ଗଣେଷ ଉତ୍ସବ ଓ ମୋହରମ୍ ର ଏହି ଫଟୋ ଲୋକଙ୍କର ହୃଦୟ ଜିତିଗଲା , ଜାଣନ୍ତୁ କଣ ଅଛି ଏଥିରେ ଖାସ୍..

ହିନ୍ଦୁ ମୁସଲିମ୍ ସିଖ୍ ଇସାଇ ଆପସ୍ ହୈ ଭାଇ ଭାଇ , ଏହି ଲାଇନ୍ ଆମେ ଛୁଆ ବେଳରୁ ବହିରେ ପଢିଥିଲେ,  ଅସଲ ଜୀବନରେ ଏହି କଥାକୁ ଲୋକେ କେତେ ଅମଳ କରୁ , ତାହା ନିଜ ମଧ୍ୟରେ ଏକ ପ୍ରଶ୍ନ ଅଟେ , ଆଜିର୍ ଧର୍ମର ନାଁରେ ରାଜନେତା ଲୋକ କେତେ ରାଜନୀତି କରିନିଅନ୍ତୁ , କିଛି ସାମାଜିକ ତତ୍ତ୍ୱ ଆମେ ଜଣେ ଅନ୍ୟ ଜଣଙ୍କୁ ଉପରେ ଭଡକାଇ କେତେ ପ୍ରୟାସ କରିନେଉ , କିନ୍ତୁ ସତ୍ୟତା ଏହା କି ଏହି ଦେଶର ମାଟିରେ କିଛି ଏମିତି ନିଶ୍ଚିତ ଅଛି , ଯାହା ଆମକୁ ନିଶ୍ଚିତ ଯୋଡନ୍ତୁ , ଆମେ ଏହି ପୃଥିବୀ , ଏହି ଦେଶର ବର୍ଷ ବର୍ଷ ଧରି ରହିବା,  ଲଢାଇ ଝଗଡା, ଓ ଘୃଣା କାହାକୁ ପସନ୍ଦ ଲାଗେନି , ସମସ୍ତେ ଚାହଁନ୍ତି କି ଲୋକେ ଶାନ୍ତିରେ ନିଜ ଜୀବନ ଅତିବାହିତ୍ କରୁ , ଏଥିପାଇଁ ଜରୁରି ଅଟେ ଆପଣଙ୍କୁ ଧର୍ମର ସମାନ ରୁପରେ ଆଦର କରନ୍ତୁ , କିଛି ଏପରି କାମ ନ କରନ୍ତୁ , ଯାହା ଲୋକଙ୍କର ଭାବନା ଆହାତ କରନ୍ତୁ ,

ଅଲଗା ଧର୍ମର ପ୍ରତି ମାନ ସମ୍ମାନ ଓ ପ୍ରେମ ସ୍ନେହ କରିବାର ଏକ ତାଜା ମାମଲା ଏହି ଦିନ ସୁନ୍ଦର ଫଟୋ ମାଧ୍ୟମରେ ଇଣ୍ଟରନେଟ୍ ରେ ଭାଇରାଲ ହେଉଛି, ମଉକା ଥିଲା ଗଣେଷ ଉତ୍ସବ ଓ ମୋହରମ୍ ର , ଗୋଟେ ପଟେ ହିନ୍ଦୁ ଗଣେଷଜୀ କୁ ନେଇକରି ଲୋକ ଧୁମ୍ ଧାମ୍ ରେ ଉତ୍ସବ ପାଳୁଥିଲେ,  ଅନ୍ୟ ପଟେ ମୁସଲିମ୍ ଭାଇ ମୋହରମ୍ କୁ ନେଇ ଲୋକେ ଖୁସି ଥିଲେ,  ଏହି ଦୁହେଁ ଗଳିର ରାସ୍ତା ଅଲଗା ଅଲଗା ଥିଲା , ଏହି ମଧ୍ୟରେ ଏକ ଡିଭାଇଡର୍ ଥିଲା,  ଏହାପରେ ଦୁହେଁ ପ୍ରେମ ଓ ସ୍ନେହର ଭାଗବଣ୍ଟା ହୋଇପାରିଲା ନାହିଁ , ହିନ୍ଦୁମାନେ ମୁସଲିମ୍ ସହ ହାତ ମିଳାଇଲେ , ଏହି ନଜାରା ହୃଦୟକୁ ଆଶ୍ୱସ୍ତି କରେ,  ଏହାକୁ ଦେଖିଲେ ଲାଗେ କି ଆମ ଦେଶରେ ଭଲ ଲୋକ ଅଛନ୍ତି , ଏହି ଫଟୋ ଦେଶର ସବୁଠାରୁ ବଡ ଖାସିୟର୍ ଭଲ ଭାବେ ଜଣାଇଥାଏ , ଦେଶରେ ବହୁତ ଜାତିର ଓ ଧର୍ମର ଲୋକେ ଅଛନ୍ତି , ଏହାପରେ ବି ସମସ୍ତେ ଏକା ସମାନ ସମ୍ମାନ କରନ୍ତି ।

ଯଦି ଏହି ଫଟୋରେ କିଛି ଅସାମାଜିକ ତତ୍ତ୍ୱ ମାନେ ଧର୍ମର ଆଡରେ ଲୋକଙ୍କୁ ଭଡକାଇବା ବି କିଛି ବୁଦ୍ଧି ନିଅନ୍ତୁ , ତେବେ ଏହି ଦେଶ ସ୍ୱର୍ଗ ହୋଇଯିବ , ଏହି ଫଟୋ ଏହି ଦିନରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି , ଏବେ ଏହି ଫଟୋ କେଉଁଠି କାର ଅଟେ ,ଏହା ଏକ ପ୍ରଶ୍ନ ବାଚି ହୋଇଛି, କିଛି ୟୁଜର୍ସ କହିବା କଥା କି ଗୁଜୁରାଟର ସିଲବାସା ସହରର ନଜରା ଅଟେ , ହାଇଦ୍ରାବାଦର ସିଟି ସିପି ଆଇପିଏସ୍ ଅଞ୍ଜନୀ କୁମାର ଏହି ଫଟୋକୁ ୧୧ ସେପ୍ଟେମ୍ବରକୁ ସେୟାର୍ କରାଯାଈଥିଲା,  ଏମିତିରେ ଆମେ କହିପାରିବା କି ଏହି ନଜାରା ହାଇଦ୍ରାବାଦର ଅଟେ , ସେମିତି ସ୍ଥାଣ କିଛି ହେଉ ଏହି ଫଟୋରେ ଏକ ସନ୍ଦେଶ ଲୁଚି ରହିଛି , ଯଦି ଆପଣ ବୁଝିପାରୁନାହାନ୍ତି ତେବେ କଣ କହିପାରିବୁ ।

ସେମିତି ଟ୍ୱିଟରରେ ଏହି ଫଟୋକୁ ନେଇ ଟାଇଟଲ୍ ରଖାଯାଈଛି, ନାଁ ହେଲା ୟୁନାଇଟେଡ୍ ଇଣ୍ତିଆ , ଏହି ଫଟୋରେ ଦେଖିଲେ ଲାଗୁଛି କି ତିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି , ଆପଣଙ୍କୁ କହିଦେବୁ କି ଏହି ଫଟୋ ପ୍ରସିଦ୍ଧ ବ୍ୟାଡମିଣ୍ଟନ୍ ଖେଳାଳୀ ଜ୍ୱାଲା ଗୁଟ୍ଟା ବି ରିଟ୍ୱିଟ୍ କରିଥିଲେ ,ସେମିତି ଯଦି ଆପଣଙ୍କୁ ଏହି ଫଟୋ ପସନ୍ଦ ଆସିଛି , ତେବେ ନିଶ୍ଚିତ ଅନ୍ୟ ମାନଙ୍କର ସହ ସେୟାର୍ କରନ୍ତୁ , ଓ ନିଜ ଦେଶରେ ଶାନ୍ତି ସଦଭାବ୍ ବଜାୟ ରଖନ୍ତୁ ।

Leave a Reply

Your email address will not be published. Required fields are marked *