March 19, 2024

Odia Express

News For Public

ଶୋଇବା ପୂର୍ବରୁ ଘର ଭିତରେ ଜଳାଇ ଦିୟନ୍ତୁ ମାତ୍ର ଗୋଟେ ତେଜ ପତ୍ର, ମାତ୍ର ୫ ମିନିଟ ମଧ୍ୟରେ ଏହି ଗଜବ ପରିବର୍ତନ ଦେଖାଯିବ..

ଆପଣ ସମସ୍ତଙ୍କୁ ଜଣା ଥିବ କି ଏହା ଭାରତୀୟ ମାନଙ୍କ ଘରେ ନିଶ୍ଚିତ ରୋଷେଇ ଘର ମାନଙ୍କରେ ଥିବ , ଏତିକି ନୁହେଁ କହିଦେବୁ କି ତେଜପତ୍ର ମସଲା ଜାତୀୟ ଖାଦ୍ୟ ଭାବେ ପ୍ରୟୋଗ କରାଯାଏ , ଏହା ଛଡା ଆପଣଙ୍କୁ କହିଦେବୁ କି ଏହାର ପ୍ରୟୋଗ ଆୟୁର୍ବେଦିକ ଔଷଧୀ ହିସାବରେ ହୋଇଥାଏ , ଭଲ ତେଜପତ୍ରର ପ୍ରୟୋଗ ଖାଇବାର ସ୍ୱାଦ ବଢାଇବାପାଇଁ ହୋଇଥାଏ , ଆପଣ କେବେ ଭାବିଥିବେ କି ଗୋଟେ ରୋଷେଇରେ ଏକ ଲମ୍ବା ସମୟ ଲାଗିଥାଏ , ଯାହା ପାଇଁ ତେଜପତ୍ରର ପ୍ରୟୋଗ କରାଯାଏ ,

 

ଥରେ ବ୍ୟଜଂନ ତିଆରି ହୋଇଯିବା ପରେ ପରୋସିବା ପୂର୍ବରୁ ତେଜପତ୍ର ବାହାର କରିଦିଆଯାଏ , ତେଜପତ୍ର ଆସିଲେ ସୁଗନ୍ଧ ଖାଦ୍ୟରେ ତାହା ପରିଣତ ହୋଇଯାଏ , ଅଧିକା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ କି ତେଜପତ୍ରରେ ବହୁତ ସ୍ୱାସ୍ଥ୍ୟ ସଂବନ୍ଧୀ ଲାଭ ମିଳିଥାଏ , ପ୍ରାଚିନ କାଳରେ ଏହାର ପ୍ରୟୋଗ ଲିଭର୍ , ଅନ୍ତ, କିଡନୀ ସହ ଚିକିତ୍ସା କରାଯାଉଥିଲା , ବହୁତଥର ଏହାର ବ୍ୟବହାର ମହୁ ମାଛି କାମୁଡିଲେ ଆଘାତ ହୋଇଥିବା ସ୍ଥାନରେ ଲଗାଯାଏ , ବହୁତ ଦିନ ଯାଏଁ ଏହାର ବ୍ୟବହାର ଦ୍ୱାରା ଛୋଟ ବଡ ରୋଗ ନିବାରଣ କରାଯାଇପାରିବ ।

 

ଖାଲି ଏତିକି ନୁହେଁ କଣ ଆପଣ ଜାଣିଛନ୍ତି କି ତେଜପତ୍ରରେ ଆହୁରି ବି ଫାଇଦା ଅଛି , ହଁ ଆଜ୍ଞା, ଏବେ ଏକ ସର୍ଭେରେ ଜଣା ପଡିଲା କି ତେଜପତ୍ରରେ ଚିନ୍ତା ଦୂର କରାଯାଈପାରୁଛି , ତେଜପତ୍ର ଏରୋମେଟିକ୍ ଥାଏ , ଯାହା ସମସ୍ତ ପ୍ରକାରର ସ୍ପା ଆଦିରୁ ରିଲାକ୍ସ ହେବାପାଇଁ ଏରୋମା ଥେରାପି ବ୍ୟବହାର କରିଥାନ୍ତି , ତେଜପତ୍ର ଜରିଆରେ ତାହାର ଆନନ୍ଦ ଓ ନିଜ ଘର ରୁପରେ ଉଠାଇପାରିବା । ଏହା ଛଡା , କହିଦେବୁ କି ତେଜପତ୍ରରେ ବାସନରେ ପକାନ୍ତୁ , ଓ ଜଳାଇଦିଅନ୍ତୁ , ଓ ଏବେ ଏହାକୁ ରୁମ୍ ରେ ରଖିଦିଅନ୍ତୁ , କାରଣ ଏମିତି କରିଲେ ଆପଣଙ୍କୁ ସତେଜ ଅନୁଭବ ହେବ , ଏହା ବହୁତ ଆରାମ ଦାୟକ ହେଲା ଭଳି ଅନୁଭବ ଦେବ , କିଛି ସମୟ ରୁମ୍ ରେ ବସିଲେ ଆରାମ୍ ଲାଗିବ ।

 

ଏତିକି ନୁହେଁ କହିଦେବୁ କି ତେଜପତ୍ର ପ୍ରୟୋଗ ଖାସ୍ କରି ଔଷଧରେ ତିଆରି ସମୟରେ କରାଯେ , ଖାସ୍ କରି ଭାରତୀୟ ଔଷଧଗୁଡିକ , ତେଜପତ୍ରରେ ମସଲାର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ଅଟେ , ଏହାର ପ୍ରୟୋଗ ଆମେ ଆୟୁର୍ବେଦରେ କରାଯାଏ , ଯାହା ବହୁ ପ୍ରକାରର ରୋଗ ପାଈଁ ରାମବାଣ ଚିକିତ୍ସା ଅଟେ । ସେମିତି ଆପଣ ତେଜପତ୍ରରେ ପାଉଡର୍ ସକାଳ ପାଣି ସହ ନେଲେ ଡାଇବେଟିଜ୍ ଦୁର ହୋଇଯାଏ , ଦିନକୁ ଏହା ତିନିଥର ନେବା ଦରକାର ।

ଆପଣଙ୍କୁ କହିଦେବୁ କି ତେଜପତ୍ରର ପ୍ରୟୋଗ ମସ୍ତିସ୍କ ତେଜ୍ କରିବାପାଇଁ କରାଯାଇଥାଏ , ଏଥିରେ ସ୍ମୃତି ଶକ୍ତି ତେଜ୍ ହୋଇଥାଏ , କିଛି ବି ମନେ ପକାଇବା ପାଇଁ ଅସୁବିଧା ହୋଇନଥାଏ , ଏହାକୁ ସବୁଦିନ ଖାଇଲେ ମସ୍ତିସ୍କ ସହ ଯୋଡିହୋଇଥିବା ସବୁ ଅସୁବିଧା ଦୂର ହୋଇଯାଏ , ବୟସ୍କ କିମ୍ବା ବୃଦ୍ଧ ସମୟରେ ମସ୍ତିଷ୍କ ସୃତି ଶକ୍ତି କୁ ନେଇକରି ସମସ୍ୟା ଆସିନହାଏ , ଏହା ଛଡା ତେଜପତ୍ର ମହିଳାମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ ।

Leave a Reply

Your email address will not be published. Required fields are marked *