April 15, 2024

Odia Express

News For Public

ଦୁନିଆଁର ସବୁଠାରୁ ଅଧିକା ଶକ୍ତିଶାଳୀ ହୋଇଥାନ୍ତି ଏହି ଦୁଇଟି ରାଶିର ଲୋକ , ଭଗବାନ ସବୁବେଳେ ଏମାନଙ୍କ ସାଥ୍ ଦେଇଥାନ୍ତି …

ସେମିତି ଜ୍ୟୋତିଷ୍ୟ ଶାସ୍ତ୍ରକୁ ମାନିଲେ ପ୍ରାୟ ୧୨ ଟି ରାଶି ହୋଇଥାଏ । ସବୁ ବ୍ୟକ୍ତିର୍ ରାଶି ଅଲଗା ଅଲଗା ହୋଇଥାଏ , ଯାହା ଦ୍ୱାରା ଆମେ ସେହି ରାଶିଗୁଡିକ ସାହାଯ୍ୟରେ ଆମେ ଭବିଷ୍ୟତର ପତ୍ତା ଲଗାଇପାରୁ , କିନ୍ତୁ ଆଜି ଆମେ କହିବୁ କି ସେହି ୨ ଟି ଭାଗ୍ୟଶାଳୀ ରାଶିଗୁଡିକ ବିଷୟରେ ଯିଏକି ଦୁନିଆଁର ସବୁଠାରୁ ଶକ୍ତିଶାଳୀ ରାଶି ବୋଲି ଜଣାଯାଏ  ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଭଗବାନ ଶିବ ଦୁନିଆଁରେ ଶକ୍ତିଶାଳୀ ଦେବତାଙ୍କ ମଧ୍ୟରୁ ଜଣେ ଅଟନ୍ତି , ତାଙ୍କୁ ସୃଷ୍ଟିର ରଚୟିତା ବୋଲି କୁହାଯାଏ । ଓ ଦେବଙ୍କ ସେ ମହାଦେବ ଅଟନ୍ତି । ଏହି କାରଣରୁ ଯଦି ଶିବ କେଉଁ ଭକ୍ତ ଉପରେ ପ୍ରସନ୍ନ ହୋଈଯାଆନ୍ତି , ତେବେ ତାର ଜୀବନ ଦୁର୍ଭାଗ୍ୟରୁ ସୌଭାଗ୍ୟରେ ବଦଳାଇଦିଅନ୍ତି , ସେମିତି ଯଦି ଆମେ ରାଶିଗୁଡିକର କଥା କହିବା ତେବେ ଜ୍ୟୋତିଷ୍ୟ ଶାସ୍ତ୍ରରେ ପ୍ରାୟ ୧୨ ଟି ରାଶିଗୁଡିକ ଉଲ୍ଲେଖ କରାଯାଈଛି ,

କହିଦେବୁ କି ଏହି ରାଶିଗୁଡିକର ଗ୍ରହର ଚାଲି ଚଳନ ଆମର ଜୀବନକୁ ପ୍ରଭାବିତ କରିଥାଏ , ମାନେ ଆମର ଜୀବନରେ କିଛି ବି ଭଲ କିମ୍ବା ଖରାପ ହୋଇପାରେ , ତା ପଛରେ ଗ୍ରହର ବଡ ହାତ ହୋଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ରକୁ ମାନିଲେ ସବୁ ବ୍ୟକ୍ତି ରାଶିଗୁଡିକ ଦ୍ୱାରା କିଛି ପତ୍ତା ଲଗାଯାଇପାରିବ , କହିଦେବୁ କି ଏହି ରାଶିର ସଂବନ୍ଧ ଗ୍ରହ ସହ ହୋଇଥାଏ ଯାହା ଦ୍ୱାରା ପତ୍ତା ଲଗାଯାଇପାରିବ କି ତାର ଜୀବନରେ କଣ କେବେ ସୁଖ ମିଳିବ ଓ ଦୁଃଖ ମିଳିବ , ବର୍ତମାନ ଆପଣ ଭାବୁଥିବେ ଏପରି କଣ ଅଛି ସେହି ଦୁଈ ଭାଗ୍ୟବାନ ରାଶି ରେ |ଯାହାକି ତାଙ୍କୁ ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି ବୋଲି ମାନାଯାଏ |ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଚାଁହୁଞ୍ଚନ୍ତି ତେବେ ଚାଲନ୍ତୁ ଆଜି ଜାଣିବା ସେ ବିଷୟରେ |ଏମିତି କହିବାକୁ ଗଲେ ଦୁଇଟି ରାଶି ଅଛନ୍ତି , ଯାହା ଭଗବାନ ଶିବ ନିଜେ ରକ୍ଷା କରନ୍ତି , ସେହି ଦୁଇଟି ରାଶିକୁ ଭାଗ୍ୟଶାଳି ବୋଲି ଜଣାଯାଏ ।

ଧନୁ ରାଶି : ସବୁଠାରୁ ପ୍ରଥମେ କହିଦେବୁ କି ଏହି ଲିଷ୍ଟରେ ଧନୁରାଶିର ନାଁ ଅଛି , ସୁଚନା ପାଇଁ କହିଦେବୁ କି ଏହି ରାଶିର ସ୍ୱାମୀ ସୁର୍ଯ୍ୟଦେବ ହୋଇଥାନ୍ତି , ଯାହାର କାରଣରୁ ଏହି ରାଶିର ଜାତକରେ କେଉଁ ଗ୍ରହର ଖରାପ ପ୍ରଭାବ ପଡେ ନାହିଁ , ଏହି ରାଶିର ଜାତକରେ ଭଗବାନ ସ୍ୱୟଂ ରକ୍ଷା କରିଥାନ୍ତି ।

ମେଷ ରାଶି ; ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ଆସେ ମେଷ ରାଶିର ଲୋକେ ଯାହାଙ୍କ ଉପରେ ଭଗବାନ ଶିବଙ୍କର ଅପାର କରୁଣା ରହିଥାଏ , ଏହି ରାଶିର ଜାତକରେ ଜୀବନରେ କେବେ ବି କେଉଁ ଅସୁବିଧା ଆସେ ନାହିଁ , ଓ ଏହି ରାଶିର ଲୋକଙ୍କୁ ସବୁବେଳେ ଖୁସି ମିଳିପାରେ , ଦୁନିଆଁରେ ମେଷ ରାଶିର ଜାତକରେ ବହୁତ ଶକ୍ତିଶାଳି ମାନାଯାଇଛି ।

ଏହାର ମତଲବ ନୁହେଁ କି ବାକି ରାଶି ଗୁଡିକ ଉପରେ ଭଗବାନ ଶିବ ଓ ସୁର୍ଯ୍ୟଦେବ କୃପା ରଖିନାହାନ୍ତି , କିନ୍ତୁ ଶାସ୍ତ୍ର ଅନୁସାରେ ଭଗବାନ ଏହି ଦୁଇ ରାଶିକୁ ଅଧିକ କୃପା କରନ୍ତି ଯାହା ଫଳରେ ଏମାନେ ଅଧିକ ସାହସୀ ହେଇଥାନ୍ତି |ଯଦି ଆପଣଙ୍କ ରାଶି ଏଥିରୁ ଗୋଟିଏ ତେବେ ଏହାର ଅର୍ଥ ଆପଣଙ୍କ ଉପରେ ନିଜେ ଭଗବାନ ଶିବ ଓ ସୁର୍ଯ୍ୟଦେବ କୃପା ରଖିଛନ୍ତି

Leave a Reply

Your email address will not be published. Required fields are marked *