March 22, 2024

Odia Express

News For Public

ପାଣିରେ ଏହି ଗୋଟିଏ ଜିନିଷ ମିଶାଇ ପିଅନ୍ତୁ , ହାଡଗୁଡିକ ହୋଇଯିବ ଦୁଇଗୁଣା ମଜବୁତ୍ – ଆଜି ହିଁ କରି ଦେଖନ୍ତୁ …

1 min read

ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି ଆମର ଏହି ସମୟରେ ପ୍ରଦୂଷଣ ଯୋଗୁଁ ଆମର ଶରୀର ଠିକ୍ ଭାବେ ବିକଶିତ ହୋଇପାରୁନାହିଁ , ଓ ସବୁ ମଣିଷର ଇଚ୍ଛା ଥାଏ କି ତାର ଶରୀର ସୁସ୍ଥ୍ୟ ରହୁ , ଆସନ୍ତୁ ଜଣେଇବୁ କିଛି ଏପରି ଉପାୟ ଯାହା ଆପଣଙ୍କ ଶରୀରକୁ ସୁସ୍ଥ୍ୟ ରଖିବେ , ଆମର ଶରୀରରେ ବହୁତ ମାତ୍ରାରେ ପାଣି ମିଳିଥାଏ , ଯାହା କି ଶରୀରରେ ୭୦ ପ୍ରତିଶତ ପାଣି ଓ ୩୦ ପ୍ରତିଶତ ରକ୍ତର ମାତ୍ରା ରହିଥାଏ , ଏମିତିରେ ପାଣିର ମାତ୍ରା ଅଧିକା ଥିବା ଯୋଗୁଁ ଆମ ଶରୀରକୁ ଲାଭ ପହଞ୍ଚାଇଥାଏ , କିନ୍ତୁ ପାଣିର ସହ ଲୁଣ ମିଶାଇକରି ପିଇଲ୍ ଏହାର ବହୁତ ସାରା ଫାଇଦା ଆମ ଶରୀରକୁ ମିଳିଥାଏ , ତେବେ ଆସନ୍ତୁ ଜାଣିବା ପାଣିର ସହ ଲୁଣ ମିଶାଇ ପିଇଲେ କଣ ଫାଈଦା ହୁଏ ।

୧) ସଫା ଚେହେରା : ନିତ୍ୟ ଦିନର କାମ କାର୍ଯ୍ୟରେ ଓ ଧୁଳିମାଟି ଆମ ଶରୀରରେ ରହିଲେ ଆମେ ତାହାପ୍ରତି ଧ୍ୟାନ ଦେଇନଥାଉ , ଏହି କାରଣରୁ ଆମର ଚେହେରାରେ ବ୍ରଣ, କଳାଦାଗ , ଓ ବୟସ ଦାଗ ଦେଖିବାକୁ ମିଳେ , ତେବେ ଆପଣଙ୍କୁ ସବୁଦିନ ସଂନ୍ଧ୍ୟାରେ ଏକ ଲେମ୍ବୁ ନେଇ ନିଜ ଚେହେରାରେ ରଗଡିବାର ଅଛି , ଏହାକୁ କିଛି ଘଣ୍ଟା କିମ୍ବା ସକାଳୁ ଥଣ୍ତା ପାଣିର ସହ ଲୁଣ ମିଶାଇପାରିବେ , ତାପରେ ଚେହେରାକୁ ଧୋଇଦେବେ  ଏହା ଦ୍ୱାରା ଆପଣଙ୍କୁ ଲାଭ ମିଳିବ , ଓ ବ୍ରଣରୁ ମୁକ୍ତି ମିଳିପାରିବ । ଯଦି ଆପଣଙ୍କୁ ଡ୍ରାଇ ସ୍କିନ୍ ସମସ୍ୟା ଅଛି , ତେବେ ଆପଣଙ୍କୁ ସେହି ସମୟରେ ପାଣିର ସହ ଲୁଣର ସେବନ କରିବାର ଅଛି , ଏହାକୁ ଆପଣ ସକାଳ ସମୟରେ ଥରେ ଓ ପୁରା ଦିନ ସାଧା ପାଣି ପିଅନ୍ତୁ , ଏହା ଦ୍ୱାରା ଚେହେରା ଗ୍ଲୋ ଆସିବ ।

୨) ମଜବୁତ୍ ହାଡ : ଜୀବନରେ ଯେପରି ବୟସ ବଢିବାକୁ ଲାଗେ ସେହି ପରି ଶରୀରରେ ନାନାଦି ରୋଗ ବ୍ୟାଧି ଦେଖିବାକୁ ମିଳେ । ସାଧାରଣତଃ ମାଂସପେଶୀ ଓ ହାଡଗୁଡିକ ଦୁର୍ବଳ ହେବାକୁ ଲାଗେ,  ଯାହାର କାରଣ ହେଲା ହାଡରେ ଲୁଣର ଅଭାବ , ଏହି ପରିସ୍ଥିତିରେ ସକାଳୁ ଲୁଣର ପାଣି ସେବନ କରିବାର ଅଛି , କିନ୍ତୁ ଡାକ୍ତରଙ୍କ ଉପଦେଶ ଅନୁସାରେ ହାଇ ବ୍ଲଡ୍ ପ୍ରେସର୍ ପରି ସମସ୍ୟାରେ ଲୁଣ ପାଣି କ୍ଷତି ପହଞ୍ଚାଇପାରେ , ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି କଷ୍ଟ ହେଉଛି , ତେବେ ଆପଣ ସୋରିଷର ତେଲ ମାଲିସ୍ କଲେ ଫାଇଦା ପାଇପାରିବେ ।

୩) ପେଟରେ ଯନ୍ତ୍ରଣା : ଯେପରି ଆପଣମାନେ ସବୁଦିନ ଗୋଟି ଏ କାମ କରୁଛନ୍ତି , ଖାଦ୍ୟ ଖାଇବାପରେ ତୁରନ୍ତ ଥଣ୍ତାପାଣୀର ସେବନ କରୁଛନ୍ତି , କାରଣ ଯେବେ ବି ଆମେ ଖାଇବା ଖାଉ ତାହାର ତୁରନ୍ତପରେ  ପାଣିପିଇଦେଉ , ଏହି କାରଣରୁ ଖାଦ୍ୟ ହଜମ ହୋଇପାରେ ନାହିଁ , ଯାହାର କାରଣରୁ ଆମକୁ ନାନାଦି ପେଟ ଜନିତ ରୋଗ ହୋଇଯାଏ , ଏଥିପାଇଁ ଖାଦ୍ୟ ଖାଇବାପରେ ୧୦-୧୫ ମିନିଟ୍ ପରେ ପାଣିରେ ହାଲକା ଲୁଣ ମିଶାଇ ପିଇଲେ କ୍ୟାନସର୍ ପରି ଗମ୍ଭୀର ରୋଗ ଭଲ ହୋଇଯୀବ ।

୪) ନିଦ : ଯଦି ଆପଣଙ୍କୁ ଅନିଦ୍ରା ହେବାର ଚିନ୍ତାହେଉଛି , ତେବେ ସବୁ ଦିନ ରାତିରେ ଶୋଇବା ସମୟରେ ଏକ ଗିଲାସ ପାଣିରେ ଟିକିଏ ଲୁଣ ମିଶାଇଦିଅନ୍ତୁ , ଏମିତି କରିଲେ ଷ୍ଟ୍ରେସ୍ ହର୍ମୋନ୍ କମ୍ ହୋଇଯାଏ , ଯାହା ଦ୍ୱାରା ଭଲ ନିଦ ଆସିପାରେ ।

Leave a Reply

Your email address will not be published. Required fields are marked *