March 28, 2024

Odia Express

News For Public

ସ୍ତ୍ରୀଙ୍କର ଦିୱାନା ହୋଇଥାନ୍ତି ଏହି ଚାରୋଟି ନାଁ ଥିବା ପୁରୁଷ, ବୋଧେ ଆପଣଙ୍କ ସ୍ୱାମୀ ଏହି ଅକ୍ଷରରୁ ଆରମ୍ଭ ହୋଇନାହାନ୍ତି ତ ?

1 min read

ଏହି ଦୁନିଆଁରେ ସେ ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତେ ଜୀବନରେ ଏମିତି ଏକ ସମୟ ଆସିଥାଏ କି ଯେବେ କିଏ କାହାକୁ ପସନ୍ଦ କରିଥାଏ , ଓ ତାହାର ନିଜର ଏକ ଜୀବନସାଥୀ ଖୋଜିଥାଏ , ଯେବେ କେଉଁ ଝିଅର ବାହାଘର ହୋଇଥାଏ ତେବେ ତାକୁ ଏକ ନୁଆ ଘର ମିଳିଥାଏ , ଓ ପୁରା ଦୁନିଆଁ ବଦଳିଯାଇଥାଏ , ଓ ସବୁ ଝିଅର ଗୋଟିଏ ସ୍ୱପ୍ନ ଥାଏ କି ତାର ସ୍ୱାମୀ ତାର ସବୁ କଥା ଶୁଣୂ ,ଓ ଅଧିକା ଭଲ ପାଉ , ଓ ଝିଅ ସବୁ ବଡ ଛୋଟ ଇଚ୍ଛାକୁ ବିଶେଷ ରୁପରେ ଧ୍ୟାନ ଦେଉ , ବହୁତ ସାରା ଝିଅଙ୍କୁ ଏମିତି ସ୍ୱାମୀ ମିଳିଯାଏ , ଯିଏ ନିଜ ସ୍ୱପ୍ନରେ ଫିଟ୍ ବସନ୍ତି , କିନ୍ତୁ ବହୁତ ସାରା ଝିଅଙ୍କୁ ଏମିତି ସ୍ୱାମୀ ମିଳିଯାଏ ଯିଏକି ତାଙ୍କର କିଛି କଥା ଶୁଣନ୍ତି ନାହିଁ , ଯଦି ଆପଣ ଭାଗ୍ୟବାନ ଅଟନ୍ତି , ତେବେ ଆପଣଙ୍କୁ ଏମିତି ଏକ ଭଲ ସ୍ୱାମୀ ମିଳିଯାଏ ଯିଏକି ସବୁ କଥା ଶୁଣୁ । ଆମ ଶାସ୍ତ୍ରରେ ପ୍ରଥମ ଅକ୍ଷର ନାଁ ଆମ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ , ଏମିତି ମାନାଯାଏ କି ଆମ ନାଁର ପ୍ରଥମ ଅକ୍ଷର ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ , ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ କେଉଁ ପୁଅର ନାଁର ପ୍ରଥମ ଅକ୍ଷରର ମହତ୍ତ୍ୱ ବିଷୟରେ ଆଲୋଚନା କରିବୁ , ଯାହା ଦ୍ୱାରା ଆପଣଙ୍କୁ ଜଣା ପଡିଯିବ କି ଆପଣଙ୍କର ହେବାକୁ ଥିବା ସ୍ୱାମୀଙ୍କର ସ୍ୱଭାବ କିପରି ହେବ , ଆସନ୍ତୁ ଜାଣିବା ।

K ନାମକ ପୁରୁଷ : ଏହି ଅକ୍ଷରର ନାଁ ଥିବା ପୁରୁଷ ସ୍ୱଭାବ ବହୁତ ଜିଦ୍ଦି ହୋଇଥାଏ ,  କିନ୍ତୁ ଏପରି ହୋଇଥିବା ସତ୍ତ୍ୱେ ବି ସେମାନେ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି , ଓ ସେମାନେ ନିଜ ସ୍ତ୍ରୀର ସବୁ କଥା ବାହାଘର ପରେ ସବୁ କଥା ମାନିଥାନ୍ତି , ବାହାଘର ପୁର୍ବରୁ ସେମାନଙ୍କ ଯେପରି ବ୍ୟବହାର ଥାଏ ତାହା ବାହାଘର ପରେ ବଦଳିଯାଏ , ଓ ସେମାନେ ନିଜ ପାର୍ଟନର୍ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରୁହନ୍ତି , ଯଦି ଆପଣଙ୍କ ଜୀବନରେ ଏପରି ପୁରୁଷ ଆସିଥାନ୍ତି , ତେବେ ଆପଣଙ୍କ ଜୀବନରେ ସବୁ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

A ନାମକ ପୁରୁଷ : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ପୁରୁଷ ନିଜ ସ୍ତ୍ରୀମାନଙ୍କୁ ବହୁତ ଯତ୍ନବାନ ହୋଇଥାନ୍ତି , ଏହି ନାଁର ଲୋକେ ନିଜ ସ୍ତ୍ରୀକୁ ବହୁତ ଅଧିକା ଧ୍ୟାନ ଦିଅନ୍ତି , ଓ ସେମାନେ ନିଜ ସ୍ତ୍ରୀକୁ ଯେ କୌଣସି ପ୍ରକାରର ସାହାଯ୍ୟ ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ , ଓ ଏମାନଙ୍କର ନଜରିଆରେ ଅନ୍ୟ କେଉଁ ଝିଅ ଦେଖାଯାଆନ୍ତି ନାହିଁ , ଏମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି

R ନାମକ ପୁରୁଷ : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ପୁରୁଷ ନିଜର ଛୋଟ ବଡ କଥାକୁ ଯତ୍ନବାନ ରଖିକରି ବହୁତ ଆଗକୁ ନେଇଯାଆନ୍ତି , ଓ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରୁହନ୍ତି , ଯଦି ଆପଣଙ୍କ ଜୀବନରେ ଜୀବନସାଥୀ ଏହି ନାଁରୁ ଆରମ୍ଭ ହୋଇଥାଏ ତେବେ ଆପଣ ପ୍ରକୃତରେ ଭାଗ୍ୟବତୀ ହୋଇଥାନ୍ତି ।

P ନାମକ ପୁରୁଷ : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ପୁରୁଷ ହୃଦୟର ସଫା ହୋଇଥାନ୍ତି , ଓ ସେମାନେ ସବୁବେଳେ ଇମାନଦାର୍ ହୋଇଥାନ୍ତି , ସେ ନିଜର ସ୍ତ୍ରୀକୁ ସବୁବେଳେ ଯତ୍ନ ନେଇଥାନ୍ତି , ଏମାନଙ୍କର ସେନ୍ସ ଅଫ୍ ହ୍ୟୁମର୍ ବହୁତ ଭଲ ହୋଇଥାଏ , ସେମାନେ ବହୁତ ଜଲଦି ବୁଝିପାରନ୍ତି କି ତାଙ୍କର ସ୍ତ୍ରୀ ତାଙ୍କ ଠାରୁ କଣ ଆଶା କରୁଛି , କିନ୍ତୁ ଏହା ସବୁ ପରେ ପାର୍ଟନର୍ ଓ ରିଲେସନସିପ୍ ପାଇଁ ଏମାନଙ୍କ ଡେଡିକେସନ୍ ତାଙ୍କୁ ଏକ ଭଲ ସ୍ୱାମୀ ବନାଇଥାଏ ।

Leave a Reply

Your email address will not be published. Required fields are marked *