March 24, 2024

Odia Express

News For Public

ଯେବେ ଦିଲ୍ଲୀର ଟ୍ରାଫିକ୍ ଜାମରେ ଫସିକି ରହିଲେ ସାହାରୁଖ୍ ଖାନ୍ , ତାପରେ କହିଦେଇଥିଲେ ଏତେ ବଡ କଥା ଯେ ସମସ୍ତେ କହିଲେ..

ଫିଲ୍ମ ଜଗତରେ ସବୁ ଅଭିନେତାଙ୍କର ନିଜର ଅଲଗା ଏକ କ୍ରେଜ୍ ହୋଇଥାଏ , ସମସ୍ତେ ନିଜର ଏକ ଅଲଗା ପରିଚୟ ବନାଇଥାନ୍ତି , ଭଲ କଳାକାର ହେବା ସହ ଲୋକେ ତାଙ୍କୁ ବହୁତ କାରଣରୁ ପସନ୍ଦ କରିଥାନ୍ତି , ଯାହାଙ୍କ ବ୍ୟବହାର ବି ସାମିଲ୍ ହୋଇଥାଏ , ଏହି କଥା ଆପଣ ବି ଜାଣିଥିବେ କି ଆଜିର ସମୟରେ ଉତ୍ସବର ସିଜିନ୍ ଚାଲିଛି , ଏମିତିରେ ରାସ୍ତାରେ ଜାମ୍ ଲାଗିବା ସ୍ୱାଭାବିକ କଥା ଅଟେ । ସେମିତି ଆପଣଙ୍କୁ କହିଦେବୁ କି ଯେଉଁ ଭଳି ସାଧାରଣ ବ୍ୟକ୍ତି ଜାମ୍ କାରଣରୁ ଚିନ୍ତାରେ ପଡିଯାଏ ଠିକ୍ ସେହିପରି ବଡ ବଡ ସେଲିବ୍ରେଟିଜ୍ ବି ଏହାର ସାମ୍ନା କରିଥାନ୍ତି ।କିଛି ଏପରି ହୋଇଥିଲା ବଲିଉଡ୍ ଅଭିନେତା ସାହାରୁଖ୍ ଖାନ୍ ଙ୍କ ସହ , ଦେଶର ରାଜଧାନୀ ଦିଲ୍ଲୀର ଟ୍ରାଫିକ୍ ରେ ସେ ଫସିଯାଇଥିଲେ , ଏହି କଥା ଗୁରୁବାରର ଅଟେ । ଯେବେ ସାହାରୁଖ୍ ଏକ କାର୍ଯ୍ୟକ୍ରମରେ ଯାଉଥିଲେ,  ଯାହାର କାରଣରୁ ସେ ଲେଟ୍ ରେ ପହଞ୍ଚିଲେ , ଯାହା ଉପରେ ସ୍ ଲୋକଙ୍କୁ କାରଣ ଦେଇକହିଲେ କି ଯେମିତି ବି ହେଉ ଆମର ଦିଲ୍ଲୀ ଅଟେ ।

ସୁଚନା ପାଇଁ କହିଦେବୁ କି ସାହାରୁଖ୍ ଦିଲ୍ଲୀର ପିଭିଆର୍ ଅନୁପମ୍ ରେ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ,  ସେହି ଠାରେ ତୟ ସମୟ ପରେ ପହଞ୍ଚିଥିବ ସାହାରୁଖଙ୍କର କିଛି ବିଳମ୍ବ ହୋଇଯାଇଥିଲା,  ଓ କୁହାଯାଉଥିଲା କି ଟ୍ରାଫିକ୍ ଜାମ୍ ବହୁତ ଲେଟ୍ ରେ ଥିଲା , ସେ କହିଲେ କି ଡେରିରେ ଆସିବାପାଇଁ ବହୁତ କ୍ଷମା ମାଗୁଛି , ମୁଁ ସମୟରେ ବାହାରିଥିଲି , କିନ୍ତୁ ଟ୍ରାଫିକ୍ ରୁ ଫସିଯାଇଥିଲି , ମୁଁ ଏହାର ଅଭିଯୋଗ କରୁନାହିଁ  ଏହା ଆମର ସହର ଅଟେ । ଯେମିତି ବି ହେଉ ଆମର ଦିଲ୍ଲୀ ତ । ଭାରତର ପ୍ରଥମ ମଲଟିପ୍ଲେକ୍ସ ଦିଲ୍ଲିରେ ନିଜ ଅଲଗା ପରିଚୟ ରଖୁଥିବା ସିନେମା ପରିସର ପିବିଆର୍ ଅନୁପମ୍ କିଛି ଦିନ ପାଇଁ ଗୁରୁବାରକୁ ବନ୍ଦ କରିଦିଆଯାଇଥିଲା,  ଏହି ପରିସରରେ ପୁନଃ ନିର୍ମାଣ ସାଜସଜ୍ଜ ହେବାର ଥିଲା , ଏତିକି ନୁହେଁ ଆପଣଙ୍କୁ କହିଦେବୁ କି ପିବିଆର୍ ଅନୁପମ୍ ୧୯୯୭ରେ ଖୋଲିଥିଲା,  ଏହାର ପ୍ରଥମ ଫିଲ୍ମ ସାହାରୁଖ୍ ଙ୍କର ୟସ୍ ବସ୍ ଥିଲା , ଯାହାକି ବ୍ଲକ୍ ବଷ୍ଟର୍ ହୋଇଥିଲା ।

ସାହାରୁଖ୍ ଖାନ୍ ଏହା ବି କହିଲେ କି ଫିଲ୍ମର ଟିକେଟ୍ ଦର ବୃଦ୍ଧି ହେବାର ଦାୟିତ୍ୱ ତାଙ୍କର ଫିଲ୍ମ ତାରକାଙ୍କର ହେଉଛି , ଏତିକି ନୁହେଁ ସେ କହିଲେ କି ଟିକେଟ୍ ଦାମ ବହୁତ ଅଧିକା ବୃଦ୍ଧି ହେଉଥିବା ଯୋଗୁଁ ଆମେ ଦାୟି ଅଟୁ । କାରଣ ସପ୍ତାହନ୍ତରେ ଫିଲ୍ମ ରିଲିଜ୍ ହେବା ସମୟରେ ଆମେ ଟିକେଟ୍ ଦର ଅଧିକ ରଖିଥାଉ । ଏହି କଥା ସତ କି ଏବେ ଫିଲ୍ମ ମହଙ୍ଗା ହୋଇଯାଇଛି , ସାହାରୁଖ୍ ଖାନ୍ ଏହି ସମୟରେ ଏହା ବି କହିଲେ କି ମନୋରଞ୍ଜନ ପାଇଁ ଅଲଗା ଅଲଗା ମଞ୍ଚ ଅଛି , କିନ୍ତୁ ଆମେ ଫିଲ୍ମ ଥିଏଟର୍ ଦର୍ଶକଙ୍କ ସିନେମାରେ ଅସଲ ରୋମାନ୍ସ ଅନୁଭବ କରାଇଥାଉ , ସେ ଆଉ କିଛି ଅନ୍ୟ ମଞ୍ଚ କରିପାରିବ ନାହିଁ ।

ଆପଣଙ୍କୁ କହିଦେବୁ କି ଦେଶରେ ଅଧିକା ସଂଖ୍ୟାରେ ଥିଏଟର୍ ଦରକାର । ରେଖାକିନ୍ତ କରି କହିଲେ କି ଆମେ କହୁଛୁ ଆମେ ଏକେଲା କାନ୍ଦିପାରିବା , କିନ୍ତୁ ଏକେଲା ହସିପାରିବା ନାହିଁ । ମାନେ ଯେବେ ପର୍ଯ୍ୟନ୍ତ ମାନବତା କଥା ସତ ଅଛି , ତେବେ ପର୍ଯ୍ୟନ୍ତ ସିନେମା ଚାଲୁଥିବ , ସେମିତି ଆପଣଙ୍କୁ କହିଦେବୁ କି ସାହାରୁଖ୍ ଏକ ବଢିଆ କଳାକାର ଅଟନ୍ତି  ଯାହାର କାରଣରୁ ଲୋକେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି , ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ୍ ଲକ୍ଷାଧିକ ଅଟେ ।

Leave a Reply

Your email address will not be published. Required fields are marked *