March 28, 2024

Odia Express

News For Public

ବନ୍ଦ କର RO ର ବ୍ୟବହାର , ଆପଣଙ୍କୁ ବୋକା ବନାଯାଉଛି ଜାଣନ୍ତୁ ଏହା ପଛରେ ଥିବା ସତ୍ୟତା…

1 min read

ଜୀବନରେ ୩ ଟି ମୁଳ ଆବଶ୍ୟକତାରୁ ଗୋଟିଏ ହେଲା ଜଳ ବା ପାଣି । ଏହାର ବିନା କେଉଁ ବି ପ୍ରାଣୀ ନିଜ ପ୍ରାଣକୁ ବଞ୍ଚାଇପାରିବ ନାହିଁ  ଏହି ଜଳକୁ ବିକାଶବାଦରେ ଯେତେ ଦୂଷିତ କରାଯାଇଛି ତାହା ଆମର ସାମ୍ନାରେ ସମସ୍ୟା ଓ ରୋଗକୁ ନେଇ ଆସିଛି , ଦିନେ ପାଣି ନପିଇଲେ ଆମେ ରହିପାରିବା ନାହିଁ , ଏହା ସତ ଅଟେ , ଓ ଦିନ୍ରେ ଆମେ ଦିନ ସାରା କେତେ ପାଣି ପିଇଦେଇଥାଉ ।ଯଦି କହିବା ପାଣି ବିନା କିଛି ବି ସମ୍ଭବପର ନୁହେଁ ତେବେ ଏହି ଉକ୍ତି କେବେ ଭୁଲ୍ ଧରା ହେବ ନାହିଁ , ଶୋଷ ମେଣ୍ଟାଇବା ଛଡା ଆମେ ଖାଦ୍ୟର ପ୍ରସ୍ତୁତି ଆଦି ପାଣି ବିନା କରିବା ଅସମ୍ଭବ , ବହୁତ ଲୋକଙ୍କର ନଜରରେ ପାଣିର ଶୁଦ୍ଧତା ଏତେ ଗୁରୁତ୍ୱପୁର୍ଣ୍ଣ ହୋଇନଥାଏ,  କିନ୍ତୁ ଆପଣଙ୍କ ଭାବନା ଓ ଆପଣଙ୍କ ପରିବାର ପାଇଁ ଏହା ବିପଦପୁର୍ଣ୍ଣ ହୋଇପାରେ

ଗାଧୋଇବା ପାଣିରୁ ନେଇକରି ପିଇବା ପାଣି ଯାଏଁ ଶୁଦ୍ଧତା ବହୁତ ମାଇନା ରଖେ , ଯେଉଁଠି ଅଶୁଦ୍ଧ ପାଣି ପିଇଲେ ଅସଂଖ୍ୟ ରୋଗକୁ ନିମନ୍ତ୍ରଣ କରିଥାଏ । ସେମିତି ଅଶୁଦ୍ଧ ପାଣି ପିଇଲେ ତ୍ୱଚା ସଂବନ୍ଧି ରୋଗକୁ ଡକାଇଥାଏ , ଯଦି ଆମେ ଗଣନାକୁ ଧରିବା ତେବେ ପିଇବା ପାଣିରେ ୨୧୦୦ ବିଷାକ୍ତ ତତ୍ତ୍ୱ ମହଜୁତ୍ ହୋଇଥାଏ , ଏମିତିରେ ଦରକାର ହୋଇଥାଏ କି ସେହି ପାଣିକୁ ବ୍ୟବହାର କରିବା ପୂର୍ବରୁ ତାହାକୁ ଶୁଦ୍ଧ କରାଯାଉ , କିନ୍ତୁ ବିକାଶବାଦ ଅନ୍ଦ ଦୌଡରେ ଆମେ ଏହାକୁ ଧ୍ୟାନ ଦେଇନାହେଁ ।

କେଉଁ ପାଣି ପିଉଛେ , ଯାହା ଦ୍ୱାରା ଆମକୁ ରୋଗାଗ୍ରସ୍ତ ନ କରିପାରୁ , ଯାହା ନୁଆ ରୋଗଗୁଡିକ ଅଛି କେଉଁ କାରଣରୁ ଏହି ଜଳ ଦୂଷିତ ହେଉଛି , RO ର ପାଣି କେଉଁ କମ୍ପାନୀ ନିଜ ଉତ୍ପାଦ ବିକ୍ରି କରିବାପାଇଁ ବିକ୍ରି ହେଉଥିବା ମିଡିଆର ସହ ମିଶିକରି RO ର ମିଥ୍ୟା ପ୍ରଚାର କରି ଏହା ସିଷ୍ଟମ୍ ଅଛି ବୋଲି କହି ଲୋକଙ୍କୁ ଠକିବାରେ ଲାଗିଛି , ଏତେ ଟିଡିଏସ୍ ପାଣି ସଠିକ୍ , ଏତେ ଟିଡିଏସ୍ ପାଣି ଭୁଲ୍, ଆରୋରେ ଏହା ସବୁ ବୈଶିଷ୍ଟତା ଅଛି ଏହା ନାହିଁ , ଶୁଦ୍ଧତା ଓ ସ୍ୱଚ୍ଚତା ନାଁରେ ବୋତଲରେ ଭରି କରି ବିକ୍ରି କରାଯାଉଥିବା ପାଣି ସ୍ୱାସ୍ଥ୍ୟ ପାଇଁ ଅହିତକର ଅଟେ, ଏହି କଥା ବହୁତ ଅଧ୍ୟୟନରୁ ଆସିଛି

ଏହା ଛଡା ବୋତଲ ବନ୍ଦ ପାଣିର ବ୍ୟବହାର ବହୁତ ଅଧିକା ସଂଖ୍ୟାରେ ବୋତଲ ଅଳିଆରେ ପରିଣତ ହୋଇଯାଏ , ଓ ପର୍ଯ୍ୟାବରଣ ପାଇଁ ଗମ୍ଭୀର ସଂଙ୍କଟ ସୃଷ୍ଟି କରିଥାଏ , ଆମେରିକାରେ ଏକ ସଂସ୍ଥା ଅଛି ନ୍ୟାଚୁରାଲ୍ ରିସୋର୍ଜ ଡିଫେନ୍ସ କାଉନସିଲ୍ , ଏହି ସଂସ୍ଥା ନିଜ ଅଧ୍ୟୟନରୁ ଏହା ଫଳାଫଳ ବାହାର କରିଛି କି ବୋତଲ ବନ୍ଦ ପାଣି ଓ ସାଧାରଣ ପାଣି କିଛି ଫରକ ନାହୀଁ , ମିନେରାଲ୍ ୱାଟର୍ ନାଁରେ ବିକ୍ରି କରାଯାଉଥିବା ବୋତଲ ବନାଉଥିବା ସମୟରେ ଏକ ରସାୟନ ପେଥଲେଟ୍ସ ବ୍ୟବହାର କରାଯାଏ , ଏହାର ବ୍ୟବହାର ବୋତଲକୁ ନରମ ବନାଇବାପାଇଁ କରାଯାଇଥାଏ , ଏହି ରସାୟନର ପ୍ରୟୋଗ ସୌନ୍ଦର୍ଯ୍ୟ ପ୍ରସାଧନ , ଇତ୍ର, ଖେଳନା ଆଦି ନିର୍ମାଣରେ ବ୍ୟବହୃତ ହୋଇଥାଏ , ଏହାର କାରାଣରୁ ବ୍ୟକ୍ତି ପ୍ରଜନନ କ୍ଷମତାରେ ନକରାତ୍ମକ ପ୍ରଭାବ ପକାଇଥାଏ , ବୋତଲ ବନ୍ଦ ପାଣିର ଜରିଆରେ ଆମେ ଏହି ରସାୟନ ଲୋକଙ୍କୁ ଦେଇଛେ ।

ଏହି ରସାୟନ ସେହି ସମୟରେ ବୋତଲ ରେ ପାଣିରେ ମିଶିଯାଈଥାଏ , ଯେବେ ବୋତଲରେ ସାମାନ୍ୟରୁ ଅଧିକା ତାପମାତ୍ରାରେ ରଖାଯାଏ , ଏମିତି ସ୍ଥିତିରେ ବୋତଲରେ ଖତରନାକ ରସାୟନ ପାଣି ମିଳିଥାଏ,  ଓ ଅଧ୍ୟୟନରେ ଏହା ବି କୁହାଯାଇଛି କି ଚାଲୁଥିବା କାର୍ ବୋତଲବନ୍ଦ ପାଣି ପିଇବା ଉଚିତ୍ ନୁହେଁ , କାରଣ କାର୍ ରେ ବୋତଲ ଖୋଲିଲେ ଏହା ରାସାୟନିକ ପ୍ରତିକ୍ରିୟାବହୁତ ଅଧିକା ହୋଈଯାଏ , ଓ ପାଣିରେ ଅଧିକା ବିପଦପୂର୍ଣ୍ଣ ତତ୍ତ୍ୱର ମିଶ୍ରଣ ହୋଇଥାଏ ।

National Green Tribunal ବି ସରକାରଙ୍କୁ RO ବ୍ୟାନ୍ କରିବାପାଇଁ କହିସାରିଛି , କିନ୍ତୁ ଏହାକୁ ବନାଉଥିବା ଓ ବିକ୍ରି କରୁଥିବା କମ୍ପାନୀଙ୍କ ଏତେ ଲୋକପ୍ରିୟତା ଅଛି କି ସରକାର ଏହା ଉପରେ କେବେ ବି ଦୃଷ୍ଟି ଆକ୍ଷେପ କରିପାରୁନାହିଁ ।

Leave a Reply

Your email address will not be published. Required fields are marked *