March 23, 2024

Odia Express

News For Public

ଇମରାନ୍ ହାଶମୀଙ୍କ ଭଉଣୀ ଅଟନ୍ତି ବଲିଉଡ ର ଏହି ବଡ ହିରୋଇନ – ଫଟୋ ଦେଖିଲେ ଚମକି ପଡିବେ ଆପଣ..

ଆମେ ସମସ୍ତେ ଜାଣିଛେ କି ବଲିଉଡ୍ ଅଭିନେତା ଇମରାନ୍ ହାଶମୀ ଭଟ୍ଟ ପରିବାରଙ୍କ ପ୍ରଡୁସର୍ ଙ୍କ ପ୍ରଥମ ପସନ୍ଦ ଅଟନ୍ତି , କହିଦେବୁ କି ଇମରାନ୍ ହାସମୀ ମୁଖ୍ୟ ରୁପରେ ହିନ୍ଦୀ ଫିଲ୍ମରେ କାମ କରିଥାନ୍ତି । ଓ ତାଙ୍କର ଅଧିକାଂଶ ଫିଲ୍ମ ସଫଳ ହୋଇଥାଏ , ସେ ଫିଲ୍ମରେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ଜଣାଯାଆନ୍ତି , ଏହି କାରଣରୁ ଲୋକେ ତାଙ୍କୁ ସିରିଆଲ୍ କିସର୍ ବୋଲି ଜାଣିଛନ୍ତି , ତାଙ୍କର ଫିଲ୍ମ ଗୀତ ଗୁଡିକ ବହୁତ ଭଲ ହୋଇଥାଏ , ଯାହାକି ଲୋକଙ୍କ ମୁହଁରେ ସବୁବେଳେ ଆସିଯାଏ ।ନିଜର ଅଭିନୟ ବଳରେ ସେ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି , ତାହା ସହ କହିଦେବୁ କି ଆଜି ତାଙ୍କର ଗଣନା ବଲିଉଡ୍ ଟପ୍ ଅଭିନେତାଙ୍କ ମଧ୍ୟରେ ଅଛି , ଡାଇରେକ୍ଟର୍ସ ତାଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି , ଆରମ୍ଭରୁ ଇମରାନ୍ ବହୁତ ସଂଘର୍ଷ କରିଥିଲେ,  ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭରୁ ସେ ଫୁଟ୍ ପାଥ୍ ଫିଲ୍ମରୁ ଆରମ୍ଭ କରିଥିଲେ ।

ଏହି ଫିଲ୍ମରେ ଆଲୋଚକ ମାନେ ବହୁତ ପ୍ରଶଂସା କଲେ ଓ ଏହାପରେ ତାଙ୍କୁ ଛୋଟମୋଟ ଫିଲ୍ମରେ କାମ କରିବାକୁ ମଉକା ମିଳିଗଲା , ଅଧିକାଂଶ ଫିଲ୍ମ ସେପରି ହିଟ୍ ହେଉଥିଲା , କିନ୍ତୁ ଆଜି ଆମେ ଇମରାନ୍ ଙ୍କ ବିଷୟରେ ଏମିତି ଏକ କଥା କହିବୁ ଯାହା ବହୁତ କମ୍ ଲୋକ ଜାଣିଛନ୍ତି , ଇମରାନ୍ ଙ୍କ ଭଉଣୀ ବଲିଉଡ୍ ରେ ବହୁତ ବର୍ଷରୁ କାମ କରୁଛନ୍ତି , ଓ ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

ଆଜି ଆମେ କହିବୁ କିଏ ସେହି ଅଭିନେତ୍ରୀ ଯିଏକି ଇମରାନ୍ ହାଶମୀଙ୍କ ଭଉଣୀ ଅଟନ୍ତି , ଆପଣଙ୍କୁ ଜଣେଇଦେବୁ କି ଇମରାନ୍ ଙ୍କ ଭଉଣୀଙ୍କ ନାଁ ଆଲିଆ ଅଟେ,  ଆଲିଆ ଭଟ୍ଟ ଇମରାନ୍ ହାସମୀଙ୍କର କଜିନ୍ ସିଷ୍ଟର୍ ଅଟନ୍ତି ।

କହିଦେବୁ କି ଇମରାନ୍ ହାସମୀଙ୍କ ଜେଜେ ମାଙ୍କ ଭଉଣୀ ଙ୍କ ନାଁ ଶିରିନ୍ ମହମ୍ମଦ ଅଲ୍ଳୀ ଥିଲା,  ଶିରିନ୍ ମହମ୍ମଦ ଅଲ୍ଲୀ ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କ ର ମା ଥିଲେ , ଏହି ସଂମ୍ପର୍କରେ ଇମରାନ୍ ଓ ଆଲିଆ ଭାଇ ଭଉଣୀ ଅଟନ୍ତି , ଏହି କଥା ଜାଣିବାପରେ ଫିଲ୍ମ ମେକର୍ସ ମାନେ ଇମରାନ୍ ଙ୍କ ସହ ଆଲିଆଙ୍କ ସହ କାମ କରିବାକୁ ପ୍ରପୋଜାଲ୍ ଦେଲେ , ଇମରାନ୍ ସେହି ଫିଲ୍ମ ମେକର୍ସଙ୍କୁ ମନା କରିଦେଲେ , ଯେପରି କି ଆପଣ ଜାଣିଛନ୍ତି କି ଆଲିଆ ବଲିଉଡ୍ ନିର୍ଦ୍ଧେଶକ ମହେଶ ଭଟ୍ଟଙ୍କର ଝିଅ ଅଟନ୍ତି । ଏମିତି ବି ଇମରାନ୍ ହାସମୀ ବହୁତ ଲମ୍ବା ସମୟରୁ ବଲିଉଡ୍ ରେ ଦେଖାଯାଇନାହାନ୍ତି , ତାଙ୍କର ଆଗାମୀ ଫିଲ୍ମ ଫ୍ୟାନ୍ସ ବହୁ ପ୍ରତିକ୍ଷିତ ଅପେକ୍ଷା କରିଛନ୍ତି , ଏବେ ଲାଗୁଛି କି ତାଙ୍କର ଫ୍ୟାନ୍ସଙ୍କ ଅପେକ୍ଷା ଜଲଦି ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *