April 18, 2024

Odia Express

News For Public

ଏହି ଉପାୟ ଗୁଡିକୁ ଦୀପାବଳୀରେ କରିଲେ ଆପଣଙ୍କ ଆୟ ବୃଦ୍ଧି ହେବ , ଆର୍ଥିକ ସମସ୍ୟାରୁ ମିଳିବ ମୁକ୍ତି..

ଦୀପାବଳୀ ଦିନ ଧନର ଦେବି ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରାଯାଏ , ଏହା ଏକ ବିଶେଷ ଦିନ ଅଟେ , ଏହି ଦିନରେ ଲୋକେ ମା ଲକ୍ଷ୍ମୀଙ୍କୁ ପୁଜା ଅର୍ଚ୍ଚନା କରି ଧନ ଧ୍ୟାନ୍ୟ ପାଇଁ କାମନା କରନ୍ତି , ତନ୍ତ୍ର ମନ୍ତ୍ରକୁ ମାନୁଥିବା ଲୋକେ ଏହି ଦିନ ବହୁତ ଉପାୟ କରିଥାନ୍ତି , ସିଦ୍ଧି କାମନା ପାଇଁ ଏହି ଦିନ ଖାସ୍ ବୋଲି ଜଣାଯାଏ , ଏମିତି କୁହାଯାଇଛି କି ଯଦି ଦୀପାବଳୀ ଦିନ କିଛି ସରଳ ଉପାୟ କରିବେ ତେବେ ଏଥିରେ ବ୍ୟକ୍ତି ଜୀବନରେ ବହୁତ ଅସୁବିଧା ଦୂର ହୋଇଯିବ , ବିଶେଷ ରୁପରେ ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧାରୁ ମୁକ୍ତି ମିଳିବ ।ଆଜି ଆମେ ଆପଣଙ୍କୁ ଦୀପାବଳୀର କିଛି ଏପରି ସରଳ ଉପାୟଗୁଡିକ କହିବୁ ଯାହାକୁ ଯଦି ଆପଣ ଆପଣାଇନିଅନ୍ତି ତେବେ ଏହା ଦ୍ୱାରା ଆର୍ଥିକ କ୍ଷତିରୁ ରକ୍ଷାପାଇପାରିବେ , ଏହି ଉପାୟଗୁଡିକ ଶିଘ୍ର କରିଲେ ଲାଭ ପ୍ରାପ୍ତି କରିବେ , ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ ,

ଦୀପାବଳୀରେ ଏହି ନିମ୍ନ ଲିଖିତ ଉପାୟଗୁଡିକ ଆପଣାନ୍ତୁ ।

୧) ସବୁ ବ୍ୟକ୍ତି ଚାହେଁ କି ତାହାର ଆମଦାନୀରେ ବୃଦ୍ଧି ହେଉ , କିନ୍ତୁ କେଉଁ ନା କେଉଁ କାରଣରୁ ନାନାଦି ଅସୁବିଧାର ସମ୍ମୁଖିନ ହେବାକୁ ପଡେ , ଯଦି ଆପଣ ଆୟରେ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏମିତି ସ୍ଥିତିରେ ଦିପାବଳୀ ଦିଅନ୍ ସାବୁତ୍ , ଉଡତ, ଦହି, ସିନ୍ଦୁର ନେଇକରି ଅଶ୍ୱତଥ ଗଛ ଜଡରେ ରଖିଦିଅନ୍ତୁ , ଓ ସେଠାରେ ଏକ ଘିଅର ଦୀପ ଲଗାନ୍ତୁ , ଏହା ଦ୍ୱାରା ଆମଦାନୀରେ ବୃଦ୍ଧି ହେବ ।

୨)ଯଦି ଆପଣ କଠିନ ପରିଶ୍ରମ କରି ପଇସା କମାଇଛନ୍ତି କିନ୍ତୁ ଅଯଥା ଖର୍ଚ୍ଚ ହୋଇଯାଉଛି , ତେବେ ହତୟା ଯୋଡି ରେ ସିନ୍ଦୁର ଲଗାଇ ଧନ ରହୁଥିବା ସ୍ଥାନରେ ରଖିଦିଅନ୍ତୁ , ଏହା ଦ୍ୱାରା ଆମଦାନୀ ବି ବୃଦ୍ଧି ହେବ , ଓ ଅଯଥା ଖର୍ଚ୍ଚ ବି କମ୍ ହେବାକୁ ଲାଗିବ

୩)ଯଦି ଆପଣ ଚାହୁଁଛନ୍ତି କି ଆଲମୀରାରେ ପଇସା ଭରିରହୁ , ତେବେ ଆଖୁର ଜଡରେ ଲାଲ କପଡା ଗୁଡାଇ ତାହାର ଉପରେ ସିନ୍ଦୁର ଲଗାଇ ଚନ୍ଦନ ଲଗାଇଦିଅନ୍ତୁ , ଓ ଏହାକୁ ନିଜ ଆଲମୀରାରେ ରଖିଦିଅନ୍ତୁ ।

୪) ଯଦି ଆପଣ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଦୀପାବଳୀ ଦିଅନ୍ ମାତା ଲକ୍ଷ୍ମୀଙ୍କର ପୁଜା କରୁଥିବା ବେଳେ ଗୋମତୀ ଚକ୍ରକୁ ପୁଜାର ଥାଳୀରେ ରଖି ମାତା ଲକ୍ଷ୍ମୀଙ୍କର ପୁଜା କରନ୍ତୁ ।

୫) ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କୁ ସବାରୀ ପେଚା ଅଛି , ଯଦି ଆପଣ ଦୀପାବଳୀର ରାତିରେ କେଉଁ ପେଚାର ଫଟୋ ଆଲମୀରାରେ ରଖନ୍ତି , ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେଆଗମନ ହେବେ ।

୬) ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ ଅଶ୍ୱତଥ ଗଛର ପତ୍ରରେ ଦିପ ଲଗାନ୍ତୁ , ଓ ଜଳରେ ପ୍ରବାହିତ କରିଦିଅନ୍ତୁ ।

୭) ଧନର ହାନିରୁ ରକ୍ଷା ପାଇବା ପାଇଁ ଆପଣ ଦୀପାବଳୀରେ ପୁଜା କରିବାପରେ କଳା ରାଶି ହାତରେ ନେଇକରି ସବୁ ଘର ଲୋକଙ୍କୁ ମୁଣ୍ତରେ ସାତଥର ବୁଲାନ୍ତୁ , ଓ ତାହାପକାଇଦିଅନ୍ତୁ ।

୮) ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରେ ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧାର ସମାପ୍ତି ହେଉ , ତେବେ ଦିପାବଳିର ସଂନ୍ଧ୍ୟାରେ ବରଗଛର ତଳେ ଗଣ୍ଠି ପକାନ୍ତୁ , ଓ ଧନ ଲାଭ ହେବାର ପରେ ଏହି ଗଣ୍ଠିକୁ ଖୋଲି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *