ଭଲ ଭାବେ ଦେଖନ୍ତୁ ଏହି ଚେହେରାକୁ , ଆପଣଙ୍କ ସଂମ୍ପର୍କର ରହସ୍ୟ କହିଥାଏ ଏହି ଫୋଟୋ ଦେଖିବାର ଶୈଳୀ..

ଦୁନିଆଁରେ ସବୁ ବ୍ୟକ୍ତି ଜିନିଷକୁ ଦେଖିବାର ଏକ ଅଲଗା ନଜରିଆ ହୋଇଥାଏ,  ଆମେ କେଉଁ ଖାସ୍ ଜିନିଷ , ବ୍ୟକ୍ତି କିମ୍ବା ସ୍ଥିତିକୁ ଭାବିନେଇକରି ସାଥିରେ ଦେଖିଥାଉ , ହୋଇପାରେ ତାହା ଅନ୍ୟ ଲୋକଙ୍କର ଅଲଗା ରାୟ ହେଉ , ଆଜି ଆମେ ଆପଣଙ୍କୁ ଏହି ନଜରିଆ ବିଷୟରେ କହିବାକୁ ଯାଉଛୁ , ଏଠାରେ ଦେଖିବେ ଏକ ଫଟୋ ନଜର ଆସିବ , ଏହି ଫଟୋକୁ ଭଲ ଭାବେ ଦେଖନ୍ତୁ ,

ଏବେ ଏହି ଫଟୋ ଦେଖିବାପରେ ଆପଣଙ୍କୁ ପ୍ରଥମେ କଣ ନଜର ଆସିଲା , ପୁରୁଷର ନା ମହିଳାର ଚେହେରା , ଏହା ଏକ ଅପଟିକାଲ୍ ଇଲୁଜନ୍ ଅଟେ , ଏଥିରେ ମହିଳା ଓ ପୁରୁଷଙ୍କ ଚେହେରା ଅଙ୍କାଯାଇଛି, କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଫଟୋ ଦେଖିବାପରେ ଆପଣଙ୍କ ସଂମ୍ପର୍କରେ ବହୁତ କିଛି ଜଣା ପଡିପାରେ , ଆପଣଙ୍କୁ ଏହି ଫଟୋ ଦେଖିବାପରେ ସବୁଠାରୁ ପ୍ରଥମେ କେଉଁ ଚେହେରା ଦେଖାଯାଇଛି, ଏହା ମନେ ରଖନ୍ତୁ , ଓ ନିଜ ରିଲେସନସିପ୍ ବିଷୟରେ ଜାଣନ୍ତୁ ,

ଯଦି ଆପଣ ଏକ ମହିଳା ଓ ପ୍ରଥମେ ଏକ ପୁରୁଷର ଚେହେରା ଦେଖିଲେ ତ :ଆପଣଙ୍କ ପ୍ରେମ ପଢିବାର କନସେପ୍ଟ ଓ ଫିଲିଙ୍ଗ୍ ଭଲ ଲାଗିଥାଏ , ନିଜ ପାଇଁ ପରମାନେଣ୍ଟ ଓ ମଜବୁତ୍ ରିଲେସନ୍ କରିବାପାଇଁ ଅପେକ୍ଷା କରନ୍ତି ନାହିଂମ୍

ଯଦି ଆପଣ ଏକ ମହିଳା ଓ ଏକ ମହିଳାଙ୍କ ଚେହେରା ଦେଖିଲେ ତ : ଦୁନିଆଁ ଦ୍ୱାରା ବନାଯାଇଥିବା ସବୁ ନିୟମ ପସନ୍ଦ ଲାଗିବନି , ନିଜ ଜୀବନରେ ନିଜ ତରିକାରେ ବଞ୍ଚିବା ପସନ୍ଦ କରନ୍ତି , ଆପଣଙ୍କ ପ୍ରେମରେ ନୁଆ ନୁଆ ଏକ୍ସପେରିମେଣ୍ଟ କରିବା ପସନ୍ଦ ଲାଗିଥାଏ , ଯଦି ଆପଣ ଏକ ପୁରୁଷ ଓ ପୁରୁଷର ଚେହେରା ଦେଖାଦେଲେ , ତେବେ ଲୋକଙ୍କ ସହ ମିଳାମିଶା କରିବା ଆପଣଙ୍କୁ ଭଲ ଲାଗୁଥିବ , ଆପଣ ତାଙ୍କର କଥା ପସନ୍ଦ କରନିତ୍ , ଯିଏ ଅଧିକା ଭଲ ପାଇବାକୁ ବୁଝିପାରେ ,

ଯଦି ଆପଣ ଏକ ପୁରୁଷ ଓ ମହିଳାଙ୍କ ଚେହେରା ଦେଖିଲ ତ : ଆପଣ ନିଜ ପାଇଁ କେଉଁ ଖାସ୍ ବ୍ୟକ୍ତିର ଅପେକ୍ଷା କରୁଛନ୍ତି , ଆପଣଙ୍କୁ ଆଶା ଅଛି କି ଆପଣ ସେହି ଖାସ୍ ବ୍ୟକ୍ତିକୁ ପାଇବାକୁ ଅପେକ୍ଷା କରିଛନ୍ତି  ।

Leave a Reply

Your email address will not be published. Required fields are marked *