April 17, 2024

Odia Express

News For Public

ଏହି ଜିନିଷକୁ ପିଇନେଲା ପରେ କେବେ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ – ଆଜି ହିଁ ଜାଣିନିଅନ୍ତୁ ଏହାର ବିଷୟରେ…

ଆଜିର କର୍ମବ୍ୟସ୍ତ ଜୀବନରେ ଆପଣ ଆମ କାହାକୁ ନା ରୋଗଗ୍ରସ୍ତ ହେବାର ଦେଖିବେ , ଏମିତିରେ ସବୁ ଦିନ ଚିକିତ୍ସା ଦରକାର ପଡିଥାଏ । କିନ୍ତୁ କେବେ କେବେ ମେଡିସିନ୍ କାମ କରେ ନାହିଁ , ଏମିତିରେ ଦେଶୀ ଚିକିତ୍ସା କାମ କରିଥାଏ,  ଏହି ପୃଥିବୀରେ କେତେ ନା କେତେ ଗଛ ଲତା ଅଛି ଯାହାର୍ ସହାୟତାରେ ଚିକିତ୍ସା କରାଯାଇପାରିବ , କିନ୍ତୁ ସୁଚନା ଅଭାବରୁ ଆମେ ତାହାର ଲାଭ ଉଠାଇପାରିନଥାଉ , ଏମିତି ଏକ ବୃକ୍ଷ ଅଛି ଯାହା ଅର୍ଜୁନ ବୃକ୍ଷ ନାଁରେ ଜଣାଯାଏ , ଏହା ଭାରତରେ ହେଉଥିବା ଏକ ଔଷଧୀୟ ବୃକ୍ଷ ଅଟେ,  ଘବଲ,କକୁମ୍ଭ ତଥା ନଦୀସର୍ଜ ନାଁରେ ବି ଜଣାଯାଏ ।

କହୁଆ ତଥା ସାଦଡି ନାଁରେ ଜଣାଯାଉଥିବା ଭାଷାରେ ପ୍ରଖ୍ୟାତ ଏହି ବୃକ୍ଷ ଏକ ବଡ ସଦାହରିତ ଗଛ ଅଟେ,  ଏହା ହିମାଳୟର ତରାଇ, ଶୁଷ୍କ, ପାହାଡୀ କ୍ଷେତ୍ରରେ ନାଳର ପାଖରେ ତଥା ବିହାର, ମଧ୍ୟପ୍ରଦେଶରେ ମିଳିଥାଏ , ଏହାର ଛାଲ ପ୍ରୟୋଗ ହୋଇଥାଏ , ହେମୋପ୍ୟାଥିରେ , ଅର୍ଜୁନ ଏକ ପ୍ରଚଳିତ ଖ୍ୟାତି ପ୍ରାପ୍ତ ମେଡିସିନ୍ ଅଟେ,  ହୃଦରୋଗ ସଂବନ୍ଧୀ ସବୁ ଲକ୍ଷଣ ବିଶେଷକରି କ୍ରିୟା ବିକାର ଜନ୍ମ ତଥା ଯାନ୍ତ୍ରିକ ଗଡବଡି କାରଣରୁ ଉତ୍ପନ୍ନ ହୋଇଥିବା ବିକାରରେ ଏହି ତିନୋଟି ଏକ୍ସ ଓ ତୃତୀୟ ପୋଟେନ୍ସି ରେ ପ୍ରୟୋଗ ହୋମିଓପାଥି ରେ ଏକ ସଫଳ ମେଡିସିନ୍ ଅଟେ ,ଏହାର ସେବନ ଶରୀରରେ ବହୁତ ରୋଗ ଦୂରକରିଥାଏ , ଏତିକି ନୁହେଁ ଶରୀରରେ ଜମି ରହିଥିବା ମଇଳାକୁ ବାହାର୍ କରିଦିଏ , ଅର୍ଜୁନ ବଳକାରକ ତଥା ନିଜ ଲବଣ ଖଣିଜ କାରଣରୁ ହୃଦୟର ମାଂସପେଶୀ କୁ ମଜବୁତ୍ କରିଥାଏ,  କ୍ଷୀର ଗୁଡ, ଚିନି ଆଦି ସହ ଏହାର ସେବନ ହୃଦରୋଗ , ଜିର୍ଣ୍ଣ ଜ୍ୱର, ରକ୍ତ ପିତ୍ତ ପରି ରୋଗରୁ ଦୁରରେ ରଖିଥାଏ ।

ଯଦି ଆପଣ ଅଧା ଚାମଚ ଅର୍ଜୁନର ଛାଲ , ଟିକିଏ ଭଜା ହୋଇଥିବା ପେଷା ହିଂଙ୍ଗ ଓ ସ୍ୱାଦନୁସାରେ ଲୁଣ ମିଶାଇ ସକାଳ ଓ ସଂନ୍ଧ୍ୟାରେ ଗରମ ପାଣି ସହ୍ ପିଅନ୍ତି ତେବେ ଆପଣଙ୍କ ପେଟପିଡା , ପେଟରେ ଜ୍ୱଳନ ଆଦି ଶେଷ ହୋଇଯାଏ , ଏତିକି ନୁହେଁ ହାର୍ଟ ଆଟାକ୍ ହେବାର ୪୦ ମିଲିମିଟର୍ ଅର୍ଜୁନର ଛାଲ କ୍ଷୀରରେ ସହ୍ ହୋଇଥିବା କାଢା ସକାଳ ଓ ରାତିର ଦୁଇ ସମୟରେ ସେବନ୍ କରିଲେ ହୃଦୟର ପିଡା , ଚିନ୍ତା , ପରି ସମସ୍ୟା ନିବାରଣ କରିଥାଏ,  ଡାଇବେଟିଜ୍ ଲୋକଙ୍କ ପାଇଁ ଏହି କାଢା ବହୁତ ଫାଇଦାଦାୟକ ହୋଇଥାଏ , କିନ୍ତୁ ଡାଇବେଟିଜ୍ ଲୋକଙ୍କ ପାଇଁ ଏହା ମିଠା ମିଶାଇବା ଦରକାର ନାହିଁ ।

Leave a Reply

Your email address will not be published. Required fields are marked *