April 15, 2024

Odia Express

News For Public

ବାହାଘର ହେବାର ଗୋଟେ ସପ୍ତାହ ପରେ ଝିଅର ପୁଣିଥରେ ଆଉ ଜଣକ ସହ ବାହାଘର ହେଲା , ସ୍ୱାମୀ ଶୋଇଥିବା ସମୟରେ କନ୍ୟା କରିଲେ ଏହିପରି କାମ ଯେ ଜାଣିଲେ ଆପଣ ଚମକି ପଡିବେ…

ଭାରତରେ ପ୍ରେମ ବିବାହ କରିବାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜିର ଯୁବାପିଢି ଏତେ ସାହାସୀ ହୋଇଗଲେଣି କି ସେମାନେ ନିଜ ପରିବାରଙ୍କ ଖୁସିଗୁଡିକ ଉପରେ କିଛି ଫରକ ପଡୁନି , ସେମାନେ ନିଜ ପ୍ରେମ ପଇଁ ଯେଉଁ କୌଣସି ହଦ୍ ପାର୍ କରିପାରିବେ , କୁହନ୍ତି କି ଭାରତୀୟ ଝିଅମାନେ ସଂସ୍କାରି ହୋଇଥାନ୍ତି , ଓ ତାଙ୍କ ମା ବାପା ଯେଉଁଠି ବିବାହ ଠିକ୍ କରନ୍ତି ସେମାନେ ସେଠାରେ ଖୁସିରେ ବିବାହ କରନ୍ତି , କିନ୍ତୁ ଏଠି ମାମଲା କିଛି ଓଲଟା ଦେଖିବାକୁ ମିଳିଛି , ଏବେ କିଛି ଦିନ ହେବ ପାଟଳିପୁତ୍ରରେ ଏକ ଘଟଣାରେ ସଂପୂର୍ଣ୍ଣ ନାରୀ ସମାଜକୁ ଲଜ୍ଜିତ କରିଦେଇଛି , ସୁଚନା ମୁତାବିକ ଏକ ନୁଆ ବୋହୁ ବିବାହର ଆଗାମୀ ଦିନ ଫେରୁଥିବା ବରଯାତ୍ରୀରୁ ଫେରାର୍ ହୋଇଗଲା ,

ସୁଚନା ଯାହା ମିଳିଛି କି ବିବାହର ଆଗାମୀ ଦିନ ବରଯାତ୍ରୀ କନ୍ୟାକୁ ଧରି ନିଜ ଘରକୁ ଫେରୁଥିଲେ , ଏହି ସମୟରେ ଇଟାରସି ରେଲୱେ ଷ୍ଟେସନରେ କନ୍ୟା ଅଚାନକ ନିଖୋଜ ହୋଇଗଲେ କିନ୍ତୁ ଯାହାଙ୍କୁ ନିଖୋଜ ବୋଲି ଖୋଜା ପଡିଥିଲା,  ତାଙ୍କର ଇଚ୍ଛା କିଛି ଅଲଗା ଚାଲୁଥିଲା,  ଆସନ୍ତୁ ଜାଣିବା ପୁରା ମାମଲା କଣ ଅଟେ । କହିଦେବୁ କି ପ୍ରୀତି ବୋଲି ଜଣେ ଯୁବତୀ ମୁମ୍ବାଇରେ ରହୁଥିବା ଛତ୍ରପତି ଶର୍ମାଙ୍କ ସହ ୨୩ ନଭେମ୍ବରକୁ ବିବାହ କରିଥିଲେ,  ଯିଏକି ଜଣେ ଅଧ୍ୟାପକ ଥିଲେ , ଯାହା ପରେ କନ୍ୟା ନିଜ ସ୍ୱାମୀଙ୍କୁ ନିଜ ପ୍ରେମୀ ରାଜା ସିଂଙ୍କ ବିଷୟରେ କହିଲେ , ଓ କହିଲେ କି ସେ ତାଙ୍କୁ ଭଲ ପାଆନ୍ତି , ଓ ତାଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି , ଯାହାପରେ ସ୍ୱାମୀ ତାଙ୍କୁ ଏପରି କରିବାକୁ ମନା କରିଦେଲେ ,, ଓ ସେ ମୁମ୍ବାଇ ଯାଉଥିବା ରାସ୍ତାରୁ ଚମ୍ପଟ୍ ମାରିଦେଲେ , ଯାହା ପରେ ପ୍ରେମୀ ରାଜାଙ୍କ ସହ ପ୍ରିତି ଆଉଥରେ ବିବାହ କରିନେଲେ , ବିବାହ କରିବା ପରେ ଯୁବତୀ ନିଜ ସ୍ୱାମୀ ସହ ପୋଲିସ୍ ଥାନାରେ ପହଞ୍ଚିଗଲେ ।

ଆପଣଙ୍କୁ ଏହା ଜାଣିକରି ଚିନ୍ତା ଲାଗିବ କି ପ୍ରୀତି ବିବାହର ଗୋଟେ ସପ୍ତାହରେ ଦୁଇ ଥର ବିବାହ କରିଥିଲେ , ଓ ଦୁହେଁ ବାହାଘରରେ ତାର ବର ଅଲଗା ଅଲଗା ହୋଇଥିଲେ , ମୁମ୍ବାଇର ଛତ୍ରପତି ଶର୍ମାଙ୍କ ସାଥିରେ ପ୍ରୀତିଙ୍କ ବିବାହ ୨୩ ନଭେମ୍ବରକୁ ହୋଇଥିଲା,  ଯେବେ କି ନିଜ ପ୍ରେମୀ ରାଜା ସିଂଙ୍କୁ ପ୍ରୀତି ୨୮ ନଭେମ୍ବରକୁ ବିବାହ କରିନେଇଥିଲେ , ତାର ପରିବାର ଲୋକେ ଜବରଦସ୍ତି ଛତ୍ରପତି ଶର୍ମାଙ୍କୁ ବିବାହ କରିଦେଲେ , ପ୍ରୀତି କହିଲେ କି ତାଙ୍କର ସ୍ୱାମୀ ତାଙ୍କ ଭଲ ପାଇବା ବିଷୟରେ କହିଥିଲେ,  କିନ୍ତୁ ତାଙ୍କର ସାଥ୍ ଦେବାପାଇଁ ସେ ସିଧା ମନା କରିଦେଇଥିଲେ,  ଯାହାକି ତାଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା ।

ଇଲାହାବାଦ ଜିଆର୍ ପି ଙ୍କ ଠାରୁ ମିଳିଥିବା ସୁଚନା ମୁତାବିକ , ଇଟାରସି ଜିଆର୍ ପି ଏସ୍ ଆଇ ଝିଅକୁ ପଚାରାଉଚରା କରିବାରୁ ସେ କହିଲେ କି ୨୩ ନଭେମ୍ବରକୁ ସିଙ୍ଗରୋଲି ତାଙ୍କର ବିବାହ ମୁମ୍ବାଇ ନିବାସୀ ଛତ୍ରପତି ଶର୍ମାଙ୍କ ସହ ତୟ ହୋଇଥିଲା  ଯାହାପରେ ୨୫ ନଭେମ୍ବରକୁ ବରଯାତ୍ରୀ ମୁମ୍ବାଇ ଯିବାପାଇଁ ପ୍ରସ୍ତୁତ ଥିଲା,  ଏହି ସମୟରେ ସେ ୪୦ ଜଣ ବରଯାତ୍ରୀଙ୍କ ସହ କନ୍ୟାଙ୍କୁ ନେଇ ଟ୍ରେନରେ ମୁମ୍ବାଇ ଯାଉଥିଲେ,  ପ୍ରୀତି ଯେବେ ଦେଖିଲେ କି ବର ଶୋଇଛି , ତେବେ ସେ ଇଟାରସି ଷ୍ଟେସନରୁ ଫେରାର୍ ହୋଇଗଲେ , ଯାହାର ଅଭିଯୋଗ ପୁଅ ଘର ଲୋକେ ପୋଲିସ୍ ରେ ଦର୍ଜ କରାଇଲେ , ମିଳିଥିବା ସୁଚନା ମୁତାବିକ ଅନୁସାରେ ପୋଲିସ୍ ପ୍ରୀତି ବୟଫ୍ରେଣ୍ତ ଓ ତାର ପଚାରାଉଚରା କରିଥିଲେ  ଓ ଏବେ ପ୍ରୀତି ତାଙ୍କ ବାପା ବାପା ମାଙ୍କୁ ଦିଆଯାଇଛି ।

Leave a Reply

Your email address will not be published. Required fields are marked *