍ରୋଟିନ୍ ର ଦରକାର ପଡିବ ନାହିଁ , ଆସନ୍ତୁ ଜାଣିବା ସେହି ଫଳ ବିଷୟରେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ବଡି ବନାଇବାକୁ ହେଲେ ନାନା ଦି କଷ୍ଟକର ବ୍ୟାୟାମ କରିବାକୁ ପଡିଥାଏ , ଯେଉଁମାନେ ଶାକାହାରୀ ହୋଇଥାନ୍ତି , ସେମାନେ ମାଂସ ଓ ଚିକେନ୍ ର ସେବନ କରନ୍ତି ନାହିଁ , କିନ୍ତୁ ସେମାନେ ପହଲିବାନ୍ ପରି ବଡି ବନାଇପାରିବେ ।

 

ଆପଣଙ୍କୁ କହିଦେବୁ କି ଆଜି ଆମେ ଯେଉଁ ଫଳ ବିଷୟରେ ଆଲୋଚନା କରୁଛୁ ସେହି ଫଳର ନାଁ ହେଲା ଲସୋଡା , ହଁ ଆଜ୍ଞା , କହିଦେବୁ କି ଏହି ବିଶେଷ ଫଳରେ କେବଳ  ଭାରତର ପଞ୍ଜାବ ରାଜ୍ୟରେ ମିଳିଥାଏ , କହିଦେବୁ କି ଏହି ଫଳ ମଧ୍ୟରେ କିଛି ଲାଭଦାୟକ ପ୍ରୋଟିନ୍ ତତ୍ତ୍ୱ ମହଜୁତ ଥାଏ , ଯାହା ଶରୀରକୁ ଶକ୍ତି ପହଞ୍ଚାଇଥାଏ , ଯଦି ଆପଣ ରେସଲର ପରି ବଡି ବନାଇବାକୁ ଇଚ୍ଛା ରଖୁଛନ୍ତି ତେବେ କେଉଁ ପ୍ରୋଟିନ୍ ସେକ୍ କିମ୍ବା ଚିକେନ୍ ଆଦିରେ ପଇସା ଖର୍ଚ୍ଚ ନକରି ଏହି ଫଳର ସେବନ କରନ୍ତୁ , ଏହା ଦ୍ୱାରା ଏକ ସୃଦୃଢ ବଡି ବନାଇପାରିବେ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହି ଫଳରେ ମାଂସ ପରି ପ୍ରୋଟିନ୍ ଓ ଏନର୍ଜି ମହଜୁତ ଥାଏ , ତାହା ସବୁ ଏହି ଫଳରେ ମିଳିଥାଏ ।

 

ଏହି ଫଳର ସେବନ ଯଦି ଆପଣ ସବୁଦିନ କରିବେ ତେବେ ଆପଣଙ୍କ ଶରୀରରେ ଥିବା ସବୁ ଅନ୍ତର୍ନିହିତ ଶକ୍ତି ବିକଶିତ ହୋଇ ଉଠିବ , ଓ ଆପଣଙ୍କ ଶରୀରର ତୁଳନା କେଉଁ ବଡ ପହଲିବାନ୍ ସହ କରିପାରିବେ , ଆପଣଙ୍କୁ କହିଦେବୁ କି ଲସୋଡା ନାମକ ଏହି ଫଳରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍, ଫସଫରସ୍, ଆଣ୍ଟି ଏକ୍ସିଡେଣ୍ଟ ଆଦି ମିଳିଥାଏ , ଏହାର ସେବନ ଏମିତି ଲୋକ ବି କରିପାରିବେ ଯାହାଙ୍କର ଶରୀର ଅତି ଦୁର୍ବଳ ଅଛି କିମ୍ବା ଯାହାଙ୍କ ଶରୀରର ହାଡ ଓ ମାଂସପେଶୀ ବହୁତ ଦୁର୍ବଳ ଅଛି , ଯଦି ଆପଣ ଏକ ମାସ ଲଗାତାର ଏହି ଫଳକୁ ସେବନ କଲେ ତେବେ ବହୁ ପରିମାଣରେ ସବୁ ରୋଗରୁ ମୁକ୍ତି ପାଇପାରିବେ । ଓ ଶରୀର ପହଲିବାନ ପରି ସୃଦୃଢ ହୋଇପାରିବ । ଓ ଶରୀର ମଧ୍ୟରେ ଉର୍ଜାର ସଂଞ୍ଚାର ହେବ ।

Leave a Reply

Your email address will not be published. Required fields are marked *