April 20, 2024

Odia Express

News For Public

ନାକ ବନ୍ଦ ଓ କାଶ ପାଇଁ ଅଛନ୍ତି ଯଦି ଚିନ୍ତିତ ତେବେ ଏହାକୁ ଖାଇବାପରେ ୯ ମିନିଟ୍ ପରେ ମିଳିଯିବ ମୁକ୍ତି…

1 min read

ଆଜି କାଲି ମୌସୁମ ବଦଳୁଛି , ଏମିତିରେ ସମସ୍ତେ ଥଣ୍ତା-ଜ୍ୱରରେ ଚିନ୍ତିତ ଅଛନ୍ତି , କେବଳ ଥଣ୍ତା-ଜ୍ୱର ହୁଏ ନାହିଁ ଏହା ବହୁତ ରୋଗକୁ ନେଇକରି ଆସିଥାଏ , ଯଦି କାହାକୁ ଥଣ୍ତା ହୋଇଯାଏ ତେବେ ପୁରା ଶରୀର , ମୁଣ୍ତ ବିନ୍ଧା, ନାକର ବନ୍ଦ ହେବା , କାଶ ଓ ଜ୍ୱର ଆଦି ସମସ୍ୟା ଉତ୍ପନ୍ନ ହୋଇଥାଏ , ଏମିତିରେ ଆପଣ ଡାକ୍ତରଙ୍କ ପାଖକୁ ମେଡିସିନ୍ ଆଣିବାକୁ ଯାଆନ୍ତି , କିନ୍ତୁ ଆମେ ଆପଣଙ୍କୁ ଯେଉଁ ଘରୋଇ ଉପାୟ କହିବାକୁ ଯାଉଛି , ଯାହା ଦ୍ୱାରା ଆପଣଙ୍କ ଥଣ୍ତା ଜ୍ୱର ଏକ ଦମ୍ ଭଲ ହୋଇଯିବ , ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯାଇକରି ମେଡିସିନ୍ ନେବାକୁ ପଡିବନି , ଥଣ୍ତା-ଜ୍ୱର ହେବା ଦ୍ୱାରା ଅଦାର ରସ ଓ ମହୁ ସେବନ କରିଥାନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ କଞ୍ଚା ନୁହେଁ ସିଝାଇକରି ଖାଇବା କହିବୁ , ଏହା ଦ୍ୱାରା ଦୁଇଗୁଣା ଲାଭ ମିଳିବ ।

ସାମଗ୍ରୀ : ଗୁଡ-୧୦୦ଗ୍ରାମ, ଅଦା-ଦୁଇ ରୁ ତିନି ଇଞ୍ଚ ଖଣ୍ତ, ହଲଦି ପାଉଡର୍ ଗୋଟେ ଚାମଚ , ଜୁଆଣି-ଏକ ଚାମଚ

ଏହାକୁ ବନାଇବାପୂର୍ବରୁ ଅଦାକୁ ଭଲ ଭାବେ ଧୋଇଦିଅନ୍ତୁ , ଏବେ ଅଦାକୁ କାଟି ତାହାର ଜୁସ୍ ବାହାର କରିଦିଅନ୍ତୁ , ଅଦା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ମାନାଯାଏ , ଏକ ପ୍ଲେଟ୍ ଗୁଡ ବି ବାହାର କରିଦିଅନ୍ତୁ , ଏକ ବଡ ତଡକା ପ୍ୟାନ୍ କିମ୍ବା କେଉଁ ବାସନରେ ଗ୍ୟାସ୍ ରେ ବସାଇଦିଅନ୍ତୁ , ଓ ତାପରେ ଏହା ଭିତରେ ଗୁଡ, ଅଦାର ଜୁସ୍ , ଜୁଆଣି , ଓ ହଲଦି ପାଉଡର୍ ପକାଇ କିଛି ସମୟ ଭାଜନ୍ତୁ ।

ଯଦି ଆପଣଙ୍କୁ କଞ୍ଚା ହଳଦି ମିଳିଯାଏ , ତେବେ ଏହା ଆପଣଙ୍କ ପାଇଁ ଭଲ ଅଟେ , କିନ୍ତୁ ଯଦି ଆପଣଙ୍କୁ କଞ୍ଚା ହଳଦି ମିଳେ ନାହିଁ , ତେବେ ହଲଦି ପାଉଡର୍ ରୁ ଚଲାଇପାରିବେ , ସବୁ ଜିନିଷକୁ କିଛି ସମୟ ପକାନ୍ତୁ , ଯେବେ ଏହା ଗାଢା ଲାଲ୍ ନ ହୋଇଯିବ ବାହାର କରନ୍ତୁ ନାହିଁ , ଓ ଏହାକୁ ଭାଜିଲା ପରେ ଏହାର ସେବନ କରନ୍ତୁ ।

ସେବନ କରିବାକୁ ହେଲେ ଗୋଟେ ଚାମଚ ବ୍ୟବହାର କରନ୍ତୁ , ଆପଣ ଏହାକୁ ମେଡିସିନ୍ ହିସାବରେ ସକାଳ, ସଂନ୍ଧ୍ୟା, ଓ ଦ୍ୱିପହର ତିନି ଟାଇମ୍ କରିପାରିବା , କିନ୍ତୁ ଏହି କଥା ଧ୍ୟାନ କରନ୍ତୁ , ଯେବେ ଆପଣ ଖାଇବେ ତେବେ ପାଣି ପିଅନ୍ତୁ ନାହିଁ , ବରଂ କିଛି ସମୟ ପାଣି ପିଉଛତ୍ନ୍ତି , ଆପଣ ଏହା ନିଜ ଛୁଆଙ୍କୁ ବି ଦିଅନ୍ତୁ , କାରଣ ଛୁଆ ଏହାକୁ ବହୁତ ସଉକ ସହ ଖାଇବେ , ଓ ଥଣ୍ତା ଜ୍ୱର ଠିକ୍ ହୋଇଯିବ , କାରଣ ଛୁଆ ବେଶୀ ଏହାକୁ ଖାଇବାକୁ କୁଣ୍ଠାବୋଧ କରନ୍ତି , ଅଦାର ଜୁସ୍ ଟିକିଏ କଡା ହୋଇଥାଏ , ଯଦି ଆପଣ ଛୁଆଙ୍କୁ ଅଦାର ଜୁସ୍ ଦେବେ ସେ ପିଇବେ ନାହିଁ , କିନ୍ତୁ ଯଦି ଆପଣ ସଠିକ୍ ତରିକାରେ ବନାଇବେ ତେବେ ବହୁତ ଜଲଦି ଖାଇନେବେ , କାରଣ ଏଥିରେ ଗୁଡର ମିଠା ଅଛି , ଗୁଡରେ ଆଇରନ୍ ଭରପୁର୍ ମାତ୍ରା ମିଳିଥାଏ ।

Leave a Reply

Your email address will not be published. Required fields are marked *