April 12, 2024

Odia Express

News For Public

ମହାକାଳ ଲେଖିଦେଲେ ଏହି ପାଞ୍ଚଟି ରାଶିର ଭାଗ୍ୟ , ବର୍ଷ ୨୦୨୦ ରୁ ୨୦୩୦ ମଧ୍ୟରେ ସଫଳତା ଆଗରେ ରହିବ ଭାଗ୍ୟ ହେବେ ଧନବାନ…

ଯେପରିକି ଆମେ ସମସ୍ତେ ଜାଣିଛେ କି ଆମ ପୃଥିବୀରେ ବହୁତ ଶିବଭକ୍ତ ମହଜୁତ୍ ଅଛନ୍ତି । ଓ ଭଗବାନ ଶିବଙ୍କର ବହୁତ ନାଁରୁ ଜଣାଯାଏ । ସେ ମହାକାଳ କୁହାଯାଏ । ଶିବଙ୍କର ସୁଜନ ଅଧିପତି ଓ ମୃତ୍ୟୁର ଦେବତା ବୋଲି ଜଣାଯାଏ , ଶିବ ଶରୀରର ପ୍ରାଣର ପ୍ରତିକ ବୋଲି ଜଣାଯାଏ , ଏଥିପାଇଁ ପଞ୍ଚଦେବଙ୍କ ତାଙ୍କର ସ୍ଥାନ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ବୋଲି ଜଣାଯାଏ , ଆଜି କାଲି ବ୍ୟକ୍ତି ସେମିତି ନାନାଦି ଅସୁବିଧାର ସାମ୍ନା କରୁଛି , ସେମିତି ଆମ ଜିବନରେ ନାନା ପ୍ରକାର ଉତଥାନ ପତନ ଦେଖିବାକୁ ମିଳେ । ଯଦି ଆମେ କଥା ହେବା ଜ୍ୟୋତିଷ୍ୟଶାସ୍ତ୍ର ବିଷୟରେ ତେବେ ଏମିତି ସ୍ଥିତିରେ ଗ୍ରହର ଚାଲି ଚଳଣ ଉପରେ ନିର୍ଭର କରିଥାଏ ,

ଆପଣଙ୍କୁ କହିଦେବୁ କି ଆମର ଜୀବନରେ ଜ୍ୟୋତିଷ୍ୟଶାସ୍ତ୍ରକୁ ଅଧିକା ମହତ୍ତ୍ୱ ଦିଆଯାଇଛି , କାରଣ ଆମର ଜୀବନରେ ଘଟୁଥିବା ଘଟଣା ଆମ ଶାସ୍ତ୍ରରେ ସବିଶେଷ ସୁଚନା ଦେଇଥାଏ , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଭବିଷ୍ୟରେ ହେବାକୁ ଥିବା ସବୁ ସମସ୍ୟା ସଂବନ୍ଧରେ ଜାଣିପାରିବା , ଯାହା ଦ୍ୱାରା ତାର ଉଚିତ୍ ସମାଧାନର ବାଟ କାଢିପାରିବା , ଏହିଥର ଏମିତି ସଂଯୋଗ ହେଉଛି , ଯେଉଁଥିରେ ମହାକାଳ ସ୍ୱୟଂ ୫ ଟି ରାଶିର ଭାଗ୍ୟ ଲେଖିଦେଇଛନ୍ତି , ୨୦୨୦ ରୁ ୨୦୩୦ ମଧ୍ୟରେ ଏହି ରାଶିଗୁଡିକର ଭାଗ୍ୟରେ ଏକ ବଡ ପରିବର୍ତ୍ତନ ହେବ ।

୧) ସିଂହ ରାଶି : ସିଂହ ରାଶିର ବ୍ୟକ୍ତିଙ୍କୁ ମହାକାଳଙ୍କ ଏହି ବିଶେଷ କୃପା ଦୃଷ୍ଟି ଦ୍ୱାରା ଅପାର ସଫଳତା ପ୍ରାପ୍ତି ହେବ , କିନ୍ତୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ହେବ , ଯଦି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବେ ତେବେ ଆସୁଥିବା ସମୟ ଆପଣଙ୍କ ଉପରେ ସବୁ ଅସୁବିଧା ଦୁର ହୋଇଯିବ , ଆପଣଙ୍କ ଆର୍ଥିକ ସ୍ଥିତି ବି ମଜବୁତ୍ ହେବ , ଆସୁଥିବା ସମୟ ଆନନ୍ଦଦାୟକ ରହିବ , ସଂମ୍ଭବ ହୋଇପାରେ କି ଆପଣ ଯାତ୍ରାର ସମୟରେ କେଉଁ ବ୍ୟକ୍ତିକୁ ହୃଦୟରେ ବସାଇଦେବେ , ଆପଣ ନିଜ ମିତ୍ରଙ୍କର ସହ ଭଲ ସମୟ ଅତିବାହିତ କରିପାରିବେ ।

୨) କୁମ୍ଭ ରାଶି : ଏହି ରାଶିଙ୍କର ଲୋକଙ୍କ ଉପରେ ମହାକାଳଙ୍କ ବିଶେଷ କୃପା ରହିବା ଯୋଗୁଁ ଏମାନଙ୍କ ଆସୁଥିବା ଖରାପ ସମୟ କଟିଯିବ , ନୁଆ ଅବସର ପ୍ରାପ୍ତି କରିବେ , ଓ ସମୟର ସହ ଆପଣଙ୍କ ଜୀବନରେ ନୁଆ ପରିବର୍ତ୍ତନ ଆସିବ , ଓ ଯେଉଁ ଲୋକ ବିଦ୍ୟାର୍ଥି ଅଛନ୍ତି ତାଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ ।

୩) ମୀନ ରାଶି : ମୀନ ରାଶିର ବ୍ୟକ୍ତିଙ୍କ ଉପରେ ମହାକାଳଙ୍କ ଅପାର କୃପା ଦୃଷ୍ଟି ରହିଛି , ଯାହାର କାରଣରୁ ଏମାନଙ୍କୁ ଅଚାନକ ଧନର ପ୍ରାପ୍ତି ହେବ , ଯାହାର କାରଣରୁ ମନ ପ୍ରସନ୍ନ ରହିବ , ଶାସନ ସତ୍ତାର ପୁରା ସହଯୋଗ ପ୍ରାପ୍ତି ହେବ , ଘର ପରିବାରରେ ସୁଖର ବାତାବରଣ ରହିବ , ଆର୍ଥିକ ସ୍ଥିତି ବି ମଜବୁତ୍ ରହିବ , ଆପଣଙ୍କ ଜୀବନରେ ଖୁସି ଆସିବାର ଅଛି , ଯେଉଁ ଲୋକ ବିଦ୍ୟାର୍ଥି ଅଛନ୍ତି ତାଙ୍କ ଦ୍ୱାରା ଦିଆଯାଇଥିବା ପରିଣାମରୁ ଖୁସି ରହିବେ , ଏହି ରାଶିର ଲୋକେ ବ୍ୟକ୍ତି କେଉଁ ଯାତ୍ରାରେ ଯାଇପାରନ୍ତି , ଯାହାର ଲାଭ ମିଳିବ ।

୪) ତୁଳା ରାଶି : ତୁଳା ରାଶିର ଜାତକରେ ଭାଗ୍ୟ ଏମାନଙ୍କ ସାଥିରେ ଅଛି । ଏମାନଙ୍କ ସବୁ କାର୍ଯ୍ୟ ସଫଳ ହେବ , ହୋଇପାରିବ କି ଆପଣଙ୍କୁ ଅଚାନକ କାହା ସହ ସାକ୍ଷାତ କରିପାରନ୍ତି , ସେମିତି କାରୋବାରୀ ଙ୍କୁ ନିଜ ଲାଭ ମିଳିବ , ଓ ଦାମ୍ପତ୍ୟ ଜୀବନରେ ଖୁସି ଆସିବ , ଚାକିରି ପେଶାର ଲୋକଙ୍କୁ ନିଜ କ୍ଷେତ୍ରରେ ଉନ୍ନତି ମିଳିବ , ବେପାରରେ ଲାଭପ୍ରାପ୍ତି ହେବ ।

୫)ଧନୁ ରାଶି : ଧନୁ ରାଶିର ଜାତକରେ ମହାକାଳଙ୍କ କୃପା ରହୁଛି ଯାହା ଦ୍ୱାରା ଆୟରେ ବୃଦ୍ଧି ହେବ , ହୋଇପାରେ ଏହି ମଧ୍ୟରେ ଆପଣଙ୍କ ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ , ଏତିକି ନୁହେଁ ଆପଣଙ୍କୁ କେଉଁ ଲୋକଙ୍କ ଠାରୁ ଉପହାର ମିଲିପାରିବ , ଶାସନ ସତ୍ତାର ପୁରା ସହଯୋଗ ମିଲିବ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ ।

କମେନ୍ଟ ରେ ଲେଖନ୍ତୁ ଜୟ ମହାକାଳ

Leave a Reply

Your email address will not be published. Required fields are marked *