April 14, 2024

Odia Express

News For Public

କଣ ଆପଣ ଜାଣିଛନ୍ତି ଟ୍ରେନର ଡବାରେ ଲେଖା ହୋଇଥିବା ନମ୍ବରର ମତଲବ , ଯଦି ଜାଣିନାହାନ୍ତି ତେବେ ଜାଣିନିଅନ୍ତୁ ଏହି ବିଷୟରେ….

1 min read

ଆପଣମାନେ ଟ୍ରେନ୍ ରେ ନିଶ୍ଚିତ ଯାତ୍ରା କରୁଥିବେ ତେବେ ଯାତ୍ରା କରୁଥିବା ବେଳେ ଡବାରେ ଲେଖାହୋଇଥିବା ନମ୍ବରଗୁଡିକ ନିଶ୍ଚିତ ଦେଖିଥିବେ , କିନ୍ତୁ ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଏହି ବିଷୟରେ ଭାବୁଥିବେ କି ଏହି ସିଗରେଟ୍ ଡିଜିଟ୍ ର କୋଡ୍ ନମ୍ବରର କଣ ମତଲବ ଅଛି , ଟ୍ରେନର ସବୁ ଡବାରେ ଏହି ନମ୍ବର କଣ ପାଇଁ ଲେଖା ହୋଇଥାଏ । କିନ୍ତୁ କେବେ ଆପଣ ଏହି ନମ୍ବର କଣ ପାଇଁ ଲେଖା ହୋଇଥାଏ ତାହା ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି ତେବେ ଆଜି  ଆମେ ସେହି ବିଷୟରେ କିଛି ସୁଚନା ଦେବୁ ଯାହାକୁ ଜାଣିଲେ ଆପଣ ସ୍ପଷ୍ଟ ହୋଇଯିବେ କି କଣ ପାଇଁ ଟ୍ରେନର ଡବାରେ ସେହି ଡିଜିଟ୍ ର ନମ୍ବର ଲେଖା ହୋଇଥାଏ ।ଆପଣଙ୍କୁ କହିଦେବୁ କି ଏହି ନମ୍ବର ଏସି ଚେୟାରକାର ଲେଖାହୋଇଥାଏ , ୨୦୧-୪୦୦ ପର୍ଯ୍ୟନ୍ତ ସ୍ଲିପର୍ ସେକେଣ୍ତ କ୍ଲାସ୍ , ୪୦୧-୬୦୦ ପର୍ଯ୍ୟନ୍ତ ଜେନେରାଲ୍ ସେକେଣ୍ତ କ୍ଲାସ୍, ୬୦୧-୭୦୦ ଜନ ଶତାର୍ଦ୍ଧୀ ଚେୟାର କାର୍ , ୭୦୧-୮୦୦ ପର୍ଯ୍ୟନ୍ତ ସିଟିଙ୍ଗ୍ ଆଣ୍ତ ଲଗେଜ୍ ଆପଣଙ୍କୁ କହିଦେବୁ କି ସବୁ ସଂଖ୍ୟା କହେ କି ଡବାର ନିର୍ମାଣ କେବେ ହେଲା ,

ଟ୍ରେନର ଡବାରେ ଏହି ନମ୍ବର ୪ ରୁ ୬ ଅଙ୍କ ବିଶିଷ୍ଟ ହୋଇଥାଏ , ଏହି ନମ୍ବର ଦ୍ୱାରା ସୁଚନା ମିଳେ କି ରେଳର ଡବା କେଉଁ ଶ୍ରେଣୀର ଅଟେ, ଓ ଏହି ଡବା କେଉଁ ରେଲୱେ ଜୋନ୍ ଦ୍ୱାରା ଆସିଥାଏ , ଟ୍ରେନର ଡବାର ବାହାର ଲେଖା ହୋଇଥିବା ସଂଖ୍ୟାର ଆରମ୍ଭ ଅଙ୍କ ଏହା ଦର୍ଶାଇଥାଏ କି ଏହି ଟ୍ରେନର ଡବା ୮୪୩୯ ଲେଖା ହୋଇଥାଏ , ଏହାର ମତଲବ ଟ୍ରେନର ଡବା ୧୯୮୪ ରେ ତିଆରି ହୋଇଛି, ସେମିତି ଡବାର ଉପର ସଂଖ୍ୟା ୦୪୦୫୨ ଲେଖା ହୋଇଥିଲେ ତେବେ ଏହାର ମତଲବ ୨୦୦୪ ରେ ଏହା ତିଆରି ହୋଇଛି ,

ସେମିତି ଆଗକୁ ଲେଖା ହୋଇଥିବା ନମ୍ବର ଏହା ଜଣାଇଥାଏ କି ଡବା କେଉଁ ପ୍ରକାରର ଅଟେ ଏସି, ସ୍ଲିପର୍ କିମ୍ବା ସ୍ପେସାଲ୍, ଜେନେରାଲ୍ ଡବା, ଆପଣଙ୍କୁ ପ୍ରାରମ୍ଭିକ ନମ୍ବର ବିଷୟରେ ତ ଜଣାଇଦେଲୁ କିନ୍ତୁ ଆପଣଙ୍କୁ ଲାଷ୍ଟର ତିନୋଟି ଅଙ୍କ ବିଷୟରେ କହିବୁ ଯେପରି ୦୦୧-୦୨୫ ଉପଯୋଗ ଏସି ଫାଷ୍ଟ କ୍ଲାସ୍ ବଗିରେ କରାଯାଏ , ୦୨୫-୦୫୦ ପର୍ଯ୍ୟନ୍ତ ଉପଯୋଗ କମ୍ପୋଜିଟ୍ ଫାଷ୍ଟ ଏସି ଓ ଏସି ୨ ଟିୟର ସିଟ୍ ପାଇଁ କରାଯାଈଥାଏ , ୦୫୦-୧୦୦ ଏସି ୨ ଟିୟର ବାଲା ବଗିରେ ଲେଖାହୋଇଥାଏ , ୧୦୧-୧୫୦ ଏସି ୩ ଟିୟର ଲେଖାହୋଇଥାଏ , ୧୫୧-୨୦୦ ମଧ୍ୟରେ ରାଙ୍କ୍ ଲେଖା ହୋଇଥାଏ । ଏହି ପ୍ରକାରର ସବୁ ଡବାରେ ଏକ ବିଶେଷ ଅଙ୍କ ସୁଚନା ଲେଖା ହୋଇଥାଏ ।

ଏହା ହେଲା କୋଚ୍ ଶ୍ରେଣୀର ମହତ୍ତ୍ୱପୂର୍ଣ୍ଣ କୋଡସ୍ : CN ର ମତଲବ ୩ ଟିୟର ସ୍ଲିପର୍ କୋଚ୍ , CW ଏଅ ମତଲବ ୨ ଟିୟର ସ୍ଲିପର୍ କୋଚ୍ , CB ର ମତଲବ ପେଣ୍ଟ୍ରି /କିଚେନ୍ କାର୍/ବଫେ କାର୍ , CL ର ମତଲବ କିଚେନ୍ କାର୍ , CR ର ମତଲବ ଷ୍ଟେଟ୍ ସଲୁନ୍ , CT ର ମତଲବ ଟୁରିଷ୍ଟ କାର୍ (ଫାଷ୍ଟ କ୍ଲାସ୍ , ଏଥିରେ ବାଥ୍ ରୁମ୍ , କିଚେନ୍ , ଓ ସିଟିଙ୍ଗ୍ କମ୍ପାର୍ଟମେଣ୍ଟ ଥାଏ) CTS ମତଲବ ଟୁରିଷ୍ଟ କାର୍ , ସେକେଣ୍ତ କ୍ଲାସ୍ ଏଥିରେ ବାଥରୁମ୍ , କିଚେନ୍ , ବସିବା ଓ ଶୋଇବାର କମ୍ପାର୍ଟମେଣ୍ଟ ଥାଏ , D ର ମତଲବ ଡବଲ ଡେକର , AC ର ମତଲବ ଏୟାର କଣ୍ତିସନର୍ ବଗି ।

ସେମିତି ଆପଣଙ୍କୁ କହିଦେବୁ କି ଟ୍ରେନର ଡବାରେ ଲେଖା ହୋଇଥିବା ନମ୍ବର ଡାହାଣ ଓ ଡବଲୁସିଆର୍ (WCR) ଲେଖାହୋଇଥାଏ , ତେବେ ବୁଝିଯିବେ କି ଟ୍ରେନ୍ ସେହି ଡବାକୁ ପଶ୍ଚିମ ମଧ୍ୟ ରେଲୱେ କୁ ଆବଣ୍ଟିତ କରୁଛି , ଯଦି ER ଲେଖା ହୋଇଥାଏ ତେବେ ଏହାର ମତଲବ ପୂର୍ବତଟ ରେଲୱେ, ଓ NF ଲେଖାହୋଇଥିଲେ ଉତ୍ତଅ ସିମାନ୍ତ ଆବଣ୍ଟିତ କରିଛି , ଯଦି SR ଲେଖାହୋଇଥିବ ତେବେ ଦକ୍ଷିଣ ରେଲୱେ ଆବଣ୍ଟିତ କରୁଛି , ଏହିପରି ଟ୍ରେନର ସବୁ ଡବାରେ କିଛି ନିଦ୍ଧିଷ୍ଟ କୋଡ୍ ଦ୍ୱାରା ସବୁ ସଙ୍କେତ ମିଳିପାରିଥାଏ ।

Leave a Reply

Your email address will not be published. Required fields are marked *