March 25, 2024

Odia Express

News For Public

ଗରୁଡ ପୁରାଣ ଅନୁସାରେ ଯଦି ଆପଣଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ରହିଛି ଏହି ସବୁ ଗୁଣ , ତେବେ ବୁଝିଯିବେ କି ଆପଣ ଅଟନ୍ତି ବଡ ଭାଗ୍ୟଶାଳୀ..

ହିନ୍ଦୁ ଧର୍ମରେ ସ୍ୱାମୀ –ସ୍ତ୍ରୀର ସମ୍ପର୍କକୁ ବହୁତ ପବିତ୍ର ବୋଲି ମାନାଯାଇଛି , ଯେଉଁଥିରେ ଦୁହେଁ ଜଣେ ଅନ୍ୟ ଜଣଙ୍କୁ ସୁଖ ଦୁଃଖରେ ସାଥି ଦେଇଥାନ୍ତି , ହିନ୍ଦୁ ଧର୍ମରେ ସ୍ତ୍ରୀ କୁ ସ୍ୱାମୀ ଅର୍ଦ୍ଧାଙ୍ଗିନୀ ବି କୁହାଯାଇଥାଏ , ଏହା ସହ ବହୁତ ଗ୍ରନ୍ଥରେ ଏହି ସଂମ୍ପର୍କକୁ ନେଇକରି ବହୁତ କଥା କୁହାଯାଈଛି , ଗରୁଡ ପୁରାଣରେ ବି ଜଣେ ସ୍ତ୍ରୀର କିଛି ଗୁଣ ବିଷୟରେ କୁହାଯାଇଛି , ଯାହା ସ୍ୱାମୀ ଭାଗ୍ୟଶାଳୀ ହେବାର ସଙ୍କେତ ଦେଇଥାଏ , ତେବେ ଆଜି ଆମେ ଆପଣଙ୍କୁ ସେହି ଗୁଣ ଗୁଡିକ ବିଷୟରେ କହିବାକୁ ଯାଊଛୁ , ତେବେ ଆସନ୍ତୁ ଜାଣିବା ଗରୁଡ ପୁରାଣରେ ବର୍ଣ୍ଣିତ ମହିଳାମାନଙ୍କର ଗୁଣ ବିଷୟରେ ।

ଗୃହ କାର୍ଯ୍ୟରେ ଦକ୍ଷ : ଗୃହ କାର୍ଯ୍ୟ ମାନେ ଘରର କାମ , ଯେଉଁ ସ୍ତ୍ରୀ ଘରେ ସବୁ କାର୍ଯ୍ୟ ଯେପରି ଭୋଜନ ତିଆରି କରିବା , ସଫା ସଫେଇ କରିବା , ଘରକୁ ସଜାଇବା , କପଡା ବାସନ ଆଦି ସଫା କରିବା , ଦାୟିତ୍ୱ ଠିକ୍ ଭାବରେ ନିଭାଇଥାଏ , ଘରକୁ ଆସିଥିବା ଅତିଥିଙ୍କୁ ମାନ ସମ୍ମାନ ଦେଇଥାଏ , କମ ସଂସାଧନରୁ ଗୃହସ୍ଥି ଚଲାଇବା ଆଦି କାର୍ଯ୍ୟରେ ନିପୁଣ ହୋଇଥାଏ , ତାହାକୁ ଗୃହ କାର୍ଯ୍ୟରେ ଦକ୍ଷ ବୋଲି ମାନାଯାଇଥାଏ , ଏହି ଗୁଣ ଯେଉଁ ସ୍ତ୍ରୀ ରେ ହୋଇଥାଏ , ସେ ନିଜ ସ୍ୱାମୀଙ୍କର ପ୍ରିୟ ହୋଇଥାନ୍ତି ।

ମଧୁର କଥା କହୁଥିବା ସ୍ତ୍ରୀ : ସ୍ତ୍ରୀକୁ ନିଜ ସ୍ୱାମୀ ଠାରୁ ସଦୈବ ସଂୟମିତ ଭାଷାରେ କଥା ବାର୍ତ୍ତା କରିବା ଉଚିତ୍ , ସଂୟମିତ ଭାଷା ମାନେ ଧୀରେ ଧିରେ ପ୍ରେମ ପୁର୍ବକ , ସ୍ତ୍ରୀ ଦ୍ୱାରା ଏହି ପ୍ରକାରର କଥା କରିଲେ ସ୍ୱାମୀ ବି ତାହାର କଥାକୁ ଧ୍ୟାନରେ ଶୁଣିଥାଏ , ଓ ତାହାର ଇଚ୍ଛାକୁ ପୁରା କରିବାକୁ ଚେଷ୍ଟିତ ହୋଇଥାଏ , ସ୍ୱାମୀ ଛଡା ସ୍ତ୍ରୀ କୁ ନେଇକରି ଘରର ଅନ୍ୟ ସଦସ୍ୟଙ୍କ ପରି ଶାଶୁ ଶଶୁର , ଦିଅର ନଣନ୍ଦ, ଦେଢଶୁର ଓ ତାଙ୍କର ସ୍ତ୍ରୀ ସହ ପ୍ରେମପୂର୍ବକ ସହ କଥା କରିବା ଉଚିତ୍ , କହିବାର ତରିକା ସ୍ୱାମୀ ସହ ପରିବାରର ଅନ୍ୟ ସଦସ୍ୟଙ୍କ ମନରେ ପ୍ରେମ ଭାବ ସୃଷ୍ଟି କରିଥାଏ ।

ସ୍ୱାମୀର ସବୁ କଥା ମାନୁଥିବା ସ୍ତ୍ରୀ : ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ସବୁ କଥା ମାନିଥାଏ ଓ ସଦୈବ ତାହାର ଆଦେଶ ପାଳନ କରିଥାଏ , ଓ ତାହାର ଧର୍ମ ଗ୍ରନ୍ଥରେ ପତିବ୍ରତା କୁହାଯାଇଥାଏ , ପତିବ୍ରତା ସ୍ୱାମୀ ସବୁବେଳେ ନିଜ ସ୍ତ୍ରୀ ସେବା କରିଥାଏ , ଭୁଲ୍ ରେ ବି କେବେ ନିଜ ସ୍ୱାମୀର ମନକୁ ଦୁଃଖାଇବା ଉଚିତ୍ ନୁହେଁ , ଯଦି ସ୍ୱାମୀକୁ କିଛି ଦୁଃଖ କହିଥାଏ ତେବେ ସେ ପୂର୍ଣ୍ଣ ସଂୟମିତ ହୋଇକରି କହିଥାଏ , ସବୁ ପ୍ରକାରର ସ୍ୱାମୀକୁ ପ୍ରସନ୍ନ ରଖିବାର ପ୍ରୟାସ କରିଥାଏ , ସ୍ୱାମୀ ଛଡା କେବେ କେଉଁ ଅନ୍ୟ ପୁରୁଷ ବିଷୟରେ କେବେ ଭାବିନଥାଏ , ଧର୍ମଗ୍ରନ୍ଥରେ ଏମିତି ସ୍ତ୍ରୀକୁ ସ୍ୱାମୀ ପରାୟଣା କୁହାଯାଈଥାଏ ।

ଧର୍ମକୁ ପାଳୁଥିବା ସ୍ତ୍ରୀ : ଜଣେ ସ୍ତ୍ରୀ ସବୁବେଳେ ନିଜର ଏହି ଧର୍ମ ହୋଇଥାଏ କି ସେ ନିଜ ସ୍ୱାମୀ ଓ ପରିବାର ହିତରେ ଭାବିବ , କିଛି କାମ ଏପରି ନକରୁ ଯାହା ଦ୍ୱାରା ସ୍ୱାମୀ କିମ୍ବା ପରିବାର ଉପରେ ଅହିତ ହେଉ , ଗରୁଡ ପୁରାଣରେ ଯେଉଁ ସ୍ତ୍ରୀ ସବୁଦିନ ସ୍ନାନ କରି ସ୍ୱାମୀଙ୍କ ପାଈଁ ସାଜସଜ୍ଜା କରେ କମ୍ ଖାଈଥାଏ , କମ୍ କହିଥାଏ , ତଥା ମଙ୍ଗଳ ଚିହ୍ନରେ ଯୁକ୍ତ ଅଟେ , ଯିଏ ନିରନ୍ତର ନିଜ ଧର୍ମର ପାଳନ କରିଥାଏ , ତଥା ନିଜ ସ୍ୱାମୀର ପ୍ରିୟ ହୋଇଥାଏ , ତାକୁ ସଚ୍ଚା ଅର୍ଥରେ ସ୍ତ୍ରୀ ମାନିବା ଉଚିତ୍ , ଯାହାର ସ୍ତ୍ରୀ ମଧ୍ୟରେ ଏହି ସବୁ ଗୁଣ ଅଛି ତାହା ସ୍ୱୟଂ ଦେବରାଜ ଇନ୍ଦ୍ର ହିଁ ବୁଝିବା ଉଚିତ୍ ।

Leave a Reply

Your email address will not be published. Required fields are marked *