April 13, 2024

Odia Express

News For Public

୧୪ ଫେବୃୟାରୀ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କାଟିବା ଆଜି ଆପଣଙ୍କ ଦିନ – ଆଜି ଏହି ୫ ଟି ରାଶିଙ୍କୁ ମିଳିବ ତାଙ୍କର ପ୍ରଥମ ପ୍ରେମ , ଯେବେ କି ଅନ୍ୟ ରାଶିଙ୍କ ଲଭ୍ ଲାଇଫ୍ ରେ ଆସିପାରେ ଖଟାସ୍

୧)ମେଷ ରାଶି : ଆଜି ଆପଣଙ୍କ ସାହାସ ଓ ଆପଣଙ୍କ ନିଶ୍ଚୟ କ୍ଷମତା ବଢିବ , ସନ୍ତାନର ଉନ୍ନତି ଦ୍ୱାରା ଆପଣ ଖୁସି ହେବେ , ଯଦି କାହାକୁ ପ୍ରପୋଜ କରିବାର ଯୋଜନା ଅଛି ତେବେ ଏହା ଏକ ଆଦର୍ଶ ଦିନ ଅଟେ , ବାହାନ ସୁଖ ବିସ୍ତାର ହୋଇପାରେ  ନୁଆ ଯୋଜନା ଆରମ୍ଭ କରିବାପାଇଁ ଆଯିର ଦିନ ଅନୁକୁଲ ଅଛି , ପ୍ରେମୀ କିମ୍ବା ଜୀବନସାଥିଙ୍କ ସହ କେଉଁ ଆଡେ ଭୁଲିବାକୁ ଯାଇପାରନ୍ତି, ଆପଣଙ୍କୁ କାମ କାର୍ଯ୍ୟରେ ଭଲ ଫଳାଫଳ ମିଳିବ ନୁଆ ଯୋଜନା ସମୟରେ ପୁରା ହୋଇଯିବ ।

୨)ବୃଷ ରାଶି : ଆଜି କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କର ପୁରା ସହଯୋଗ ପ୍ରାପ୍ତି ହେବ , ଏହି ଭ୍ୟାଲେଣ୍ତଟାଇନ୍ସରେ ଆପଣ ନିଜ ପାର୍ଟନରଙ୍କୁ ମହଙ୍ଗା ଗିଫ୍ଟ ଦେବେ , ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଛି ବି ବିଗଡୀପାରେ , ଏଥିରେ ଆପଣ ଚିନ୍ତିତ ହୋଇପାରନ୍ତି , ବନ୍ଧୁଙ୍କ ସହ ବୟସ ବାଦବିବାଦ ହେବା ଦ୍ୱାରା ମତଭେଦ ହୋଇପାରେ,  ଯାତ୍ରାରେ କୌଣସି ପ୍ରୋଗାମ ସ୍ଥଗିତ ହୋଇପାରେ , କେଉଁ ପ୍ରକାର ଡେରି ହେବାର ଯୋଗ ହେଉଛି , କାମରେ ବ୍ୟସ୍ତ ହେବା ଯୋଗୁଁ ଫସିପାରନ୍ତି ।

୩)ମିଥୁନ ରାଶି : ଆଜି ସନ୍ତାନରୁ କିଛି ମତଭେଦ ହୋଇପାରେ , କିଛି ବଡ ଓ ଅଲଗା କରିବାର ଆପଣଙ୍କୁ ବଞ୍ଚିବା ଦରକାର, ପ୍ରେମୀଙ୍କ ମଧ୍ୟରେ ମତଭେଦ ହୋଇପାରେ , ଆପଣ କିଛି ଭୌତିକ ବସ୍ତୁ ଉପରେ ଖର୍ଚ୍ଚ କରିପାରନ୍ତି , ସମୟ ବର୍ବାଦ ହେବାରୁ ବଞ୍ଚନ୍ତୁ , କିଛି ବଢିଆ କାମ କରନ୍ତୁ , ପେଶାବର ମୋର୍ଚ୍ଚାରେ ସଫଲ ହେବାରେ ସମ୍ଭାବନା ଅଛି , ଛିଟପୁଟ ଚିନ୍ତା ଯୋଗୁଁ ଅସଫଳତା ଆପଣ ଚିନ୍ତିତ ହୋଇପାରନ୍ତି , ସିଙ୍ଗଲ୍ ଲୋକଙ୍କର ପ୍ରେମ ସଂବନ୍ଧ ଆସିପାରେ , ପାର୍ଟନର ସହ କେଉଁ ଖାସ୍ ଗିଫ୍ଟ ମିଳିପାରେ ।

୪)କର୍କଟ ରାଶି : ଆଜି ପଇସା ଲେଣଦେଣରେ ବଞ୍ଚନ୍ତୁ , କମାଇ କମିପାରେ , ଓ ଧନର ଅବରୋଧ ହୋଇପାରେ , ଆପଣଙ୍କ ଭ୍ୟାଲେଣ୍ଟଟାଇନ୍ସ ଡେ ଭଲରେ କଟିବ , ଆପଣ ନିଜ ପାଟନର ସହ ସ୍ୱପ୍ନ ପୁରା କରିବାରେ ଚେଷ୍ଟିତ ହେବେ , ବିପଦରୁ ବାହାରକୁ ଆସିବାରେ ସାହାଯ୍ୟ ମିଳିବ ।ଭାବୁକ ହୋଇକରି ବଡ ଫଇସଲା ନେବେ , ଯାହା ଦ୍ୱାରା କ୍ଷତି ହୋଇପାରେ , ବାହାନରୁ ଆଘାତ ଲାଗିବାର ଯୋଗ ହେଉଛି , ସାବଧାନ ରହିବେ , ମାତାପିତାଙ୍କ ଆଶିର୍ବାଦ ନିଅନ୍ତୁ , ଆପଣଙ୍କ ଇଚ୍ଛାଗୁଡୀକ ପୁରା ହେବ ।

୫)ସିଂହ ରାଶି : ବୈବାହିକ ଜୀବନରେ ଅଧିକା ସୁଖ ପାଇବାରେ ଆଶା ପୁରଣ ହେବ , ପାରିବାରିକ ବାତାବାରଣ ଖୁସିମୟ ରହିବ ,ବନ୍ଧୁ ଓ ବଡଙ୍କ ସହ ସଂବନ୍ଧର ଆନନ୍ଦ ନେବେ , ଆଜି ଆଧିକାରିକ ଆଙ୍କଡାରେ ବିପଦ ଆସିପାରେ , ବିନା ପ୍ଲାନିଙ୍ଗ୍ କରି କିଛି କାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ , ଭାଗ୍ୟର ଭରସାରେ କାମ ଆରମ୍ଭ କରିବାର ଭାବନ୍ତୁ ନାହିଁ,  ଲଭ୍ ଲାଇଫ୍ ରେ ତୃତିୟ ବ୍ୟକ୍ତି ଆସିପାରେ , ମନୋରଞ୍ଜନର ଅବସର ମିଳିବ ।

୬)କନ୍ୟା ରାଶି : ପ୍ରତିସ୍ପଦିଙ୍କୁ ପରାସ୍ତ କରିପାରନ୍ତି , କାମ କାର୍ଯ୍ୟରେ ମନ ଲାଗିବ ନାହିଁ , ପ୍ରେମ ସଂବନ୍ଧରେ ଆପଣ ଭାଗ୍ୟଶାଳି ରହିବେ , ଆପଣଙ୍କ ପ୍ରେମ ସହ ରୋମାନ୍ସ ବି ରହିବ , ଗାୟତ୍ରୀ ମନ୍ତ୍ରର ୨୪ ଥର ଜପ କରନ୍ତୁ , ବିବାହିତ ଜାତକରେ ଆବେଗ କାରଣରୁ ମତଭେଦ ହୋଇପାରେ , ଚାକିରି ଓ ବିଜନେସ୍ ଲୋକ ଭୁଲ୍ ଫଇସଲା ନେଇପାରନ୍ତି , ପୁରୁଣା ଚାଲି ଆସୁଥିବା କୋର୍ଟ କଚେରି ମାମଲା ଶେଷ ହେବ ।

୭)ତୁଳା ରାଶି : ବୈବାହିକ ଜୀବନରେ ସୁଖ ଶାନ୍ତିର ବାତାବରଣ ପାଈବେ , ଏକ ନୁଆ ସଉଦା ଅନ୍ତିମ ରୁପ ଦିଆଯାଇପାରେ , ଭବିଷ୍ୟରେ ଅତ୍ୟାଧିକ ଲାଭ ଅର୍ଜିତ କରିପାରିବେ , ଆପଣଙ୍କ ସିନିୟର୍ସ ଆପଣଙ୍କ ରାସ୍ତା ଦେଖାଇବାରେ ସାହାଯ୍ୟ କରିବେ , ସଠିକ୍ ଯୋଜନା ଦ୍ୱାରା କ୍ୟାରିୟରରେ ପରିବର୍ତ୍ତନ୍ ଆସିବ , ପ୍ରେମ ଓ ରୋମାଣ୍ଟୀକ୍ ସଂବନ୍ଧରେ ସମୟ ଭଲ ରହିବ , ବାହାନ ଚଲାଉଥିବା ସମୟରେ ସାବଧନତା ରଖନ୍ତୁ , ଭୁମି ବାହାନ ଇତ୍ୟାଦିରେ ଲାଭଦାୟକ ରହିବେ ।

୮)ବିଛା ରାଶି : ଆଜି ପଇସା କମାଇବାରେ ମଉକା ମିଳିବ , ପ୍ରେମ ସଂବନ୍ଧରେ ମଧୁରତା ଆସିବ , ମାନସିକ ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଅସ୍ଥିର ହୋଇପାରେ , ଆରାମ କରିବାପାଇଁ ପର୍ଯ୍ୟାପ୍ତ ସମୟ ନିଅନ୍ତୁ , ସହାୟତାରୁ କାମ କାର୍ଯ୍ୟରେ ସଫଳତା ମିଳିବ , ଆଜି ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସାବଧାନ ରହିବାକୁ ପଡିବ , ତେଲଯୁକ୍ତ ଆହାରର ସେବନ କରନ୍ତୁ ନାହିଁ , ଚାକିରି ମାମଲାରେ ନୁଆ କରିବାର ଦରକାର ନାହିଁ , ଆଜି ଘରେ ଅତିଥିଙ୍କ ଆଗମନ ହୋଇପାରେ ।

୯)ଧନୁ ରାଶି : ଆଜି ମାତାପିତାଙ୍କର ଆଶିର୍ବାଦ ପ୍ରାପ୍ତି ହେବ , ଭାଗ୍ୟର ସହଯୋଗ ମିଳିବ , ବରିଷ୍ଟଙ୍କ ସହଯୋଗ ପ୍ରାପ୍ତି ହେବ , କାର୍ଯ୍ୟସ୍ଥଳରେ କେଉଁ ଝଗଡା ରୁ ବଞ୍ଚନ୍ତୁ , ଆପଣଙ୍କ ଭାଗ୍ୟର ଭରପୁର ସହଯୋଗ ମିଳିବ , ଆପଣଙ୍କ ସବୁ ଇଚ୍ଛା ପୁରା ହେବ , ଆପଣଙ୍କ ଲଭ୍ ପ୍ରପୋଜାଲ୍ ମନ ବନାଇବେ , ଆପଣଙ୍କ ଭଲ ଅନୁଭବ କାରଣରୁ ଆପଣଙ୍କ ସାଥି କିଛି ଉପଦେଶ ଦେଇପାରନ୍ତି ।

୧୦)ମକର ରାଶି : ଆପଣଙ୍କ ସାଧନରେ ବୃଦ୍ଧି ହେବ , ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ପ୍ରଭାବଶାଳୀ ଏବଂ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ , ଏଥିରେ ଫାଇଦା ହୋଇପାରେ,  ଆଜି ସଂମ୍ପର୍କୀୟଙ୍କ ଚିନ୍ତା ମତଭେଦ ଦୁର ହେବ , ଅପୋଜିଟ୍ ଜେଣ୍ତର ଆପଣଙ୍କ ଧ୍ୟାନ ଭଟକାଇପାରନ୍ତି , ଆକର୍ଷଣ ବଢିବ , ଏହି ଦିନରେ ପାର୍ଟନର ସହ କଥାବାର୍ତ୍ତା ହେବାର ସାବଧନତା ରଖନ୍ତୁ , ଝଗଡା ହୋଇପାରେ,  ଆପଣଙ୍କ ଜୀବନସାଥୀ ଆପଣଙ୍କ ବହୁତ ପ୍ରସଂଶା କରିବେ ।

୧୧)  କୁମ୍ଭ ରାଶି : ଆଜି ଅଚାନକ ଧନର ପ୍ରାପ୍ତି ହେବ , ସନ୍ତାନର ଶିକ୍ଷାକୁ ନେଇ ଆପଣଙ୍କ ପ୍ରୟାସ ରହିଥିବେ ଆଜି ପୁରା ହୋଇଯିବ , ଆପଣଙ୍କ ପରିଶ୍ରମର ଫଳ ମିଳିବାର ଅଛି , ବଡ ରୋଜଗାର ଅବସର ଆପଣଙ୍କ ଅପେକ୍ଷାରେ ଅଛି ।କିଛି ମାମଲାରେ ମନ ମାରିକରି ବୁଝାମଣା କରିବେ , ଖର୍ଚ୍ଚ ଅଧିକା ରହିବ , ଏହି ଭ୍ୟାଲେଣ୍ଟଟାଇନ୍ ରେ ଆପଣଙ୍କ ପାଇଁ ସ୍ମରଣୀୟ ଦିନ ହୋଇପାରିବ , ଲଭ୍ ଲାଇଫ୍ ରେ ଏକ ଷ୍ଟେପ୍ ଆଗକୁ ବଢିବାର ଭାବିବେ , ସନ୍ତାନ ପକ୍ଷରୁ ଆପଣଙ୍କୁ ଖୁସିଖବର ମିଳିବ ।

୧୨) ମୀନ ରାଶି : ଆର୍ଥିକ ରୁପରୁ ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ , ପ୍ରେମ ସଂବନ୍ଧକୁ ନେଇକରି ଚାଲିଆସୁଥିବା ସମସ୍ୟା ଦୁରୀଭୁତ ହେବ , ମାତା ପିତା ଗୁରୁଜନଙ୍କ ଠାରୁ ସଂବନ୍ଧ ମଧୁରତା ଆସିବ , ସ୍ୱାସ୍ଥ୍ୟରେ ଉତ୍ ଥାନ ପତନ ଦେଖିବାକୁ ମିଳିବ , ଆପଣଙ୍କ ସବୁ କାର୍ଯ୍ୟ ତନ ମନରେ ସୁସ୍ଥ୍ୟ ରହିବ , କେଉଁ କଥାରେ ଜବରଦସ୍ତି ରାଜି କରିବାର ଚେଷ୍ଟା କରନ୍ତୁ ନାହିଁ , ପାଖାପାଖି ସଂମ୍ପର୍କରେ କିଛି ମତଭେଦ ହୋଇପାରେ,  ମିଳିକରି କରିଥିବା କାର୍ଯ୍ୟରେ ବହୁତ ସଫଳତା ପାଇବେ ।

Leave a Reply

Your email address will not be published. Required fields are marked *