April 20, 2024

Odia Express

News For Public

ଜାଣନ୍ତୁ ୧ ସେକଣ୍ଡରେ କେତେ ଟଂକା ରୋଜଗାର କରନ୍ତି ମୁକେଶ ଅମ୍ବାନୀ – ଜାଣିଲେ ଚମକି ପଡିବେ ଆପଣ…

1 min read

ଦୁନିଆର ସବୁଠାରୁ ଧନୀ ଉଦ୍ୟୋଗପତିଙ୍କ ତାଲିକାରେ ଭାରତର ମୁକେଶ ଅମ୍ବାନୀ ଜଣେ ଅଟନ୍ତି ଓ ତାଙ୍କୁ କିଏ ନଜାଣେ। ରିଲାଏନ୍ସ ଜିଓ ର ମାଲିକ ମୁକେଶ ଅମ୍ବାନୀଙ୍କର ଧନସମ୍ପତ୍ତି ବିଷୟରେ କଣ କହିବୁ, ତାଙ୍କ ଘର କୌଣସି ରାଜମହଲ ଠାରୁ କମ ନୁହେଁ ଓ ସାରା ଦୁନିଆରେ ସବୁଠାରୁ ଭଲ ଘର ସୂଚୀରେ ଗୋଟିଏ ଅଟେ। ଅମ୍ବାନୀଙ୍କ ନାମ ଶୁଣିବାମାତ୍ରେ ଆପଣଙ୍କ ମନକୁ ଆସେ ଯେଉଁ ଛବି ତାହା ଭବ୍ୟତା ଠାରୁ କମ ନୁହେଁ । ଏହି ପ୍ରଶ୍ନ ଆମ ସମସ୍ତଙ୍କ ମନକୁ ଆସେ ଯେ ମୁକେଶ ଅମ୍ବାନୀ କେତେ ଆୟ କରନ୍ତି? ଏଥିପାଇଁ ଆଜି ଆମେ ଆପଣଙ୍କ ସାମ୍ନାକୁ ଏହାର ଏକ ବିସ୍ତାରିତ ତଥ୍ୟ ଆଣିଛୁ । ଏହି ତଥ୍ୟ ପରିସଙ୍ଖ୍ୟାନ ଉପରେ ଆଧାରିତ ଅଟେ ।

ଜଣେଇଦେବୁ କି ମୁକେଶ ଅମ୍ବାନୀଙ୍କ ଘରର ଆଜି ଯାହା ଭାରତରେ ସବୁଠାରୁ ମହଙ୍ଗା ଅଟେ ଓ ପୁରା ବିଶ୍ଵରେ ଦ୍ଵିତୀୟ ନମ୍ବରରେ ରହିଛି ଯାହା ମୁମ୍ବାଇରେ ଅବସ୍ଥିତ ଅଟେ ଓ ଯାହାର ନାମ ‘ଆଣ୍ଟିଲିଆ’ ଅଟେ। 27ମହଲା ଏହି ଘରର ଆନୁମାନିକ ମୂଲ୍ୟ ପ୍ରାୟ 11ହଜାର କୋଟି ଅଟେ ଯେଉଁଥିରେ ଏକ ରୁ ବଳି ଏକ ହାଇଟେକ ସୁବିଧାମାନ ଉପଲବ୍ଧ ଅଟେ । ଏହି ଭବ୍ୟ ଘରେ ପ୍ରାୟ 168ଗାଡି ରହିପାରିବେ ଯେଉଁଥି ପାଇଁ 7ମହଲାର ପାର୍କିଂ ନିର୍ମିତ ହୋଇଛି । ତାସହ ଏଥିରେ ଆପଣଙ୍କ ସୁଖସୁବିଧା ନିମନ୍ତେ ଥିଏଟର, ଜିମ ଆଦି ସବୁକିଛି ଅଛି । ଜଣେଇଦେବୁ କି ଏତେବଡ ଘରେ ପାଖାପାଖି 600 କର୍ମଚାରୀ କାର୍ଯ୍ୟ କରୁଛନ୍ତି ଯେଉଁମାନଙ୍କ ସହିତ ମୁକେଶ ଅମ୍ବାନୀ କେବେ ମଧ୍ୟ ଚାକର ଭଳି ବ୍ୟବହାର କରନ୍ତି ନାହିଁ କିନ୍ତୁ ତାବଦଳେ ପରିବାରର ସଦସ୍ୟ ଭଳି ବ୍ୟବହାର କରନ୍ତି ।

2015-16ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆୟ 27360କୋଟି ଟଙ୍କା ହୋଇଥିଲା, ତାସହ କମ୍ପାନୀରେ ପ୍ରମୋଟର ରୂପେ ତାଙ୍କର ଭାଗ 44.7%ଅଟେ, ଏହି ହିସାବରେ ଅମ୍ବାନୀଙ୍କର ଭାଗ ପ୍ରାୟ 12351କୋଟି ଟଙ୍କା ହେଉଛି, ଆପଣଙ୍କୁ ଜଣେଇଦେଉଛୁ ଯେ ଏକ ମାସକୁ ଏହାଙ୍କର ଆୟ 1029କୋଟି ଟଙ୍କା ଅଟେ । ଏକ ସପ୍ତାହରେ ତାଙ୍କର ଆୟ 257କୋଟି ଟଙ୍କା ଅଟେ ଓ ଏକ ଦିନର ଆୟ 34କୋଟି ଟଙ୍କା ଅଟେ ।

ଏକ ଘଣ୍ଟାର ଆୟ 1.4କୋଟି ଟଙ୍କା ଅଟେ। ଏକ ମିନିଟରେ ଆୟ 2.35ଲକ୍ଷ ଟଙ୍କା ଅଟେ ଓ ଏକ ସେକଣ୍ଡର ଆୟ 3916ଟଙ୍କା ଅଟେ। ଆପଣଙ୍କୁ ଜଣେଇଦେଉଛୁ ଯେ ଏସବୁ ନିକଟ ବର୍ତ୍ତମାନ ଅନୁଯାୟୀ ଅଟେ , ଏହା ସଠିକ କିମ୍ବା ନୁହେଁ ଏହାର ଆମେ କୌଣସି ଦାବି କରିପାରିବୁ ନାହିଁ , ଆପଣଙ୍କୁ ଜଣେଇଦେଉଛୁ ଯେ ଅମ୍ବାନୀଙ୍କର ସନ୍ତାନ ମାନେ ମଧ୍ୟ ପ୍ରସିଦ୍ଧ ଅଟନ୍ତି ।

Leave a Reply

Your email address will not be published. Required fields are marked *