April 19, 2024

Odia Express

News For Public

ଯେଉଁ ଘରେ ବୋହୂ କରିଥାନ୍ତି ଏହି କାମ , ତାଙ୍କୁ ଶାଶୁଙ୍କର ଠାରୁ ମିଳିଥାଏ ବହୁତ ସାରା ଭଲ ପାଇବା..

1 min read

ଶାଶୁ ବୋହୂ ନଣନ୍ଦ ଭାଉଜ କିଛିଟା ଘରେ ହୋଇଥାନ୍ତି , ବହୁତ କମ୍ ଘର ଏମିତି ହୋଇଥାନ୍ତି ଯେଉଁଠି ଶାଶୁ ବୋହୁ ଓ ନଣନ୍ଦ ଭାଉଜଙ୍କ ମଧ୍ୟରେ ଲଢେଇ ଝଗଡା ଶୁଣିବାକୁ ନ ମିଳେ । ବାହାଘର ପରେ ଝିଅ ବାହାହୋଇପାରିଲା ପରେ ଝିଅପାଇଁ ଏହା ମୁସକିଲ୍ ସମୟ ହୋଇଥାଏ । ସେ ନିଜ ବୁଝାମଣାରୁ ଶଶୁରଘର ଲୋକଙ୍କୁ ଖୁସି କରାଇବାପାଇଁ ଭଲ କାମ କରିଥାଏ , କିନ୍ତୁ କେବେ କେବେ ସେ ଏମିତି କିଛି ଏପରି କାମ କରିଯାଏ, ଯାହାର କାରଣରୁ ତାକୁ ଗାଳି ପଡିଥାଏ , ଆଜି ଆମେ ଆପଣଙ୍କୁ ବୋହୁଙ୍କର କିଛି ଏପରି କାମ କହିବାକୁ ଯାଉଛୁ , ଯାହାଙ୍କ କାମ କରିଲେ ସେ ଶଶୁରଘରୁ ବହୁତ ଭଲ ପାଇବା ପାଇଥାନ୍ତି ।

ସବୁ ବୋହୂ ଚାହନ୍ତି କି ଶଶୁରଘରେ ତାକୁ ଝିଅ ପରି ଭଲ ପାଇବା ମିଳୁ , ଏମିତି ଭଲ ପାଇବା ସେତେବେଳେ ମିଳିଥାଏ ଯେବେ ସେ ଶାଶୁର ମନ ମୁତାବିକ କିଛି କାମ କରେ , ଓ ସେ ଚାହଁନ୍ତି କି ତାଙ୍କ ବୋହୁ ତାଙ୍କ ଝିଅ ପରି ତାଙ୍କ ସାଙ୍ଗରେ ରହୁ , ଏମିତିରେ ପ୍ରଥମ କାମ ଖାଦ୍ୟ ଉପରେ ହୋଇଥାଏ , ଖାଇବା ଯାହା ନିଜ ଆଡକୁ ଆକର୍ଷିତ କରେ , ସେମିତି ଆପଣ ସ୍ୱାଦିଷ୍ଟ ଖାସ୍ୟ ପରିବେଶଣ ନ କରନ୍ତୁ , କିନ୍ତୁ ନିଜ ଶାଶୁର ରାୟ ନେବା ସହ କାର୍ଯ୍ୟରେ ଲଗାଇଲେ ଏହା ଦ୍ୱାରା ଶାଶୁ-ବୋହୁ ମଧ୍ୟରେ ଘନିଷ୍ଠତା ବୃଦ୍ଧି ହୁଏ , ଓ ଶାଶୁ ବହୁତ ଭଲ ପାଆନ୍ତି ।

ଏହି କଥାତ ଆପଣ ବହିରେ ଶୁଣିଥିବେ କି କାହାକୁ ଯଦି ଇଜ୍ଜତ ଦେବେ ତେବେ ସେ ଆପଣଙ୍କୁ ଇଜ୍ଜତ ଦେବେ , ସେମିତି ଶାଶୁଙ୍କର ଗାଳି ପଡୁଥିବ କିନ୍ତୁ ତାଙ୍କୁ ବଦଳରେ କେବେ ବି ଉତ୍ତର ଦେବେ ନାହିଂମ୍ , ଏହା ସବୁଠାରୁ ଉତ୍ତମ ବୋହୁର ଖାସିୟତ୍ ହୋଇଥାଏ , ସବୁଦିନ ଗାଳି କଲେ ସୁଦ୍ଧା ଦିନେ ନା ଦିନେ ଶାଶୁର ମନ ତରଳିଯାଇଥାଏ , ଓ ସେ ଗାଳି କରିବା ପରିବର୍ତ୍ତେ ଭଲ ପାଇବା ଦେଇଥାଏ ।

ଅଧିକାଂଶ କେସ୍ ରେ ଶାଶୁ ବୋହୁଙ୍କ ମେଳ ଲଢେଇ ଝଗଡା ଯୋଗୁଁ ହୋଇପାରିନଥାଏ , ଯଦି ଆପଣଙ୍କୁ ନିଜ ଶାଶୁଙ୍କର ବିଚାର ଭଲ ନ ଲାଗୁଥାଏ ତେବେ ଲଢେଇ ଝଗଡା ନ କରି ଲଜିକାଲି ଓ ଉଦାହରଣ ସହ ତାଙ୍କୁ ନିଜ ସହ କଥାବାର୍ତ୍ତା କରାନ୍ତୁ , ଓ ସେ ଯେବେ ବୁଝିଯିବେ , ତାଙ୍କ ଫଇସଲା ବଦଳି ପାରେ ।

Leave a Reply

Your email address will not be published. Required fields are marked *