April 25, 2024

Odia Express

News For Public

ଫିଲ୍ମ “କୋଇ ମିଲ୍ ଗୟା” ରେ ଥିବା ଏହି ଛୋଟ ଝିଅଟି ଏବେ ହୋଇସାରିଛନ୍ତି ବଲିଉଡ ର ସବୁଠୁ ବଡ ହିରୋଇନ – ଏତେ ସୁନ୍ଦର ଦେଖା ଯାଉଛନ୍ତି ଯେ ଦେଖିଲେ ଆପଣ ଚିହ୍ନିପାରିବେ ନାହିଁ …

ଯଦି ଆମେ ଫିଲ୍ମ ଜଗତର୍ କଥା କହିବା ତେବେ ସୁପର ହିରୋ ହ୍ରିତିକ୍ ରୋଶନ୍ ସୁପରହିଟ୍ ଫିଲ୍ମ କୋଇ ମିଲ୍ ଗୟା ନିଶ୍ଚିତ ସମସ୍ତେ ଦେଖିଥିବେ , ହଁ ଆଜ୍ଞା ଏହି ଫିଲ୍ମ ଯାହାର ନିର୍ଦ୍ଧେଶନା ହ୍ରିତିକ୍ ରୋଶନ୍ ଙ୍କ ବାପା କରିଥିଲେ , ସେମିତି ଆପଣଙ୍କୁ ମନେ ଥିବ କି ଏହି ଫିଲ୍ମରେ ହ୍ରିତିକ୍ ରୋଶନ ଓ ପ୍ରୀତି ଜିଣ୍ଟାଙ୍କ ସହ କିଛି ଛୁଆ ବି ନଜର ଆସିଥିଲେ , ଯାହା ତାଙ୍କ ସହ ସବୁବେଳେ ରହୁଥିଲେ , ସେହି ଛୁଆଙ୍କ ଭିତରେ ଗୋଟିଏ ଝିଅ ଥିଲା, ସେହି ସମୟରେ ସେ ଛୋଟ ଝିଅ ଥିଲେ , କିନ୍ତୁ ଏବେ ବଲିଉଡ୍ ରେ ଏକ ଅଭିନେତ୍ରୀ ହୋଇସାରିଛନ୍ତି ।

ସେମିତି ଆପଣଙ୍କୁ କହିଦେବୁ କି କୋଇ ମିଲ୍ ଗୟା ୨୦୦୩ ରେ ପର୍ଦାକୁ ଆସିଥିଲା , ମାନେ ଏହି ଫିଲ୍ମ ଆସିବାର ବହୁତ୍ ବର୍ଷ ହୋଇସାରିଛି , ଓ ସେ ଛୋଟ ଝିଅଟି ଏବେ ବହୁତ ବଡ ହୋଇସାରିଛି , ଆପଣଙ୍କୁ କହିଦେବୁ କି ଆମେ ଯେଉଁ ଝିଅ ବିଷୟରେ କଥା ହେଉଛେ , ସେ ହଁସିକା ମୋଟୱାନୀ ଅଟନ୍ତି । ସେ ଛୁଆ ବେଳରୁ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ , ତେବେ ସେ ଶିଶୁ କଳାକାର ଥିଲେ,  କିନ୍ତୁ ଏବେ ବଲିଉଡ୍ ରେ ଓ ସାଉଥ୍ ଫିଲ୍ମରେ ସୁନ୍ଦର ଅଭିନେତ୍ରୀ ହୋଇସାରିଛନ୍ତି । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ହଂସିକା ଫିଲ୍ମରେ ନିଜ କ୍ୟାରିୟରର ଆରମ୍ଭରେ କୋଇ ମିଲ୍ ଗୟା କରିଥିଲେ,  ଯାହାପରେ ସେ ବହୁତ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

ଏବେ ସେ ସାଉଥ୍ ଫିଲ୍ମରେ କାମ କରୁଛନ୍ତି ହଂସିକା ବଲିଉଡ୍ ଅପେକ୍ଷା ସାଉଥ୍ ଫିଲ୍ମରେ ଅଧିକା କାମ କରିଛନ୍ତି , କହିଦେବୁ କି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ସେ ବହୁତ୍ ଫିଲ୍ମରେ କାମ କରିଛନ୍ତି କିନ୍ତୁ ବଲିଉଡ୍ ରେ ଗୋଟେ କିମ୍ବା ଦୁଇଟୀ ଫିଲ୍ମରେ କାମ କରିଛନ୍ତି , ଏମିତିରେ କହିବା ଭୁଲ୍ ହେବ ନାହିଁ କି ସେ ନିଜ ପାଦ ଥାପିବାକୁ ଚେଷ୍ଟିତ ଅଛନ୍ତି ,

ସେ ସେମିତି ଫିଲ୍ମ ଛଡା ବହୁତ ଟିଭି ସିରିଆଲ୍ ରେ କାମ କରିସାରିଛନ୍ତି , ଓ ସିରିଆଲ୍ ରେ ବି ତାଙ୍କୁ ବହୁତ ପରିଚୟ ମିଳିଥିଲା  ଛୁଆଙ୍କ ସବୁଠାରୁ ପସନ୍ଦିଦା ଶୋ ସାକା ଲାକା ବୁମ୍ ବୁମ୍ ରେ ସେ ଅଭିନୟ କରିସାରିଛନ୍ତି , ସେ ସଞ୍ଜନା ଭୁମିକା ରେ ଅଭିନୟ କରିଥିଲେ,  ଏବେ ସାଉଥ୍ ଫିଲ୍ମରେ ଏତେ ଲୋକପ୍ରିୟ ହୋଇସାରିଛନ୍ତି , କି ସେ ଲୋକପ୍ରିୟ ହୋଇସାରିଲେଣୀ । ଆଶା କରୁଛୁ ସେ ବଲିଉଡ୍ ରେ ବହୁତ ସାରା ନାଁ କମାନ୍ତୁ ।

Leave a Reply

Your email address will not be published. Required fields are marked *