April 21, 2024

Odia Express

News For Public

୨୬ ଜାନୁଆରୀ ୨୦୨୦ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ୪ ଟି ରାଶିର ଜାତକରେ ଲାଭ ହେବାର ରହୁଛି ଯୋଗ , ବାକି ରାଶି ବି ଜାଣିନିଅନ୍ତୁ , କିପରି ରହିବ ତାଙ୍କର ସ୍ଥିତି

୧) ମେଷ ରାଶି : ଆଜି ସବୁ କାମ ଅଧିକା ପରିଶ୍ରମ କରିବାର ଦରକାର ପଡିବ , ଅନ୍ୟଙ୍କୁ ନାରାଜ ନକରି ଚତୁରାଇ ସହ କାମ କରନ୍ତୁ , ମହତ୍ତ୍ୱପୁର୍ଣ୍ଣ ଲୋକଙ୍କ ଆଡୁ ଖାସ୍ କରି ଅଧିକାରୀଙ୍କ ସହ ନିଜ ବ୍ୟବହାରରେ ସାବଧନତା ରଖନ୍ତୁ , ଆପଣଙ୍କ କନଫିଡେନ୍ସ ଭଲ ରହିବ , ଶତ୍ରୁଙ୍କ ଠାରୁ ଜିତ୍ ମିଳିପାରିବ , କିଛି ଦିନରୁ ଲମ୍ବା କାର୍ଯ୍ୟ ପୁରା ହେବ , ଲଭ୍ ଲାଇଫ୍ ଶାନଦାର୍ ରହିବ , ଦିନର ଥକାପଣ ଭରି ରହିବ , ଆରାମ କରନ୍ତୁ ନାହୀଁ ଚିନ୍ତା ଆସିପାରେ ।

୨) ବୃଷ ରାଶି : ଆଜି କାମ ପ୍ରତି ମନ ବଢିବ , ପରିବାର ସଦସ୍ୟଙ୍କ ସହ କିଛି ଭୁଲ୍ ବୁଝାମଣା ଘରୋଇ ବିବାଦ ଆଡକୁ ନେଇପାରେ , କାମରୁ ଓହରିବେ , ଦାୟିତ୍ୱକୁ ନେଇକରି ଆପଣଙ୍କୁ ସାବଧାନ ରହିବାକୁ ହେବ , ଆପଣଙ୍କ ନିୟମିତ କାମକାର୍ଯ୍ୟରେ କିଛି ସମୟ ପାଇଁ ମୁକ୍ତି ମିଳିବ , ସମୟ ସମୟରେ ଆପଣଙ୍କୁ ନିଜ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ ,

୩) ମିଥୁନ ରାଶି : ରୁଟିନ୍ କାମକୁ କିଛି ବିପଦ ଆସିପାରେ , ଇଚ୍ଛାଗୁଡିକ ଓ ମହତ୍ତ୍ୱକାଂକ୍ଷା ପୁର୍ତି ହେବ , କିଛି ସମସ୍ୟାଗୁଡିକ ସମାଧାନ ଅଚାନକ ମିଳିବ , ସ୍ଥିତିଗୁଡିକ ଆପଣଙ୍କ ଅନୁରୁପ ହେବ , ଆପଣଙ୍କ ବାହାନ ପ୍ରତି ମନ ହେବ ତାହା ପ୍ରାପ୍ତି କରିବେ , ଏକ ଯାତ୍ରା ହେବାର ସମ୍ଭାବନା ଅଛି , ଭୁଲ୍ ବୁଝାମଣା କାରଣରୁ ଆପଣଙ୍କ ସମୟ ଖରାପ ହୋଇପାରେ , ଆଗକୁ ବଢିବାପଇଁ ନିଜ ଜୀବନରେ କିଛି ପରିବର୍ତ୍ତନ କରନ୍ତୁ ,

୪) କର୍କଟ ରାଶି : ବିଦ୍ୟାର୍ଥୀ ବର୍ଗ ପାଇଁ ଭଲ ଦିନ ଅଛି , ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ , କାର୍ଯ୍ୟର ସହ ଛୋଟ ଯାତ୍ରା ସାର୍ଥକ ହେବ , ଆଜି କିଛି ଲୋକ ଅସଲ ଚେହେରା ଦେଖାଦେବ , ଯାହା ଧୋକା ଦେବାର ଇଚ୍ଛା ରଖନ୍ତି , ଆପଣ କେଉଁ କଥାକୁ ନେଇ ଭୁଲ୍ ମତଲବ ବାହାରିପାରେ , ଯାହାର କାରଣରୁ ବିବାଦ ହୋଇପାରେ , ମନ୍ଦିରରେ କାଳୀଙ୍କର ଉଡଦ ଦାନ କରନ୍ତୁ , ଆପଣଙ୍କ ସବୁ ଠିକ୍ ହେବ , ଆପଣଙ୍କ ପାଇଁ ଦିନ ଉତ୍ସାହ ପ୍ରୁଣ୍ଣ ରହିବ , ଓ ମନୋରଞ୍ଜନ ଭିର୍ତ୍ତିକ ରହିବ ।

୫) ସିଂହ ରାଶି : ଆଜି ଆପଣଙ୍କ ଘରର କାର୍ଯ୍ୟରେ ବ୍ୟସ୍ତ ରହିବେ , ଧାର୍ମିକ କାର୍ଯ୍ୟରେ ରୁଚି ରହିବ , ସନ୍ତାନ ଆଡୁ କିଛି ଶୁଭ ସମାଚାର ପ୍ରାପ୍ତି ହେବ , କୋର୍ଟ କଚେରି ମାମଲାରେ ସଫଳତାର ଯୋଗ ରହୁଛି, ଆତ୍ମବିଶ୍ୱାସ କମ୍ ହେବାକୁ ଦିଅନ୍ତୁ ନାହିଁ , ନିଜ ବିଚାରରେ କାହା ସହ ଜବରଦସ୍ତି ପକାଇଲେ ସଂବନ୍ଧ ବିଗଡିପାରେ , ବିବାଦର ସ୍ଥିତି ରହିବ , ସନ୍ତାନଙ୍କ ତରଫରୁ କିଛି ଖୁସି ଖବର ମିଳିବାର ସମ୍ଭାବନା ଅଛି ।

୬) କନ୍ୟା ରାଶି : ଆଜି ଜୀବନସାଥୀଙ୍କ ସହ ଭଲ ବ୍ୟବହାର କଥାବାର୍ତ୍ତା କରିବେ , ସନ୍ତାନ ସୁଖ ଅନୁଭୁତି ହେବ , ଓ କାର୍ଯ୍ୟରେ ମନ ପ୍ରସନ୍ନ ହେବ , କେଉଁ ବିବାଦରେ ଫସିବାରୁ ବଞ୍ଚନ୍ତୁ , ଭଲ ହେବ , କାହାସହ ସଂମ୍ପର୍କ ଖରାପ କରନ୍ତୁ ନାହିଁ , ଆପଣ କେବଳ କାମରେ ମନ ଲଗାଇବେ , ଛାତ୍ରଙ୍କୁ ଭଲ ଅବସର ପ୍ରାପ୍ତି ହେବ , ଲଭ୍ ଲାଇଫ୍ ରେ ଟିକିଏ ଚିନ୍ତାର ମାହୋଲ୍ ରହିବ , କ୍ୟାରିୟରରେ ନୁଆ ଆୟାମ୍ ସ୍ଥାପିତ କରିବେ , ଆଜି କେଉଁ କାମରେ ଛୁଆଙ୍କ ଉପଦେଶ ନେବେ ।

୭) ତୁଳା ରାଶି : ଆଜି ଇମାନଦାରୀରେ କାମ କରିବେ , ନିଜ ପରିଶ୍ରମ ଯୋଗୁଁ ଆଗକୁ ବଢିବେ , ବ୍ୟବସାୟିକ ଦୃଷ୍ଟିକୋଣରୁ ଦୁର୍ ଯାତ୍ରା କରିପାରନ୍ତି , କ୍ରୋଧ ଆବେଶରେ ପ୍ରେମ ମଧ୍ୟରେ ଆଣିବାକୁ ଦିଅନ୍ତୁ ନାହୀଁ , କ୍ରୋଧକୁ ବଶରେ ରଖିକରି ସ୍ୱଭାବକୁ ଶାନ୍ତ ରଖନ୍ତୁ , ଫାଲତୁ ଖର୍ଚ୍ଚରେ କଣ୍ଟ୍ରୋଲ୍ କରନ୍ତୁ , ଆପଣଙ୍କ ଚିନ୍ତା ଆହୁରି ବଢିପାରେ , ପୁରୁଣା କଳହ ଚିନ୍ତା ଦେଇପାରେ , ସଫଳତା ପାଇବା ପାଇଁ ନିଜ ସବୁ କାମକୁ ପୁରା କରନ୍ତୁ ।

୮) ବିଛା ରାଶି : ଏହି ଦିନ ସଂଘର୍ଷ ଭରା ରହିବ , କେଉଁ ବିଶେଷ କାର୍ଯ୍ୟ ପଛରେ ପୁରା ଦିନ ଚିନ୍ତା ରହିପାରନ୍ତି , ମାତା ପିତାଙ୍କର ଆଶିର୍ବାଦ ପ୍ରାପ୍ତି ହେବ । ଆର୍ଥିକ ରୁପରେ ସୁରକ୍ଷିତ ଓ ଆପଣ ସଂମ୍ପତ୍ତି ବାହାନରେ ନିବେଶ କରିପାରନ୍ତି , ପୁରୁଣା ମାମଲାରେ ବୁଝାଇବାପାଇଁ ସଠିକ୍ ସମୟ କୁହାଯାଇପାରିବ , ଧନର ବ୍ୟୟ ହେବ , ଛାତ୍ର ନିଜ ପ୍ରଗତିରୁ ଖୁସି ରହିବେ , ସ୍ୱାସ୍ଥ୍ୟ ସୁଖ ଚିନ୍ତା ହୋଇପାରେ , ସ୍ୱାସ୍ଥ୍ୟର ମାମଲାରେ ସାବଧାନ ରୁହନ୍ତୁ , କମି ଅନୁଭବ କରିବେ ।

୯) ଧନୁ ରାଶି : ଆଜି ଖର୍ଚ୍ଚର ମାତ୍ରା ଅଧିକା ରହିବ , ବାଣିରେ ସଂୟମତା ରଖା କରନ୍ତୁ , ବାତାବରଣକୁ ଶାନ୍ତ ରଖିବାରେ ସଫଳ ହେବେ । ପାରିବାରିକ ଜୀବନ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ଆପଣ ଏକ ପୁରୁଣା ସାଙ୍ଗ ସହ ଯୋଡିହେବେ , ତାହା ସହ ସମୟ ବିତାଇବାରେ ଆନନ୍ଦ ଅନୁଭବ କରିବେ , ପ୍ରେମ ସଂବନ୍ଧରେ ଉତଥାନ ପତନ ସମ୍ଭା ବନା ଅଛି , କିନ୍ତୁ ପ୍ରେମୀ କେଉଁ ବିବାଦ ହୋଇପାରେ,  ଭୌତିକ ସୁଖ ସୁବିଧା କମ୍ ହୋଇପାରେ, କ୍ କଳା ଓ ଓ ସାହିତ୍ୟରେ ରୁଚି ବଢିବ

୧୦) ମକରରାଶି : ଆଜି ଆପଣ କିଛି ନୁଆ କଥା ଶିକ୍ଷା କରିବେ , କେଉଁ କାମରେ ଲମ୍ବାଯାତ୍ରା କରିପାରନ୍ତି , ଭୁମି ସଂବନ୍ଧି କାର୍ଯ୍ୟରୁ ଲାଭହେବ , କୋର୍ଟ କଚେରି ମାମଲାରେ ଆପଣଙ୍କ ପକ୍ଷରୁ ସମାଧାନ ହେବ , ଅଚାନକ କରାଯାଇଥିବା ଯାତ୍ରା ଲାଭଦାୟକ ହେବ , ଆଜି କିଛି ରୋଚକ ଓ ନୁଆ ମଉକା ଆପଣଙ୍କୁ ମିଳିପାରିବ , ପଇସା ସହ ଯୋଡି ହୋଇଥିବା ମାମଲା ବୁଝାଇବା ପାଇଁ ସାବଧାନତା ରଖନ୍ତୁ , ପଇସାକୁ ନେଇକରି କିଛି ଭୁଲ୍ ବୁଝାମଣା ହୋଇପାରେ,  ନୁଆ କାର୍ଯ୍ୟ ଆରମ୍ଭ କରିବାକୁ ହେବ  ।

୧୧)  କୁମ୍ଭ ରାଶି : କାରୋବାରରେ ଖର୍ଚ୍ଚ କମ୍  କରିବାକୁ ହେବ , ପରିବାରରେ ଲାଭର ସ୍ଥିତି ରହିବ , କେଉଁ ରଚନାତ୍ମକ କାର୍ଯ୍ୟରୁ ଫାଇଦା ପାଇବେ , ଲାଭର ସ୍ଥିତି ରହିବ , ଆପଣଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ ଦେଖାଦେଉଛି , ପରିବାରର ସଦସ୍ୟଙ୍କ ପୁରା ସହଯୋଗ ଓ ସ୍ନେହ ମିଳିବ , ଆପଣଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆସିବ , ଆପଣଙ୍କ ଜୀବନରେ ନୁଆ ସଫଳତା ମିଳିବାର ଯୋଗ ରହୁଛି , ପଇସା ମାମଲାରେ ଆପଣ ଅଲଗା ଉପଦେଶ ଫଇସଲା ଉପରେ ଭରସା କରନ୍ତୁ ନାହିଁ  ।

ମୀନ ରାଶି : ଆଜି ନୁଆ ଦାୟିତ୍ୱ୍ ମିଳିବାର ସଂମ୍ଭାବନା ଅଛି , ସମାଜରେ ମାନ ସମ୍ମାନର ବୃଦ୍ଧି ହେବ , ମହିଳା ନିଜ କର୍ତ୍ତବ୍ୟରୁ ନେଇ ଚିନ୍ତିତ ରହିପାରନ୍ତି  ଆଜି ପୁରୁଣା ବନ୍ଧୁ କିମ୍ବାପରିଚିତ ଲୋକଙ୍କ ସହ ସାକ୍ଷାତ ହେବ  , ପରିବାର ସହ ଗୁଣବତ୍ତା ପୁର୍ଣ୍ଣ ସମୟ ଅତିବାହିତ କରିବେ , ବୁଝି ବିଚାରି ରଣନୀତି ଦ୍ୱାରା କରାଯାଇଥିବା ଫଇସଲା ଫଳିଭୁତ ହେବ , କେବଳ ଅଧା ଅଧୁରା ଜଣା ଥାଉ , ତାହା ଉପରେ କିଛି ଫଇସଲା କିମ୍ବା ଟୀପଣୀ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *