ମହିଳା ପୋଲିସ୍ ଅଫିସର କାଟିଦେଲେ ନିଜର ମୁଣ୍ତର ବାଳ , କାରଣ ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ…

କେରଳର ଥିସୁର୍ ଜିଲ୍ଲାରେ ମହିଳା ପୋଲିସ୍ ଅଫିସର ପଦରେ କାର୍ଯ୍ୟରତ ଅପର୍ଣ୍ଣା ଲବକୁମାର ଏହି ଦିନରେ ଏକ ସୋସିଆଲ୍ ମିଡିଆରେ ଷ୍ଟାର୍ ହୋଇସାରିଛନ୍ତି , କାରଣ ଏହା କି ସେ ଏକ ଖାସ୍ କାମ କରିଛନ୍ତି , ଯାହା ଲକ୍ଷାଧିକ ଲୋକଙ୍କ ପାଇଁ ପ୍ରେରଣା ହୋଇସାରିଛି , ୪୬ ବର୍ଷୀୟ ଅପର୍ଣ୍ଣା ନିଜ ମୁଣ୍ତର ସବୁ ବାଳକୁ କାଟି ଦେଇଛନ୍ତି , ଏହା ସେ କ୍ୟାନ୍ସର ରୋଗୀଙ୍କପାଇଁ କରିଛନ୍ତି , କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ କେମିୟୋଥେରାପି ହୋଇଥାଏ ଯାହାର କାରଣରୁ ଆପଣଙ୍କ ମୁଣ୍ତର ବାଳ ଜଲଦି ଝଡିଯାଏ , ଏହା ରୋଗୀଙ୍କ ଉପରେ ମାନସିକ ପ୍ରଭାବ ପକାଇଥାଏ , ଏମିତିରେ ଅପର୍ଣ୍ଣା ନିଜ ବାଳକୁ ଏହି କ୍ୟାନ୍ସର ପିଡିତ ବିଗ୍ ର ଦାନ କରିବାକୁ ଚାହୁଁଥିଲେ , ଅପର୍ଣ୍ଣାଙ୍କ ବାଳ ବହୁତ ଲମ୍ବା ଥିଲା , ଯାହା ସେ ଏକ ପୂଣ୍ୟ କାମ ପାଇଁ ଦାନ କରିଛନ୍ତି , ଏବେ ଏହା କାରଣ ତାଙ୍କର ଦେଶସାରା ପ୍ରଶଂସା ହେଉଛି ।

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବି ଅପର୍ଣ୍ଣାଙ୍କ ଏହି କାମ ପାଇଁ ବହୁତ ପ୍ରଶଂସା କରିଥିଲେ , ସେ ଇନଷ୍ଟାଗ୍ରାମରେ ଅପର୍ଣ୍ଣାଙ୍କ ଏକ ଫଟୋ ସହ ଏକ ଷ୍ଟୋରୀ ସେୟାର୍ କରିଥିଲେ,  ଓ ତାଙ୍କୁ ସଲାମ କରିଥିଲେ,  ରିପୋର୍ଟର ଅନୁସାରେ ଅପର୍ଣ୍ଣା ଗତ ମଙ୍ଗଲବାରକୁ ନିଜ ବାଳ କାଟିଥିଲେ,  ହିନ୍ଦୁସ୍ଥାନ ଟାଇମ୍ସର ସହ କଥାବାର୍ତ୍ତାରେ ସେ କହିଲେ କି ଏମିତିରେ ମୋର ଛୋଟ ମୋଟ କାମ ପ୍ରଶଂସାର ପାତ୍ର ମୁଁ ନୁହେଁ , ମୁଁ ଯାହା କଲି ତାହା କେଉଁ ବଡ କଥା ନୁହେଁ , ମୋର ବାଳ ଦୁଇ ବର୍ଷରେ ଆଉଥରେ ଆସିଯିବ , ମୋର ହିସାବରେ ମୋର ଅସଲ ହିରୋ ସେମାନେ ଅଟନ୍ତି ଯେଉଁମାନେ ନିଜ ଅଙ୍ଗ ଦାନ କରନ୍ତି , ବାଳ କେବଳ ଏକ ଲୁକ୍ କୁ ଜଣାଇଥାଏ , ଲୁକ୍ କିଛି ନଥାଏ , ଆପଣଙ୍କୁ କାମ ଅଧିକା ମହତ୍ତ୍ୱ ରଖେ ।

କହିଦେବୁ କି ଏହା ପ୍ରଥମଥର ପାଇଁ ନୁହେଁ ଯାହା ଅପର୍ଣ୍ଣା ପ୍ରଥମଥର ପାଇଁ କରିଛନ୍ତି , ଏହାର ପୂର୍ବରୁ ୧୦ ବର୍ଷ ପୁର୍ବ ଆଉଥରେ ସେ ଚର୍ଚ୍ଚାର ବିଷୟ ହୋଇଥିଲେ,  ତେବେ ସେ ଏକ ଗରିବ ପରିବାର ପାଖରେ ହସ୍ପିଟାଲରେ ଶବ ଘର ନେଇଯିବାକୁ ପଇସା ନଥିଲା,  ଏମିତିରେ ଅପର୍ଣ୍ଣା ନିଜ ସୁନାର ତିନୋଟି ଚୁଡି ଦାନ କରିଦେଇଥିଲେ , ଯେବେ ଅପର୍ଣ୍ଣାଙ୍କୁ ପଚାରାଯାଇଥିଲା , ତେବେ ସେ ବାଳ କାଟିବାର ଚିନ୍ତାଧାରା କିପରି ଆସିଲା ତେବେ ସେ କହିଲେ କି ସେମିତି ମୁଁ ମୋର ବାଳ କିଛି ପରିମାଣରେ ଦାନ କରିଦିଏ , କିନ୍ତୁ ଏହିଥର ମୁଁ ସବୁ ବାଳ ଦାନ କରିବାର ନିଷ୍ପତି ନେଇଥିଲି , ଓ ଲଣ୍ତା ହୋଇଯାଇଥିଲି , ମୁଁ ଏକ ପଞ୍ଚମ କ୍ଲାସ୍ ର ପିଡିତ ଛୁଆ କୁ ଦେଖିଥିଲି , ତାହାର ବାଳ ସବୁ ଝଡିଯାଇଥିଲା , ଓ ତାହାର କଷ୍ଟ ମୁଁ ଜାଣିଥିଲି , ଖାଲି ନିଜ ଜିଲ୍ଲା ପୋଲିସ୍ ଚିପ୍ ଆଇପିଏସ୍ ଏନ୍ ବିଜୟକୁମାର ବାଳ କାଟିବାର ଅନୁମତି ନେଇଥିଲି , ଓ ସେ ଏହାର ପରମିଶନ୍ ଦେଇଥିଲେ ।

କହିଦେବୁ କି ସାଧାରଣତଃ କେରଳ ପୋଲିସ୍ ମ୍ୟାନୁଆଲ୍ ରେ ବର୍ଦୀରେ ରିଲେଟେଡ୍ କିଛି ନିୟମ ଅଛି , ଏଥିରେ ପୁରୁଷ ଙ୍କୁ ନିଜ ଦାଢି ବଢାଇବା ଓ ମୁଣ୍ତ ବାଳ କାଟିବାର ଅନୁମତି ନାହିଁ , ଏହା ନିୟମ ମହିଳାଙ୍କ ଉପରେ ଲାଗୁ ହୋଇଥାଏ , ଯେବେ ଅପର୍ଣ୍ଣା ଆଇପିଏସ୍ ଏନ୍ ବିଜୟକୁମାରଙ୍କୁ ନିଜ ମୁଣ୍ତ ବାଳ କାଟିବାର କାରଣ କହିଲେ ତେବେ ସେ ଖୁସି ହୋଇଥିଲେ , ଓ ଏହାର ଅନୁମତି ଦେଇଥିଲେ , ସେ କହିଲେ କି ମୋତେ ଏହାର ପରମିଶନ୍ ମିଳିବା ପରେ ମୁଁ ବହୁତ ଖୁସି ହୋଇଥିଲି , ସେମିତି ପୁରା ମାମଲା ଲାଇମ୍ ଲାଇଟ୍ ରେ ଯେବେ ଆସିଲା ତେବେ ସ୍ଥାନୀୟ ପାର୍ଲର ଅପର୍ଣ୍ଣାଙ୍କ ବାଳ କାଟିବାର ଷ୍ଟୋରୀ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ।

Leave a Reply

Your email address will not be published. Required fields are marked *